Author: iodishaadmin

ମସୁରୀ-ଡେରାଡୁନ୍ ମୁଖ୍ୟ ରାସ୍ତାରେ ଖାତକୁ ଖସିଲା ବସ୍: ୨ମୃତ, ୨୬ଆହତ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ମସୁରୀ-ଡେରାଡୁନ୍ ମୁଖ୍ୟ ରାସ୍ତାରେ ଥିବା ଶେରଗଡି ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ରାଜପଥରେ ଏକ ବସ୍ ନିୟନ୍ତ୍ରଣ ହରାଇ ଖାତକୁ ଖସିପଡିଥିବା ସାମ୍ନାକୁ ଆସିଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପ୍ରଶାସନ, ପୁଲିସ,…

‘୫୦୦ଟଙ୍କା ମୂଲ୍ୟରେ ବିକ୍ରି ହେଉଥିବା ଗଧ କ୍ଷୀରରୁ ପ୍ରସ୍ତୁତ ସାବୁନ ମହିଳାଙ୍କ ତ୍ବଚାକୁ ସୁନ୍ଦର ରଖେ’: ମେନକା ଗାନ୍ଧୀ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଏମ୍‌ପି ମେନକା ଗାନ୍ଧୀଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ସେ କହୁଛନ୍ତି, ‘ଗଧର କ୍ଷୀରରୁ ପ୍ରସ୍ତୁତ ସାବୁନ ଜଣେ ମହିଳାଙ୍କ ଶରୀରକୁ ସବୁବେଳେ…

କଂଗ୍ରେସ ପ୍ରଥମେ ନିଜ ଘର ଠିକ କରୁ: ପୂର୍ବତନ ପ୍ରଧାନମନ୍ତ୍ରୀ ଦେବଗୌଡ଼ା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁକାବିଲା କରିବା ପାଇଁ କଂଗ୍ରେସ ବିରୋଧୀ ଦଳଙ୍କ ଏକତାକୁ ନେଇ ଚେଷ୍ଟା କରୁଥିବାବେଳେ ଜନତା ଦଳ ସେକ୍ୟୁଲାର୍ (ଜେଡିଏସ୍) ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା ଝଟକା ଦେଇଛନ୍ତି | ସେ କହିଛନ୍ତି ଯେ…

ଯାତ୍ରୀଙ୍କ ପାଖରୁ ଟଙ୍କା ଭର୍ତ୍ତି ବ୍ୟାଗ ଲୁଟିବା ଅଭିଯୋଗରେ ଗିରଫ ହେଲେ ୪ ପୁଲିସ କର୍ମଚାରୀ

ପାଟନା: ବିହାର ଜାମୁଇର ଝାଝା ରେଳ ଷ୍ଟେସନରେ ରେଳ ଯାତ୍ରୀଙ୍କଠାରୁ ଟଙ୍କା ବ୍ୟାଗ ଛଡ଼ାଇ ନେଇଥିବା ଅଭିଯୋଗରେ ଚାରିଜଣ ରେଳ ପୁଲିସ କର୍ମଚାରୀଙ୍କୁ ଯାଞ୍ଚ ପରେ ଗିରଫ କରାଯାଇଛି। ସୂଚନାନୁସାରେ, ହରିୟାଣା ବାସିନ୍ଦା ଟ୍ରକ ବ୍ୟବସାୟୀ ହାରଦୀପ ଦଲାଲ ଏବଂ ମଧୁ…

ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

କୋଲକାତା : ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ରାସ୍ତା ଉପରେ ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ନାଁ ରାଜୁ ଝା। ତାଙ୍କର ଜଣେ ବନ୍ଧୁଙ୍କ ଦେହରେ ମଧ୍ୟ ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ…

‘ସିଦ୍ଧୁ ସ୍ୱାଧୀନତା ସଂଗ୍ରାମୀ ନୁହନ୍ତି, ହତ୍ୟା ମାମଲାରେ ଜେଲରେ ସଜା କାଟୁଥିଲେ’

ଚଣ୍ଡୀଗଡ଼ : ଶନିବାର ଜେଲରୁ ବାହାରିବା ମାତ୍ରେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ପୂର୍ବ ଭଳି ତାଙ୍କ ବୟାନବାଜି ଆରମ୍ଭ କରି ଦେଇଛନ୍ତି। ସେ ପଞ୍ଜାବର ଆପ୍ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ପଞ୍ଜାବରେ ଆଇନ ଶୃଙ୍ଖଳା ପୂରା ବିଗିଡ଼ି…

ବିହାର ରୋହତସର ସାସାରାମ୍‌ ସହରରେ ସ୍ଥିତି ଅସମ୍ଭାଳ

ପାଟନା : ବିହାର ରୋହତସର ସାସାରାମ୍‌ ସହରରେ ସ୍ଥିତି ଅସମ୍ଭାଳ ହୋଇଛି। ରୋହତସ ଓ ନାଳନ୍ଦ‌ାରେ ହୋଇଥିବା ସାମ୍ପ୍ରଦାୟିକ ହିଂସା‌ ପାଇଁ ଅନେକ ଯାନବାହନ, ଘର ଏବଂ ଦୋକାନରେ ନିଆଁ ଲାଗି ନଷ୍ଟ ହେବା ସହ ଅନେକ ଲୋକ ଆହତ ହୋଇଛନ୍ତି।…

ନୀତୀଶଙ୍କ ପାଇଁ ସବୁଦିନ ଲାଗି ବିଜେପି ଦ୍ୱାର ବନ୍ଦ: ଅମିତ ଶାହ

ନୂଆଦିଲ୍ଲୀ : ଆଜି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ନୀତୀଶଙ୍କ ପାଇଁ ବିଜେପି ଦ୍ୱାର ସବୁଦିନ ବନ୍ଦ ହୋଇଯାଇଛି ବୋଲି ସେ କହିଛନ୍ତି। ଅମିତ ଶାହା ଆଜି ବିହାର…

ବିଜେପିର ‘Congress Files’ ଅଭିଯାନ

ନୂଆଦିଲ୍ଲୀ : କେନ୍ଦ୍ରରେ କ୍ଷମତାସୀନ ବିଜେପି ଆଜି ଠାରୁ ଆରମ୍ଭ କରିଛି ‘କଂଗ୍ରେସ ଫାଇଲ୍‌ସ’ ଅଭିଯାନ। ‘କଂଗ୍ରେସ ଫାଇଲ୍‌ସ’ ହେଉଛି ଏକ ଭିଡିଓ ସିରିଜ୍। ଏଥିରେ କଂଗ୍ରେସର ଦୁର୍ନୀତିଗୁଡ଼ିକୁ ଦଳ ସ୍ଥାନିତ କରିଛି। ଆଉ ଏହି ଭିଡିଓ ସିରିଜ୍‌ର ପ୍ରଥମ ଅଧ୍ୟାୟକୁ…

ଆସନ୍ତାକାଲି ଯାଏଁ ରାଜ୍ୟର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା

ଭୁବନେଶ୍ବର: ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତାକାଲି ଯାଏଁ ରାଜ୍ୟର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହିତ ବର୍ଷା ହେବାର ଆଶଙ୍କା ରହିଛି। ଏନେଇ ସ୍ବତନ୍ତ୍ର ରିଲିଫ କମିସନ (ଏସ୍‌ଆରସି) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏସ୍‌ଆରସି ପକ୍ଷରୁ ଏନେଇ ଜିଲ୍ଲାପାଳମାନଙ୍କୁ…