Category: ଦେଶ-ବିଦେଶ

ଇଡି ଜେରା ପରେ ତେଜସ୍ୱୀଙ୍କ ପତ୍ନୀ ବେହୋସ ହୋଇପଡିଲେ

ପାଟନା : ଅଡୁଆରେ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପରିବାର। ଚାକିରି ବଦଳରେ ଜମି ଦୁର୍ନୀତି ମାମଲରେ ଇଡି ଜାଲରେ ଫସିଛନ୍ତି ପୂରା ଯାଦବ ପରିବାର। ଏହି ମାମଲାରେ ଜଣ ଜଣ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରୁଛି। ପୁଅ…

ପୁଲୱାମା ସହିଦଙ୍କ ପତ୍ନୀଙ୍କୁ ନେଇ ରାଜସ୍ଥାନରେ ଜୋର ଧରିଲା ରାଜନୀତି

ଜୟପୁର : ସହିଦଙ୍କୁ ନେଇ ଜୋର ଧରିଲା ରାଜନୀତି। ରାଜସ୍ଥାନରେ ବିଜେପି ନେତା କିରୋଦିଲାଲ ମିନାଙ୍କୁ ପୁଲିସ ଅଟକ ରଖିବାର ଦିନ ପରେ ବିଜେପି କର୍ମୀମାନେ ଜୋରଦାର ହଙ୍ଗାମା କରିଛନ୍ତି। ମିନାଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦାୟୀ କରି ସେ,…

ବାପାଙ୍କ ଦ୍ବାରା ‌ଯୌନ ଶୋଷଣର ଶିକାର ହୋଇଥିଲେ ଦିଲ୍ଲୀ ମହିଳା କମିଶନ ମୁଖ୍ୟ

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା କମିଶନ ମୁଖ୍ୟ ଶ୍ବାତୀ ମାଲିୱାଲ ଗତ ଶନିବାର ତାଙ୍କ ବାପାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଶ୍ବାତୀ କହିଛନ୍ତି, ‘ଯେତେବେ‌ଳେ ମୁଁ ଛୋଟ ଥିଲି, ଅର୍ଥାତ ୪ର୍ଥ ଶ୍ରେଣୀ‌ରେ ପାଠପଢ଼ୁଥିଲି। ମୋର ବାପା ମୋତେ ଯୌନ ନିର୍ଯାତନା…

‘ମୁଖତାର ଅନସାରୀ ଗ୍ୟାଙ୍ଗ୍‌ ଦେଶର ସବୁଠାରୁ ଭୟଙ୍କର ଗ୍ୟାଙ୍ଗ…’ ବୋଲି କହି ଏହାର ସଦସ୍ୟଙ୍କୁ ଜାମିନ ଦେଲେ ନାହିଁ ଆହ୍ଲାବାଦ ହାଇକୋର୍ଟ

ପ୍ରୟାଗରାଜ: ଆହ୍ଲାବାଦ ହାଇକୋର୍ଟ ୨୦୧୦ ମସିହାରେ ଉତ୍ତରପ୍ରଦେଶର ମଉ ଜିଲ୍ଲାରେ ହୋଇଥିବା ଏକ ହତ୍ୟା ମାମଲାରେ ମୁଖତାର ଅନସାରୀ ଗ୍ୟାଙ୍ଗର ଜଣେ ସଦସ୍ୟଙ୍କୁ ଜାମିନ ଦେବାକୁ ମନା କରିଦେଇଛନ୍ତି। ଅଦାଲତ କହିଛନ୍ତି ଯେ ଅନସାରୀଙ୍କ ଗ୍ୟାଙ୍ଗ ଭାରତର ସବୁଠାରୁ ଭୟଙ୍କର ଅପରାଧୀ…

ସତୀଶ କୌଶିକଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢୁଛି : ଫାର୍ମ ହାଉସରୁ ମିଳିଲା ଆପତ୍ତିଜନକ ଔଷଧ

ମୁମ୍ବାଇ : ବଲିଉଡର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌସିକ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସିଛି। କୁହାଯାଉଥିଲା ଯେ, ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଛି କିନ୍ତୁ ଏଥିରେ ଏବେ ହୋଇଛି ନୂଆ ଖୁଲାସା। ପୁଲିସ ସୂଚନା ଅନୁସାରେ,…

