ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ, ସ୍ବାକ୍ଷର ହେଲା ବଡ଼ ଚୁକ୍ତିନାମା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦିଙ୍କ ଇଣ୍ଡୋନେସିଆ ଗସ୍ତର ପ୍ରଥମ ଦିନରେ ଆଜି ଜକାର୍ତ୍ତାରେ ପହଞ୍ଚିଛନ୍ତି । ଇଣ୍ଡୋନେସିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ‘ବିଟିଙ୍ଗ ଆଦିପୂର୍ଣ୍ଣ’ ସମ୍ମାନ ପଦକରେ ସମ୍ମାନିତ କରାଯାଇଛି । ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋଓ ସୁବିଆଣ୍ଟୋ ମୋଦିଙ୍କୁ ସମ୍ମାନିତ…

ବର୍ଥଡେ ପାର୍ଟିରୁ ଫେରିବା ବେଳେ ଦୁର୍ଘଟଣା, ଚାଲିଗଲା ୬ ଜୀବନ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ମୈହାର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ସୋମବାର ବିଳମ୍ବିତ ରାତି ରିୱା ରୋଡ ସ୍ଥିତ ରାଷ୍ଟ୍ରୀୟ ରାଜମାର୍ଗ-୩୦ରେ ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ…

E-20 ପେଟ୍ରୋଲ ବିକ୍ରିକୁ ନେଇ ପ୍ରତିବାଦ, ଯନ୍ତର ମନ୍ତରରେ ସ୍ବର ଉତ୍ତୋଳନ

ନୂଆଦିଲ୍ଲୀ : E-20 ପେଟ୍ରୋଲ ବିକ୍ରିକୁ ନେଇ ବିଭିନ୍ନ ମହଲରେ କଡ଼ା ପ୍ରତିବାଦ । ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ସତ୍ତ୍ବେ ଏହାର ବ୍ୟବହାରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଗାଡ଼ିଚାଳକ। ୨୦ ପ୍ରତିଶତ ଇଥାନଲ ମିଶ୍ରିତ ପେଟ୍ରୋଲ ବ୍ୟବହାର ଦ୍ୱାରା ଗାଡିର…

ଥମୁନି ଯୁଦ୍ଧ: ୟୁକ୍ରେନ୍‌ ଉପରେ ରୁଷ୍‌ର ଆକ୍ରମଣ, ୨୩ମୃତ

କିଭ୍‌ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ଧରୁ ନାହିଁ। ଉଭୟ ଦେଶ ପରସ୍ପର ଉପରେ ଲଗାତାର ଆକ୍ରମଣ କରୁଛନ୍ତି। ଜୁଲାଇ ୭ରେ ହେବାକୁ ଥିବା ନାଟୋ ସମ୍ମିଳନୀର ଗୋଟିଏ ଦିନ ପୂର୍ବରୁ ରୁଷ ତରଫରୁ…

କେରଳରେ ଭୂସ୍ଖଳନ; ୩ ମୃତ, ୧୦ରୁ ଉର୍ଦ୍ଧ୍ୱ ଗୁରୁତର

ୱାୟନାଡ଼: କେରଳମରେ ପୁଣି ରଚିଲା ପ୍ରକୃତିର ତାଣ୍ଡବ। ମଙ୍ଗଳବାର ଦିନ କେରଳର ୱାୟନାଡ ଜିଲ୍ଲାର ମେପାଡି ନିକଟ କଲାଡି ମୀନାକ୍ଷୀ ବ୍ରିଜ୍‌ ନିକଟରେ ବଡ଼ ଧରଣର ଭୂସ୍ଖଳନ ହୋଇଛି। ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ୭ ଜଣ ଗୁରୁତର…

