Category: ରାଜ୍ୟ ଖବର

ଉତ୍କଳ ଦିବସ ଅବସରରେ ସାରା ରାଜ୍ୟ ଉତ୍ସବ ମୁଖର

ଭୁବନେଶ୍ବର : ଆଜି ଏପ୍ରିଲ ପହିଲା ଉତ୍କଳ ଦିବସ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ବର୍ଷ ପୂର୍ତ୍ତିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରୁଛନ୍ତି ରାଜ୍ୟବାସୀ।ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବରେଣ୍ୟଙ୍କୁ ଆଜି ମନେ ପକାଉଛି…

ମଧୁବାବୁଙ୍କ ଜନ୍ମ ପୀଠର ଉନ୍ନତି ସଂପର୍କରେ ସମୀକ୍ଷା କଲେ 5T ସଚିବ

କଟକ: ଫାଇଭ ଟି ସଚିବଙ୍କ ସାଲେପୁର ଗସ୍ତ । ସକାଳ ୫ଟା ସମୟରେ ମଧୁବାବୁଙ୍କ ଜନ୍ମ ପୀଠ କଟକ ଜିଲ୍ଲା ସାଲେପୁର ବ୍ଲକ୍‌ ପାଗା ସତ୍ୟଭାମାପୁର୍‌ରେ ପହଞ୍ଚି ଥିଲେ । ପୀଠର ଉନ୍ନତି ସଂପର୍କରେ ସମୀକ୍ଷା କରିବା ସହ ବୁଲି ଦେଖିଛନ୍ତି…

ମଥୁରାରେ ରାମ ନବମୀ ଶୋଭାଯାତ୍ରା ବେଳେ ମସ୍‌ଜିଦ୍‌ ନିକଟରେ ଗୈରିକ ପତାକା ଲଗାଇ ୪ ଗିରଫ

ମଥୁରା: ରାମ ନବମୀ ଶୋଭାଯାତ୍ରା ବେଳେ ଜମାଲ୍‌ ମସ୍‌ଜିଦ୍‌ ବାହାରେ ବିଶୃଙ୍ଖଳା ସୃଷ୍ଟି କରିଥିବା କାରଣରୁ ୪ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା କଥା ଶୁକ୍ରବାର ଦିନ ପୁଲିସ କହିଛି। ଗୁରୁବାର ଦିନ ରାମ ନବମୀ ଶୋଭାଯାତ୍ରା ଯିବା ବେଳେ ସେମାନେ ଉକ୍ତ…

ହାଓଡ଼ାରୁ ଥମୁନି ହିଂସା: ଆଜି ପୁଣି ଥରେ ପଥରମାଡ଼, ସାମ୍ବାଦିକ ଆହତ

କୋଲକାତା: ଗତକାଲି ରାମ ନବମୀରେ ପଶ୍ଚିମବଙ୍ଗର ହାଓଡ଼ା, ଗୁଜରାଟ ବଡ଼ୋଦରା ସହରର ଫତେପୁରା ଅଞ୍ଚଳରେ ଓ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରର କିରାଡ଼ପୁରାରେ ହିଂସା ଦେଖିବାକୁ ମିଳିଥିଲା। ଏହି ସବୁ ଅଞ୍ଚଳ‌ରେ ପଥର ଫିଙ୍ଗାରୁ ନେଇ ଅନେକ ଗାଡ଼ିକୁ ପୋଡ଼ାଯାଇଥିବା ଭିଡ଼ିଓ ଦେଖିବାକୁ…

