ଲାଲୁ ଯାଦବଙ୍କ ପରିବାର ଉପରେ ଚଢ଼ଉ ଯୋଗୁଁ ନୀତୀଶ କୁମାର ଖୁସି; ତାଙ୍କର ଇଚ୍ଛା ତେଜସ୍ବୀ ଜେଲ୍ ଯାଆନ୍ତୁ: ସୁଶୀଲ୍ ମୋଦୀ
ନୂଆଦିଲ୍ଲୀ: ଲାଲୁ ପ୍ରସାଦ ଯାଦବଙ୍କ ପରିବାରର ସଦସ୍ୟମାନଙ୍କ ଘରେ ହେଉଥିବା ଚଢ଼ଉ ପାଇଁ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆନନ୍ଦିତ ଓ ତାଙ୍କର ଇଚ୍ଛା ତେଜସ୍ବୀ ଯାଦବ ଜେଲ୍ ଯାଆନ୍ତୁ। ଏ କଥା ‘ବିଜେପି’ ନେତା ସୁଶୀଳ ମୋଦୀ କହିଛନ୍ତି। ‘ଜମି…