Category: ରାଜ୍ୟ ଖବର

ଝାରସୁଗୁଡ଼ା ଉପନିର୍ବାଚନ: ନବ ଦାସଙ୍କ ଝିଅ ଦୀପାଳିଙ୍କୁ ମିଳିଲା ବିଜେଡି ଟିକେଟ୍‌

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ନିର୍ବାଚନ ତାରିଖ ଘୋଷଣା ହେଲା ପରେ ବିଜୁ ଜନତା ଦଳ (ବିଜେଡି) କାହାକୁ ପ୍ରାର୍ଥୀ କରିବ ସେ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ପ୍ରଥମ ଦଳ ଭାବେ ନିଜର…

ନୂଆଁଖାଇରେ ଓଡ଼ିଶା ଖାଇବ ସଅଳ କିସମ ବିହନ ‘ଓୟୁଏଟି କଳିଙ୍ଗ-୫’ର ଚାଉଳ

ଭୁବନେଶ୍ବର : ନୂଆଁଖାଇରେ ଓଡ଼ିଶା ଖାଇବ ସଅଳ କିସମ ବିହନ ଓୟୁଏଟି କଳିଙ୍ଗ-୫ର ଚାଉଳ। କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଓଡ଼ିଶା ରାଜ୍ୟ ବିହନ ସବ୍‌କମିଟି ବୈଠକରେ ଏହା…

ନକଲି ସାର୍ଟିଫିକେଟ୍‌ ଧରପଗଡ଼ ମାମଲା: ବାକି ଜିଲ୍ଲାରେ ଚଢ଼ଉ କେବେ?

ଭୁବନେଶ୍ବର/ବଲାଙ୍ଗୀର : ଗୋଟିଏ ପରେ ଗୋଟିଏ ୬ଟି ଜିଲ୍ଲାରୁ ନକଲି ସାର୍ଟିଫିକେଟ୍‌ଧାରୀ ଧରାପଡ଼ିଲେଣି। କିନ୍ତୁ ବାକି ସବୁ ଜିଲ୍ଲାରେ ହେଉନି ଧରପଗଡ଼। ପ୍ରଶାସନ ମୁଣ୍ଡ ପୂରାଉନି କି ଓଡ଼ିଶା ପୁଲିସ ତଦନ୍ତକୁ ଆଗକୁ ନେଉନି। ବଲାଙ୍ଗୀର ଘଟଣାକୁ ନେଇ ପୁଲିସ ଯେତିକି…

ମହୁଲ ଗୋଟାଇବାକୁ ଯାଇଥିଲେ ଦୁଇ ମହିଳା, କଚାଡ଼ି ଦେଲା ହାତୀ

ଢେଙ୍କାନାଳ : ୨ ମହିଳାଙ୍କୁ କଚାଡ଼ି ମାରିଦେଲା ହାତୀ। ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଦୁଦୁରକୋଟ ଅଞ୍ଚଳରେ। ମୃତ ମହିଳା ଦ୍ୱୟ ହେଲେ ଦୁଦୁରକୋଟ ଅଞ୍ଚଳର ବାଘୁଆ ସାହିର ପୁଟି ସାମଲ ଓ ଅଗାରି ସାମଲ। ଆଜି…

କ୍ୟାମେରାରେ କଏଦ ହେଲା ମଣିଷ ଖିଆ କଲରାପତରିଆ ବାଘ!

ନୂଆପଡ଼ା : ଗତ କିଛି ଦିନ ଧରି ସୁନାବେଡ଼ା ଅଭୟାରଣ୍ୟ ଓ ନୂଆପଡ଼ା ସଦର ରେଞ୍ଜ ଅଞ୍ଚଳରେ ବାଘ ଉତ୍ପାତ କରୁଛି। କେତେବେଳେ କେଉଁଠି କାହାକୁ ଶିକାର କରୁଥିଲା କେହି ଜାଣିପାରୁନଥିଲେ। ତେଣୁ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗାଁ ଲୋକଙ୍କ ମଧ୍ୟରେ ଭୟର…