ବେଳାଭୂମି ହେବ ପଟ୍ଟାୟା ଭଳି, ଝୁମିବେ ପର୍ଯ୍ୟଟକ

ଭୁବନେଶ୍ବର : ବେଳାଭୂମିରେ ଜମିବ ଆସର, ହାତରେ ମଦ ଧରାଇବେ ସରକାର। କୁଡିଆରୁ ମଦ ପିଇବେ, ବେଳାଭୂମିରେ ମାତାଲ ହେବେ। ଯଦି ଆପଣ ଓଡିଶାର କୌଣସି ବେଳାଭୂମିରେ ସପରିବାର ସହ ସମୟ କାଟିବାକୁ ବାହାରୁଥାଆନ୍ତି ତେବେ ସତର୍କ ହୋଇଯିବା ଠିକ୍। କାହିଁକି…

ମୁଁ ଓଡିଆ

ହରିହର ତ୍ରିପାଠୀ ମୁଁ ଓଡିଆ, ଓଡ଼ିଶା ମୋର ଜନ୍ମମାଟି । ତେବେ ମତେ ଲାଗୁଛି ମୁଁ ଯେମିତି ମୋର ଠିକଣା ଭୁଲି ଯାଇଛି । ମୋତେ ଖୋଜିବାକୁ ପଡୁଛି, ନିଜକୁ, ନିଜର ଅସ୍ତିତ୍ୱକୁ, ନିଜର ସ୍ୱାଭିମାନକୁ । ଦେଶରେ ଭାଷାଭିତ୍ତିରେ ଗଠିତ…

୩ରେ ଜାପାନ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : ଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୩ ତାରିଖରୁ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ କାର୍ଯ୍ୟକ୍ରମ ରହିଛି। ୩ ତାରିଖରୁ ୯ ତାରିଖ ଯାଏଁ ମୁଖ୍ୟମନ୍ତ୍ରୀ ଜାପାନରେ ରହିବେ। ଏହି ଗସ୍ତ ଭିତରେ ମୁଖ୍ୟମନ୍ତ୍ରୀ ଟୋକିଓ,କ୍ବୋଟୋ, ଓସାକା…

ବଣ୍ଡା ଯୁବତୀ କଲେ ସମଲିଙ୍ଗୀ ବିବାହ; ଆଦରି ନେଲା ସମାଜ

ମାଲକାନଗିରି : ବିଭିନ୍ନ ସମୟରେ ଦେଶର ବଡ଼ ବଡ଼ ସହରରୁ ସମଲିଙ୍ଗୀ ବିବାହ ସଂପର୍କିତ ଖବର ଆସୁଥିବା ବେଳେ ଏବେ ଏମିତି ଏକ ଖବର ଆସିଛି ମାଲକାନଗିରି ଜିଲ୍ଲାରୁ। ସମଲିଙ୍ଗୀ ବିବାହକୁ ନେଇ ତର୍କବିତର୍କ ଜାରି ରହିଥିବା ବେଳେ ଏଠାକାର ଦୁଇ…

କୋଟିଆରେ ଉତ୍କଳ ଦିବସ ପାଳିବେ ଧର୍ମେନ୍ଦ୍ର

ଭୁବନେଶ୍ବର : କୋରାପୁଟ୍‌ ଜିଲ୍ଲାର କୋଟିଆରେ ଉତ୍କଳ ଦିବସ ପାଳିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେଠାରେ ସେ ରହିବେ। ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ମିଶ୍ର କହିଛନ୍ତି,…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଦେବାକୁ ଆସିଥିଲେ ୩ ନର୍ସିଂ ଛାତ୍ରୀ

ଅନୁଗୁଳ : ଘରୋଇ ଶିକ୍ଷାନୁଷ୍ଠାନର ଅନ୍ୟାୟ ଯୋଗୁ ପରୀକ୍ଷା ଦେଇପାରି ନଥିବା ୩ ନର୍ସିଂ ଛାତ୍ରୀ ଜିଲ୍ଲାପାଳଙ୍କ ଅଫିସ୍‌ ପରିସରରେ ଆତ୍ମାହୁତି ଦେବାକୁ ନେଇ ଆସିଥିଲେ ପେଟ୍ରୋଲ ଓ ଦିଆସିଲି। ସେମାନେ ଆଜି ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିବା…