ଇଡି ଜେରା ପରେ ତେଜସ୍ୱୀଙ୍କ ପତ୍ନୀ ବେହୋସ ହୋଇପଡିଲେ

ପାଟନା : ଅଡୁଆରେ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପରିବାର। ଚାକିରି ବଦଳରେ ଜମି ଦୁର୍ନୀତି ମାମଲରେ ଇଡି ଜାଲରେ ଫସିଛନ୍ତି ପୂରା ଯାଦବ ପରିବାର। ଏହି ମାମଲାରେ ଜଣ ଜଣ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରୁଛି। ପୁଅ…

ପୁଲୱାମା ସହିଦଙ୍କ ପତ୍ନୀଙ୍କୁ ନେଇ ରାଜସ୍ଥାନରେ ଜୋର ଧରିଲା ରାଜନୀତି

ଜୟପୁର : ସହିଦଙ୍କୁ ନେଇ ଜୋର ଧରିଲା ରାଜନୀତି। ରାଜସ୍ଥାନରେ ବିଜେପି ନେତା କିରୋଦିଲାଲ ମିନାଙ୍କୁ ପୁଲିସ ଅଟକ ରଖିବାର ଦିନ ପରେ ବିଜେପି କର୍ମୀମାନେ ଜୋରଦାର ହଙ୍ଗାମା କରିଛନ୍ତି। ମିନାଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦାୟୀ କରି ସେ,…

ବାପାଙ୍କ ଦ୍ବାରା ‌ଯୌନ ଶୋଷଣର ଶିକାର ହୋଇଥିଲେ ଦିଲ୍ଲୀ ମହିଳା କମିଶନ ମୁଖ୍ୟ

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା କମିଶନ ମୁଖ୍ୟ ଶ୍ବାତୀ ମାଲିୱାଲ ଗତ ଶନିବାର ତାଙ୍କ ବାପାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଶ୍ବାତୀ କହିଛନ୍ତି, ‘ଯେତେବେ‌ଳେ ମୁଁ ଛୋଟ ଥିଲି, ଅର୍ଥାତ ୪ର୍ଥ ଶ୍ରେଣୀ‌ରେ ପାଠପଢ଼ୁଥିଲି। ମୋର ବାପା ମୋତେ ଯୌନ ନିର୍ଯାତନା…

‘ମୁଖତାର ଅନସାରୀ ଗ୍ୟାଙ୍ଗ୍‌ ଦେଶର ସବୁଠାରୁ ଭୟଙ୍କର ଗ୍ୟାଙ୍ଗ…’ ବୋଲି କହି ଏହାର ସଦସ୍ୟଙ୍କୁ ଜାମିନ ଦେଲେ ନାହିଁ ଆହ୍ଲାବାଦ ହାଇକୋର୍ଟ

ପ୍ରୟାଗରାଜ: ଆହ୍ଲାବାଦ ହାଇକୋର୍ଟ ୨୦୧୦ ମସିହାରେ ଉତ୍ତରପ୍ରଦେଶର ମଉ ଜିଲ୍ଲାରେ ହୋଇଥିବା ଏକ ହତ୍ୟା ମାମଲାରେ ମୁଖତାର ଅନସାରୀ ଗ୍ୟାଙ୍ଗର ଜଣେ ସଦସ୍ୟଙ୍କୁ ଜାମିନ ଦେବାକୁ ମନା କରିଦେଇଛନ୍ତି। ଅଦାଲତ କହିଛନ୍ତି ଯେ ଅନସାରୀଙ୍କ ଗ୍ୟାଙ୍ଗ ଭାରତର ସବୁଠାରୁ ଭୟଙ୍କର ଅପରାଧୀ…

ସତୀଶ କୌଶିକଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢୁଛି : ଫାର୍ମ ହାଉସରୁ ମିଳିଲା ଆପତ୍ତିଜନକ ଔଷଧ

ମୁମ୍ବାଇ : ବଲିଉଡର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌସିକ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସିଛି। କୁହାଯାଉଥିଲା ଯେ, ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଛି କିନ୍ତୁ ଏଥିରେ ଏବେ ହୋଇଛି ନୂଆ ଖୁଲାସା। ପୁଲିସ ସୂଚନା ଅନୁସାରେ,…

