ମୁମ୍ବାଇର ଯୋଗେଶ୍ବରୀରେ ଅଟୋ ଉପରେ ଲୁହା ପାଇପ୍ ପଡ଼ିବାରୁ ମାଆ ଓ ଝିଅ ମୃତ
ମୁମ୍ବାଇ: ଶନିବାର ଦିନ ପୂର୍ବ ଯୋଗେଶ୍ବରୀ ଅଞ୍ଚଳରେ ଗୋଟାଏ ଅଟୋରିକ୍ସା ଉପରେ ଏକ ଲୁହା ପାଇପ୍ ପଡ଼ିଯିବାରୁ ସେଥିରେ ଯାଉଥିବା ଜଣେ ମହିଳା ଓ ତାଙ୍କ ୯ ବର୍ଷୀୟ ଝିଅର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି। ପୁଲିସ କହିବା ଅନୁସାରେ,…
ଭାରତକୁ ଭଲପାଏ, ଭାରତ ବିଚିତ୍ର ଦେଶ: ହୋଲିରେ ଅସଦାଚରଣ ସରବ୍ୟ ହୋଇଥିବା ଜାପାନୀ ଝିଅ
ନୂଆଦିଲ୍ଲୀ: ରଙ୍ଗ ମହୋତ୍ସବ ସମୟରେ ତାଙ୍କର ଯାହା ହୋଇଥାଉ ପଛେ ସେ ଭାରତକୁ ଭଲ ପାଆନ୍ତି ଏବଂ ସେଦିନର ଭିଡିଓ ଯୋଗୁଁ ଅପମାନ ବୋଧ କରୁଥିବା ବ୍ୟକ୍ତିଙ୍କୁ ସେ କ୍ଷମା ମାଗୁଛନ୍ତି ବୋଲି ଶନିବାର ଦିନ ଟୁଇଟ୍ କରି ହୋଲି ଦିନ…
ରାହୁଳଙ୍କୁ ଦେଶରୁ ବାହାର କରିଦିଆଯିବା ଦରକାର – ପ୍ରଜ୍ଞା ଠାକୁର
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀଙ୍କୁ ତୀବ୍ର ସମାଲୋଚନା କରି ଶନିବାର ଦିନ ‘ବିଜେପି’ ସାଂସଦ ପ୍ରଜ୍ଞା ଠାକୁର କହିଛନ୍ତି ଯେ, ସେ ଚାଣକ୍ୟଙ୍କ ବାକ୍ୟକୁ ସତ୍ୟ ପ୍ରମାଣିତ କରିଛନ୍ତି। ଜଣେ ବିଦେଶିନୀଙ୍କଠାରୁ ଜାତ ପୁତ୍ର କଦାପି ଦେଶପ୍ରେମୀ ହୋଇପାରେ ନାହିଁ…
ଧର୍ମପୀଠ ଉପରେ ଆକ୍ରମଣକୁ ବରଦାସ୍ତ କରିବ ନାହିଁ ଅଷ୍ଟ୍ରେଲିଆ: ଆନ୍ଥୋନି ଆଲ୍ବନିଜ୍
ନୂଆଦିଲ୍ଲୀ: ଧର୍ମପୀଠ ଉପରେ ହେଉଥିବା ଆକ୍ରମଣକୁ ଅଷ୍ଟ୍ରେଲିଆ ବରଦାସ୍ତ କରିବ ନାହିଁ ଏବଂ ଏଥିପାଇଁ ଯିଏ ଦାୟୀ ସେମାନଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରତିଶ୍ରୁତି ଦେଇଥିବା କଥା ଶନିବାର ଦିନ ଅଷ୍ଟ୍ରେଲିଆର…
ପାଟନା ସରକାରୀ ବାସଭବନରୁ ୫ ଲକ୍ଷ ଟଙ୍କାର ସାମଗ୍ରୀ ଚୋରାଇ ନେଇଛନ୍ତି ଲୋକ-କଳାକାର: ତେଜ ପ୍ରତାପ