ଋଷିକୂଲ୍ୟା ମୁହାଁଣରେ ଦେଖିବାକୁ ମିଳିଲା ସବୁଜ ସାମୁଦ୍ରିକ କଇଁଛ

ବ୍ରହ୍ମୁପୁର : ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ ଗ୍ରୀନ ସିଟଟଲ(ସବୁଜ ସାମୁଦ୍ରିକ କଇଁଛ) ଦେଖିବାକୁ ମିଳିଛି l ଯାହାର ପିଠି ଦେଖିବା ପାଇଁ ସବୁଜ। ଉକ୍ତ ବିରଳ ପ୍ରଜାତିର କଇଁଛଟି ରାତି ପ୍ରାୟ…

ବିଜୁଳି ବିଲ୍‌ ଆଦାୟ ନାଁରେ ଗୁଣ୍ଡାଗର୍ଦ୍ଦି: ଉପଭୋକ୍ତା ଲହୁଲୁହାଣ, ମୋବାଇଲ ଚୂରମାର

ଭୁବନେଶ୍ବର : ବିଜୁଳି ବିଲ୍‌ କଲେକ୍ସନ ନାଁରେ ଗୁଣ୍ଡରାଜ। ଜାଗମରା କ୍ରିଷ୍ଣା ଗାର୍ଡେନ ଆନେକ୍ସ ଆପାର୍ଟମେଣ୍ଟରେ ଜଣେ ଉପଭୋକ୍ତାଙ୍କୁ ବିଲ୍‌ ଆଦାୟ କରିବା ନାଁରେ Tpcodl କର୍ମଚାରୀ ମାଡ଼ ମାରିଛନ୍ତି। ଆକ୍ରମଣରେ ତାଙ୍କ ପୁଅ ଲହୁଲୁହାଣ ମଧ୍ୟ ହୋଇଥିବା ଅଭିଯୋଗ ହୋଇଛି।…

ମିଳିଲା ଡାକ୍ତରଙ୍କ ମୃତଦେହ

ବଲାଙ୍ଗୀର : କାଲି ରହିଥିଲେ। ଆଜି ଘର ଭିତରୁ ମିଳିଲା ଆୟୁର୍ବେଦିକ ଡାକ୍ତରଙ୍କ ମୃତଦେହ। ଏପରି ଦୁଃଖଦ ଖବର ବଲାଙ୍ଗିର ଟାଉନ୍‌ରୁ ଆସିଛି। ପୁଲିସ୍‌ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି। ନବରଙ୍ଗପୁରରେ କାର୍ଯ୍ୟରତ ଆୟୁର୍ବେଦିକ ଡାକ୍ତର ରାଜ ଭାରଦ୍ୱାଜ…

ମା’ ଚଣ୍ଡୀଙ୍କ ଦର୍ଶନ କଲେ ଜୟପ୍ରଦା, କହିଲେ- ଖୁବ୍‌ ଖୁସି ଲାଗୁଛି

କଟକ : ଲୋକପ୍ରିୟ ଅଭିନେତ୍ରୀ ତଥା ପଲିଟିସିଆନ୍ ଜୟପ୍ରଦା ଗତକାଲି କଟକସ୍ଥିତ ମା’ ଚଣ୍ଡୀଙ୍କ ଦର୍ଶନ କରିଛନ୍ତି। ବାସନ୍ତୀ ଦୁର୍ଗାପୂଜା ପାଇଁ ଏବେ ନବରାତ୍ର ଚାଲୁଥିବାରୁ ଜୟପ୍ରଦା ମା’ କଟକ ଚଣ୍ଡୀଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି । ଜୟପ୍ରଦାଙ୍କ ସହ…

ଓପିଜିସି ଲାଭ ହଜାରେ କୋଟି ଛୁଇଁବ

ଭୁବନେଶ୍ବର : ୨୦୨୦ ଡିସେମ୍ବରରେ ଏଇଏସ୍‌ କମ୍ପାନି ଓପିଜିସିରୁ ବିଦାୟ ନେଇଥିଲା। ଏହି ସମୟରେ ଓପିଜିସିର ପରିସ୍ଥିତି ସଙ୍କଟାପନ୍ନ ରହିବା ସହ କାର୍ଯ୍ୟକାରୀ ହୋଇଥିବା ଦୁଇଟି ନୂତନ ୟୁନିଟ୍‌ର ପ୍ଲାଣ୍ଟ ଲୋଡ୍‌ ଫାକ୍ଟୋ(ପିଏଲ୍‌ଏଫ୍‌) ୫୧% ରହିଥିଲା। ଏହାବ୍ୟତୀତ କେତେକ ପ୍ରକଳ୍ପର କାର୍ଯ୍ୟ…