ପାକିସ୍ତାନରେ ଦୁଗ୍ଧ ୧୫୦, ଚାଉଳ ୨୧୩, ଚିକେନ ୫୫୦, ଟମାଟର୍‌ କିଲୋ ୧୨୬ ଟଙ୍କା

ଇସ୍‌ଲାମ୍‌ବାଦ୍‌: ପାକିସ୍ତାନରେ ମହଙ୍ଗା ମାଡ଼ ଏବେ ଲୋକଙ୍କ ରହିବା ମୁସ୍‌କିଲ୍‌ କରିସାରିଲାଣି। ଯୋଗାଣ ଶୃଙ୍ଖଳାରେ ସମସ୍ୟା ହେତୁ ଅନେକ ବଡ଼ ବଡ଼ କମ୍ପାନି ସେମାନଙ୍କ ଅଫିସରେ ତାଲା ଝୁଲାଇଥିବା ବେଳେ ମହଙ୍ଗା ମାଡ଼ରେ ଧନୀ ବ୍ୟକ୍ତିଗଣ ବି ଦେଶ ଛାଡ଼ି ପଳାଉଛନ୍ତି।…

ପୁଣି କୂଟନୈତିକ ସଂପର୍କ ସ୍ଥାପନ କରିବେ ଇରାନ-ସାଉଦି ଆରବ

ତେହେରାନ : ବିଶ୍ବର କୂଟନୈତିକ କ୍ଷେତ୍ରରେ ଏକ ମହତ୍ବପୂର୍ଣ୍ଣ ଘଟଣା ଘଟିଛି । ଦୁଇ ପାରମ୍ପରିକ ଶତ୍ରୁ ଦେଶ ଇରାନ ଓ ସାଉଦି ଆରବ କୂଟନୈତିକ ସଂପର୍କ ସ୍ଥାପନ କରିବାକୁ ରାଜି ହୋଇଛନ୍ତି । ଚୀନ ମଧ୍ୟସ୍ଥତାରେ ଉଭୟ ପକ୍ଷ ପରସ୍ପରର…

‘ଟାଟା ‌‌ଷ୍ଟିଲ୍‌’ ତିଆରି କରିବ ‘ବନ୍ଦେ ଭାରତ ଟ୍ରେନ୍‌’; ରେଳ ମନ୍ତ୍ରାଳୟ ସହ ହେଲା ଏମଓୟୁ

ନୂଆଦିଲ୍ଳୀ: ଗତ ୩ ବର୍ଷ ହେବ ଭାରତରେ ଚାଲିବା ଆରମ୍ଭ କରିଥିବା ‘ବନ୍ଦେ ଭାରତ ଟ୍ରେନ୍‌’କୁ ଏ ବର୍ଷ ଦେଶର ଅଗ୍ରଣୀ ଷ୍ଟିଲ୍‌ କମ୍ପାନି ‘ଟାଟା ଷ୍ଟିଲ୍‌’ ନିର୍ମାଣ କରିବ ବୋଲି ସୂଚନା ରହିଛି। କମ୍ପାନି ଆଗାମୀ ବର୍ଷ ସୁଦ୍ଧା ଅତି…

୨୦ ମହଲାରୁ ଖସି ଓୟୋରୁମ୍ସ ପ୍ରତିଷ୍ଠାତା ରିତେଶଙ୍କ ପିତା ରମେଶ ଅଗ୍ରଓ୍ବାଲଙ୍କ ମୃତ୍ୟୁ

ଗୁରୁଗ୍ରାମ୍ : କିଛି ଦିନ ତଳେ ବିବାହ କରିଥିବା ‘ଓୟୋରୁମ୍ସ’ର ପ୍ରତିଷ୍ଠାତା ରିତେଶ ଅଗ୍ରଓ୍ବାଲଙ୍କ ଜୀବନରେ ଦୁଃଖର କଳାବାଦଲ ଘୋଟିଯାଇଛି । ଗୁରୁଗ୍ରାମର ଏକ ଆପାର୍ଟମେଣ୍ଟରୁ ଖସି ତାଙ୍କ ପିତା ରମେଶ ଅଗ୍ରଓ୍ବାଲଙ୍କର ମୃତ୍ୟୁ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚିବା…

‘କୁକୁର ମାଂସ’କୁ ନେଇ ମହାରାଷ୍ଟ୍ର-ଆସାମ ମୁହାଁମୁହିଁ

ଗୁଆହାଟୀ : ମହାରାଷ୍ଟ୍ରର ଜଣେ ବିଧାୟକଙ୍କ ବିବାଦୀୟ ବୟାନ ଆସାମ ବିଧାନସଭାରେ ହଇଚଇ ସୃଷ୍ଟି କରିଛି। ମହାରାଷ୍ଟ୍ରର ପ୍ରହାର ଜନଶକ୍ତି ପାର୍ଟି ବିଧାୟକ ଓମପ୍ରକାଶ ବାବାରାଓ କାଡୁ ଓରଫ ବଚ୍ଚୁ କାଡୁ ତାଙ୍କ ଏକ ବୟାନରେ ଆସାମବାସୀଙ୍କ ‘କୁକୁର ମାଂସ’ ଖାଇବା…