ଅଶୋଧିତ ତେଲ ଚୋରି ଉଦ୍ୟମ ବେଳେବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସି ୩୭ ମୃତ

ନୂଆଦିଲ୍ଲୀ: ଅଶୋଧିତ ତେଲ ଚୋରି ଉଦ୍ୟମ ବେଳେ ଅଘଟଣ । ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସି ୩୭ ମୃତ । ନାଇଜେରିଆର ରିଭର୍ସ ଷ୍ଟେସ୍ ସ୍ଥିତ ଓକାରି ଜେଟି ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା । ରିପୋର୍ଟ ଅନୁଯାୟୀ, କିଛି ଲୋକ…

ଜମ୍ମୁ କଶ୍ମୀରରେ ପୋଲିସ ଓ CRPFର ମିଳିତ ଅପରେସନ, ଜଣେ ଆତଙ୍କୀ ନିହତ

ଜମ୍ମୁ କଶ୍ମୀର : ଜମ୍ମୁ-କଶ୍ମୀରର ବଡଗାମ ଅଞ୍ଚଳରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି । ଭାରତୀୟ ସେନା, ଜମ୍ମୁ-କଶ୍ମୀର ପୋଲିସ ଏବଂ ଶ୍ରୀନଗର CRPFର ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଦକ୍ଷିଣ କଶ୍ମୀରର ପୁଲୱାମା…

CBI ତଦନ୍ତକୁ ନେଇ ସନ୍ତୁଷ୍ଟ ନାହାନ୍ତି ଆରଜି କର ପୀଡିତାଙ୍କ ମା’, ନ୍ୟାୟ ପ୍ରକ୍ରିୟାକୁ ପ୍ରଶ୍ନବାଚୀ

କୋଲକତା : ସିବିଆଇ ଯାଞ୍ଚରେ ଖୁସିନାହାନ୍ତି କୋଲକତାର ଆରଜି କର ମେଡିକାଲ କଲେଜ ପୀଡ଼ିତାଙ୍କ ମା ତଥା ବିଜେପି ବିଧାୟିକା ରତ୍ନା ଦେବନାଥ । ଆରଜି କର ଡାକ୍ତର ଛାତ୍ରୀଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ CBI ତଦନ୍ତକୁ ନେଇ ଅସନ୍ତୋଷ…

ନେପାଳ ଜଳପ୍ରଳୟର ୯ ଦିନ ପରେ ସୁଡ଼ଙ୍ଗରୁ ଜୀବନ୍ତ ଉଦ୍ଧାର ହେଲେ ୨ ଶ୍ରମିକ

କାଠମାଣ୍ଡୁ : ନେପାଳ ଜଳପ୍ରଳୟର ୯ ଦିନ ପରେ ଜଳବିଦ୍ୟୁତ୍ ସୁଡ଼ଙ୍ଗରୁ ଜୀବନ୍ତ ଉଦ୍ଧାର ହେଲେ ୨ ଶ୍ରମିକ । ତ୍ରିଶୁଳି-୩A ପ୍ରକଳ୍ପରୁ ମେକାନିକାଲ ଫୋରମ୍ୟାନ୍ ଓ ସୁପରଭାଇଜରଙ୍କୁ ସୁରକ୍ଷିତ ବାହାର କଲା ସେନା । ରସୁୱା ଜିଲ୍ଲାରେ ଥିବା ଅପର୍…

ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ବ୍ରେକ ସିଷ୍ଟମ ଫେଲ୍ ଯୋଗୁଁ ଦୁର୍ଘଟଣା

ଜମ୍ମୁ କଶ୍ମୀର : ମୁମ୍ବାଇରୁ ଶ୍ରୀନଗର ପହଞ୍ଚିଥିବା ଇଣ୍ଡିଗୋ ବିମାନ ଲାଣ୍ଡିଂ ସମୟରେ ଦୁର୍ଘଟଣାର ଶିକାର ହୋଇଛି । ବିମାନ ପାର୍କିଂ ପାଇଁ ଯାଉଥିବା ବେଳେ ବ୍ରେକ ସିଷ୍ଟମ ଫେଲ୍ ହୋଇଯାଇଥିଲା । ଫଳରେ ବିମାନଟି ରୋକିହୋଇନଥିଲା । ପାର୍କିଂ ବେଳେ…

ମହାକାଶକୁ ଗଲା ଭାରତର ପ୍ରଥମ ଜିଓ-ଇମେଜିଂ ସାଟେଲାଇଟ୍ EOS-05

ନୂଆଦିଲ୍ଲୀ: ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ । ମହାକାଶ କ୍ଷେତ୍ରରେ ଭାରତକୁ ମିଳିଛି ଆଉ ଏକ ବଡ଼ ସଫଳତା । ଶୁକ୍ରବାର ଭୋର ୨ଟା ୫୫ ମିନିଟ୍ ରେ ଇସ୍ରୋର GSLV-F17 ରକେଟ୍ ମହାକାଶକୁ ସଫଳତାର…

ବେଲୁଚିସ୍ତାନରେ BLAର ଆକ୍ରମଣ, ପାକ୍ ସେନାର ୨୫ ଯବାନ ନିହତ

ନୂଆଦିଲ୍ଲୀ: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଦୁଇଟି ବଡ଼ ଆକ୍ରମଣକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଦୁଇଟି ଆକ୍ରମଣର ଦାୟିତ୍ୱ ନେଇଛି ବେଲୁଚିସ୍ତାନ ଲିବରେସନ୍ ଆର୍ମି, ଅର୍ଥାତ୍ BLA । BLAର ଦାବି ଅନୁସାରେ, ଆକ୍ରମଣରେ ୨୫ ଜଣ ପାକିସ୍ତାନୀ…

ସ୍କୁଲରେ ପ୍ରଧାନଶିକ୍ଷୟିତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ, ନ୍ୟାୟ ନମିଳିଲେ ପାଠପଢା ବନ୍ଦ ଚେତାବନୀ

କେନ୍ଦ୍ରାପଡ଼ା: ସ୍କୁଲ ଭିତରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ସହ ଅସଦାଚରଣ । କେନ୍ଦ୍ରାପଡ଼ା ସଦର ଥାନା କଂସାର-ସାହସପୁର ନୋଡାଲ ହାଇସ୍କୁଲରୁ ଆସିଛି ଏପରି ଅଭିଯୋଗ । ଏନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ସମସ୍ତ ଶିକ୍ଷକ ସଂଘ ସଦର ଥାନାରେ ଅଭିଯୋଗ…

ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା, ସ୍କୁଲ ଯିବା ବେଳେ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା

ଭୁବନେଶ୍ୱର : ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ​ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ଯାଏଁ ସହାୟତା । ମଧ୍ୟାହ୍ନ ଭୋଜନ ଜନିତ ଅସୁସ୍ଥତା କିମ୍ବା…

ଷ୍ଟେସନରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, କର୍ମଚାରୀ ଗିରଫ

ରାଉରକେଲା: ରାଉରକେଲାରେ ପୁଣି ଲଜ୍ଜା । ରାଉରକେଲା ରେଳ ଷ୍ଟେସନ ପରିସରରୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । କନଫର୍ମ ଟିକେଟ୍ ବାହାନାରେ ଯୁବତୀଙ୍କୁ ଭାଲ୍ ଭ ରୁମ୍ ରେ ଦୁଷ୍କର୍ମ । ରେଳ କର୍ମଚାରୀ…