ପୁରୀ ଅଗ୍ନିକାଣ୍ଡ ସବୁଠାରୁ ଏକ ବଡ଼ ଅଗ୍ନିକାଣ୍ଡ: ଫାୟାର ଡ଼ିଜି

କଟକ: ପୁରୀ ହୋଟେଲ ସମ୍ରାଟ ଅଗ୍ନିକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖିଲେ ଫାୟାର ଡ଼ିଜି ସନ୍ତୋଷ ଉପାଧ୍ୟାୟ। ପାଖା ପାଖି ୩୬ ଘଣ୍ଟା ପରେ ନିୟନ୍ତ୍ରଣ ହୋଇଛି ଅଗ୍ନିକାଣ୍ଡ। ଏହା ସବୁଠାରୁ ଏକ ବଡ଼ ଅଗ୍ନିକାଣ୍ଡ ଥିଲା। ଅପରେସନ ପାଇଁ ଅଗ୍ନିଶମ ବିଭାଗକୁ…

ଏମ୍‌କେସିଜିରେ ବାୟୋମେଟ୍ରିକ୍ସ ଉପସ୍ଥାନ ବାଧ୍ୟତାମୂଳକ

ବ୍ରହ୍ମପୁର: ଠକ ଡାକ୍ତରଙ୍କ ଉପରେ ଲଗାମ ଲଗାଇବା ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ସରକାରୀ ଡାକ୍ତରଖାନାରେ ବାୟୋମେଟ୍ରିକ୍ସ ଉପସ୍ଥାନକୁ କଡ଼ାକଡ଼ି କରିବାକୁ ନି‌ଷ୍ପତ୍ତି ନେଇଛନ୍ତି। ଏହା ଫଳରେ ଡାକ୍ତର କେଉଁ ସମୟରେ ଡାକ୍ତରଖାନା ଆସୁଛନ୍ତି ଏବଂ କେତେବେଳେ ଯାଉଛନ୍ତି ତା’ର ସଠିକ୍‌…

କୋଲକାତା କିମ୍ବା ହାଇଦ୍ରାବାଦ CFSLକୁ ଯିବ ବାର୍ତ୍ତାବହ ପାରା

ଭୁବନେଶ୍ବର : ଗୁଇନ୍ଦା ପାରାର ହେବ ଗୁପ୍ତ ପରୀକ୍ଷା। ସେଣ୍ଟ୍ରାଲ ଫରେନସିକ ଲ୍ୟାବ ଖୋଲିବ ବାର୍ତ୍ତାବହ ପାରାର ଗୁମର। ପାରା ଡେଣାରେ ଲେଖାଥିବା ଭାଷା ଚାଇନିଜ ବୋଲି ଜଣାପଡ଼ିଥିବା ବେଳେ କ୍ୟାମେରା ଓ ଚିପକୁ ନେଇ ବଢୁଛି ଅଧିକ ସନ୍ଦେହ। SFSLରେ…

ତାପ ସଂରକ୍ଷିତ ଯାନ ଓ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନର ଶୁଭାରମ୍ଭ

ଭୁବନେଶ୍ବର : ରାଜ୍ୟରେ ସମସ୍ତ ଟିକାର ନିରାପଦ ପରିବହନ ପାଇଁ ରାଜ୍ୟ ଔଷଧ ନିଗମ ପକ୍ଷରୁ ୧୦ଟି ତାପ ସଂରକ୍ଷିତ ଯାନ କିଣାଯାଇଛି। ନୂତନ ଭାବେ କିଣା ଯାଇଥିବା ଏହି ଯାନଗୁଡ଼ିକ ରାଜ୍ୟ ଟିକା ସଂରକ୍ଷଣ ଭଣ୍ଡାର ଓ ୯ଟି ଆଞ୍ଚଳିକ…

ପୁରୀରେ ପୁଣି ନିଆଁ,ନୀଳାଦ୍ରି ମାର୍କେଟ କମ୍ପ୍ଲେକ୍ସରେ ଥିବା ଓଡିଶା ହ୍ୟାଣ୍ଡଲୁମରେ ଅଗ୍ନିକାଣ୍ଡ

ପୁରୀ: ଆଜି ପୁଣି ପୁରୀରେ ଅଗ୍ନିକାଣ୍ଡ ଘଟିଛି। ଦୀର୍ଘ ୩୭ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରି ଅଗ୍ନିଶମ ବିଭାଗ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସର ନିଆଁକୁ ଆୟତ୍ତ କରିଥିଲା। ୨୪ଘଣ୍ଟା ନବିତୁଣୁ ପୁଣି ବଡଦାଣ୍ଡରେ ଥିବା ଆଉ ଏକ ହୋଟେଲରେ ଲାଗିଲା ନିଆଁ।…