ଦେଶ ବିରୋଧୀ କାର୍ଯ୍ୟକଳାପକୁ ଦୃଢ଼ ଭାବେ ଦମନ କରାଯିବ: ଶାହ
ନୂଆଦିଲ୍ଲୀ : ଦେଶର ଯେକୌଣସି ପ୍ରାନ୍ତରେ ବିଚ୍ଛିନ୍ନତାବାଦ, ଆତଙ୍କବାଦ ଏବଂ ଦେଶ-ବିରୋଧୀ କାର୍ଯ୍ୟକଳାପକୁ ଦୃଢ଼ ଭାବେ ଦମନ କରାଯିବ। ଗତ ୯ ବର୍ଷ ହେବ ଏନ୍ଡିଏ ସରକାର ଅଭ୍ୟନ୍ତରୀଣ ନିରାପତ୍ତା ଆହ୍ୱାନ ସବୁର ସଫଳ ମୁକାବିଲା କରୁଛି। ଏହା କହିଛନ୍ତି କେନ୍ଦ୍ର…