ଅଲାରନାଥଙ୍କୁ ଦର୍ଶନ କଲେ ରାଜ୍ୟପାଳ

ବ୍ରହ୍ମଗିରି : ଅଲାରନାଥଙ୍କୁ ଦର୍ଶନ କଲେ ରାଜ୍ୟପାଳ । ଅଲାରନାଥଙ୍କୁ ଦର୍ଶନ କଲେ ରାଜ୍ୟପାଳ ହରିବାବୁ କମ୍ଭମପାଟି। ବ୍ରହ୍ମଗିରି ଅଲାରନାଥ ମନ୍ଦିରରେ ପହଞ୍ଚିବା ପରେ ଜିଲ୍ଲାପ୍ରଶାସନ ତରଫରୁ ଫୁଲତୋଡ଼ା ଦେଇ ସ୍ୱାଗତ କରାଯାଇଥିଲା । ସିଂହଦ୍ୱାର ସମ୍ମୁଖରେ ସେବାୟତ ନିଯୋଗ ତରଫରୁ…

ରଥଯାତ୍ରା ପାଇଁ NSG କମାଣ୍ଡୋର ମକଡ୍ରିଲ୍, ଆତଙ୍କୀ କାର୍ଯ୍ୟକଳାପକୁ ପ୍ରତିହତ କରିବାକୁ ଅଭ୍ୟାସ

ପୁରୀ : ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ NSG କମାଣ୍ଡୋର ମକଡ୍ରିଲ୍ । ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ NSG କମାଣ୍ଡୋ ଓ NDRF ଟିମ ପକ୍ଷରୁ ମକଡ୍ରିଲ କରାଯାଇଛି । ଶ୍ରୀମନ୍ଦିର ସୁରକ୍ଷା ସହ ସମ୍ଭାବ୍ୟ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ…

ସ୍ଥଗିତ ରହିଲା ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ପ୍ରସ୍ତୁତ ଆନିମେସନ୍ ଫିଲ୍ମ ’ମହାପ୍ରଭୁ ଜଗନ୍ନାଥ’

ପୁରୀ : ମହାପ୍ରଭୁଙ୍କୁ ନେଇ ପ୍ରସ୍ତୁତ ହୋଇଛି କପୋଳକଳ୍ପିତ ଆନିମେସନ କାହାଣୀ । କଠୋର ହେଲା ଶ୍ରୀମନ୍ଦିର ପ୍ରଚାର ପ୍ରସାର ଉପସମିତି। ସ୍ଥଗିତ ରହିଲା ଶ୍ରୀଜଗନ୍ନାଥଙ୍କୁ ନେଇ ଫୁଲ ଫିଚର୍ ଆନିମେସନ୍ ଫିଲ୍ମ ମହାପ୍ରଭୁ ଜଗନ୍ନାଥ । ୧୦ତାରିଖରେ ରିଲିଜ୍ ହେବାକୁ…

କାଣୀ ନଦୀରେ ୩୦ ଫୁଟର ଘାଇ, ଜମିରେ ପଶିଲା ବନ୍ୟା ଜଳ

ଯାଜପୁର ଟାଉନ : ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ପ୍ରବେଶ କରିଛି ପ୍ରଥମ ବନ୍ୟାଜଳ । ଫଳରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବୈତରଣୀ ନଦୀ ଶାଖା କାଣୀ ନଦୀର କଣ୍ଟପଡା ଠାରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି…

ଟିଟିଲାଗଡ଼ରେ ଆଦିବାସୀ ସଂଘର ମହାମେଳି; ସହରରେ ପୁଲିସ ଛାଉଣୀ

ଟିଟିଲାଗଡ଼: କେନ୍ଦ୍ର ଏବଂ ରାଜ୍ୟ ସରକାର ଆଦିବାସୀଙ୍କୁ କ୍ରମାଗତ ଭାବରେ ଅବହେଳା କରୁଥିବା ଅଭିଯୋଗ କରି ଆଜି ବଲାଙ୍ଗୀର ଜିଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଏକ ବିଶାଲ ମେଳି ଓ ରାଲି ପୁଲିସ ପ୍ରଶାସନର ନିଦ ହଜେଇ ଦେଇଥିବା ଦେଖାଯାଇଥିଲା।…