ମଦ ସହ ଭାଏଗ୍ରା ବଟିକା ଖାଇଥିଲେ, ଦିନକ ପରେ ଚାଲିଗଲା ଜୀବନ

ନାଗପୁର : ସାମ୍ନାକୁ ଆସିଛି ଗୋଟିଏ ବିରଳ ଘଟଣ। ମଦ ପିଇବା ବେଳେ ଭଏଗ୍ରା ବଟିକା ଖାଇ ଜଣେ ୪୧ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ମଦ ପିଉଥିବା ବେଳେ ବ୍ୟକ୍ତି ଜଣଙ୍କ ଦୁଇଟି ଭାଏଗ୍ରା ବଟିକା ଖାଇ ଦେଇଥିଲେ। ଏହାର…

କାଲି ଦେଶ ପାଇଁ ପୂରା ଦିନ ପ୍ରାର୍ଥନା କରିବେ କେଜ୍ରିୱାଲ, ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ

ନୂଆଦିଲ୍ଲୀ : ଆସନ୍ତାକାଲି ହୋଲି ମହାତ୍ସୋବ ବେଳେ ଦେଶ ପାଇଁ ପୂଜା ଓ ପ୍ରାର୍ଥନା କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ନିଜେ ଏକଥା ଘୋଷଣା କରିବା ସହ ସିବିଆଇ ଓ ଇଡିର ଗିରଫଦାରୀକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…

ଭଗବାନ ହନୁମାନଙ୍କ ଫଟୋଚିତ୍ର ଆଗରେ ପୋଜ୍‌ ଦେଲେ ମହିଳା ବଡିବିଲଡର୍ସ, କଂଗ୍ରେସ-ବିଜେପି ମାରପିଟ୍‌

ଭୋପାଳ : ଗୋଟିଏ ବଡିବିଲଡିଂ ପ୍ରତିଯୋଗିତା ଏବେ ରାଜନୀତିକ କୁସ୍ତି ମ୍ୟାଚ୍‌ରେ ପରିଣତ ହୋଇଛି। ମଧ୍ୟପ୍ରଦେଶର ରତଲମରେ ଆୟୋଜିତ ବଡିବିଲଡିଂ ପ୍ରତିଯୋଗିତାକୁ ନେଇ କଂଗ୍ରେସ ଓ ବିଜେପି କର୍ମୀମାନେ ପିଟାପିଟି ହୋଇଛନ୍ତି। ଷ୍ଟେଜ ଉପରେ ଭଗବାନ ହନୁମାନଙ୍କ ଫଟୋଚିତ୍ର ରଖି ତାଙ୍କ…

ସାଂସଦଙ୍କ ବଡ଼ ଦାବି: ଦୁଇ ଦିନ ଭିତରେ ଅତିକଙ୍କ ପୁଅଙ୍କୁ ଗୁଳି କରାଯାଇପାରେ

ଲକ୍ଷ୍ନୌ : ଗ୍ୟାଙ୍ଗଷ୍ଟରରୁ ନେତା ବନିଥିବା ଅତିକ ଅହମଦଙ୍କ ଦୁଇ ପୁଅଙ୍କ ମଧ୍ୟରୁ ଜଣଙ୍କୁ ଦିନେ କି ଦୁଇ ଦିନ ଭିତରେ ଗୁଳି କରି ମାରି ଦିଆଯିବ ବୋଲି ଦାବି କରିଛନ୍ତି ସମାଜବାଦୀ ପାର୍ଟିର ସାଂସଦ ରାମ ଗୋପାଲ ଯାଦବ। ସାମ୍ବାଦିକମାନଙ୍କୁ…

ଆଗୁଆ ଜାମିନ ପରେ ବିଜେପି ବିଧାୟକଙ୍କୁ ହିରୋ ଷ୍ଟାଇଲରେ ସ୍ୱାଗତ, ୫ ଦିନ ଫେରାର ଥିଲେ

ବେଙ୍ଗାଲୁରୁ : କର୍ଣ୍ଣାଟକର ବିଜେପି ବିଧାୟକ ମଡଲ ବିରୁପକ୍ଷପ୍ପାଙ୍କୁ ଆଜି ହାଇକୋର୍ଟରୁ ଆଗୁଆ ଜାମିନ ମିଳିଛି। ଜାମିନ ମିଳିବା ପରେ ତାଙ୍କୁ ହିରୋ ଭଳି ବିଶାଳ ଶୋଭାଯାତ୍ରା କରି ସ୍ୱାଗତ କରାଯାଇଛି। ତାଙ୍କ ହୋମ ଟାଉନ ଡାଭାଙ୍ଗେରେରେ ଶତାଧିକ ଲୋକ ଏକାଠି…

ଶ୍ରୀଜଗନ୍ନାଥଙ୍କ ୩୫ ହଜାର ଏକର ଜମିର ହେବ ଡିଜିଟାଇଜେସନ, ଖର୍ଚ୍ଚ ହେବ ୧୧ କୋଟି

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଓଡ଼ିଶାରେ ରହିଥିବା ୩୫ ହଜାର ଏକର ଜମିର ହେବ ଡିଜିଟାଇଜେସନ। ଏଥିପାଇଁ ପ୍ରାୟ ୧୧ କୋଟି ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହି ବେୟକୁ ଆଇନ ବିଭାଗ ମଞ୍ଜୁରୀ ଦେଇଛି। ଏନେଇ ଆଜି…

ମହିଳା ଦିବସ ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ସପ୍ତାହବ୍ୟାପୀ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଭୁବନେଶ୍ବର : ଆସନ୍ତା ମାର୍ଚ୍ଚ ୮ରେ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ସପ୍ତାହବ୍ୟାପୀ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ରାଜ୍ୟରେ ମହିଳା ସଶକ୍ତିକରଣ ଅଭିଯାନରେ ୭୦ଲକ୍ଷରୁ ଅଧିକ ମହିଳା ସାମିଲ ହୋଇଥିବାର…

ପୂର୍ବ ଶତ୍ରୁତାକୁ ନେଇ କାଠ ଫାଳିଆରେ ପିଟି ପିଟି ହତ୍ୟା

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ମହୁଲ ପଦା ଥାନା ର ଫୁଲଝରପଂଚାୟତ ର ହାତୀସଲ ଗ୍ରାମରେ ଜମି ଜମା କୁ ନେଇ ଘଟିଛି ହତ୍ୟାକାଣ୍ଡ । ଏକ କାଠ ଫାଳିଆ ରେ ପିଟି କରଯାଇଛି ହତ୍ୟା । ଅଭିଯୁକ୍ତ ଲକ୍ ନାୟକ…

୨୬ରେ ଭଦ୍ରକ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଭୁବନେଶ୍ବର: ଆସନ୍ତା ୨୬ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭଦ୍ରକ ଆସିବେ ବୋଲି ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ତାଙ୍କର ସୂଚନା ଅନୁଯାୟୀ, ଗୃହମନ୍ତ୍ରୀ ଅମିତ ଶାହ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ସମାବେଶରେ…

ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ: ୪ ମୃତ, ୩ ଗୁରୁତର

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟିଥିବାର ଖବର ମିଳିଛି। ଏହାଫଳରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ୩ ଗୁରୁତର ଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଦୋଳ ଉତ୍ସବ ଲାଗି ବାଣ ପ୍ରସ୍ତୁତି ଚାଲିଥିବା ବେଳେ…