ପାଟନା: ହୋଲି ଉତ୍ସବ ବେଳେ ବୃନ୍ଦାବନରୁ ଆସିଥିବା ଲୋକ-କଳାକାରମାନେ ପାଟନାର ୩ ଷ୍ଟ୍ରାଣ୍ଡ୍ ରୋଡ୍ସ୍ଥିତ ସରକାରୀ ବାସଭବନରୁ ୫ ଲକ୍ଷ ଟଙ୍କାର ଦାମୀ ସାମଗ୍ରୀ ଚୋରାଇ ନେଇଥିବା ଉଲ୍ଲେଖ କରି ବିହାର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ତେଜ ପ୍ରତାପ ଯାଦବ…
ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ରେ ବାଧା ଦେବାକୁ ଧମକ ମାମଲା, ୨ ଗିରଫ
ଅହମ୍ମଦାବାଦ : ବନ୍ଧା ହେଲେ ଦୁଇ ସନ୍ଦିଗ୍ଧ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ରେ ବାଧା ସୃଷ୍ଟି କରିବାକୁ ଧମକ ଦେଇଥିବା ଦୁଇ ଜଣ ଦୁର୍ବୃତ୍ତଙ୍କୁ ଧରିଛି ପୁଲିସ। ଗିରଫ ଦୁଇ ଜଣ ବ୍ୟକ୍ତି ଖଲିସ୍ତାନୀ ସଙ୍ଗଠନର ସମର୍ଥିତ…
ମଝି ଆକାଶରେ ପୁଣି ଯାତ୍ରୀଙ୍କ ହଙ୍ଗାମା: ସିଗାରେଟ୍ ପିଇଲେ, କ୍ରୁ ମେମ୍ବରଙ୍କୁ ପିଟିଲେ
ନୂଆଦିଲ୍ଲୀ : ଥମୁନି ବିମାନ ଭିତରେ ଯାତ୍ରୀଙ୍କ ହଙ୍ଗାମା ଘଟଣା। ପୁଣି ମଝି ଆକାଶରେ ଯାତ୍ରୀ ଓ କ୍ରୁ ମେମ୍ବରଙ୍କୁ ଦୁର୍ବ୍ୟବହାର କଲେ ଯାତ୍ରୀ। ଟଏଲେଟ୍ ଭିତରେ ପିଇଲେ ସିଗାରେଟ୍। ମନା କରିବା ପରେ ଦେଖାଇଲେ ବନ୍ଧୁକ ଓ କ୍ରୁ ସଦସ୍ୟଙ୍କୁ…
ବନ୍ଧୁକ ପ୍ରଥାକୁ ନେଇ ଆକ୍ସନ ମୁଡ୍ରେ ସରକାର, ୮୧୩ଟି ଲାଇସେନ୍ସ ରଦ୍ଦ
ଚଣ୍ଡୀଗଡ଼ : ବନ୍ଧୁକ ପ୍ରଥାକୁ ନେଇ ଆକ୍ସନ ମୁଡ୍କୁ ଆସିଛନ୍ତି ପଞ୍ଜାବର ମଗୱନ୍ତ ମାନ୍ ସରକାର। ରାଜ୍ୟରେ ଦିଆଯାଇଥିବା ୮୧୩ଟି ବନ୍ଧୁକ ଲାଇସେନ୍ସକୁ ରଦ୍ଦ କରାଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ପଞ୍ଜାବ ସରକାର ୨୦୦୦ରୁ ଅଧିକ ଆର୍ମସ୍ ଲାଇସେନ୍ସ ରଦ୍ଦ…
କଂଗ୍ରେସ ମୋ କବର ଖୋଳିବାରେ ବ୍ୟସ୍ତ, ମୁଁ ଏକ୍ସପ୍ରେସୱେ ଲୋକାର୍ପଣରେ ବ୍ୟସ୍ତ: ମୋଦି
ନୂଆଦିଲ୍ଲୀ : କଂଗ୍ରେସ ମୋ କବର ଖୋଳିବାରେ ବ୍ୟସ୍ତ ଥିବାବେଳେ ମୁଁ ଏକ୍ସପ୍ରେସୱେ ଲୋକାର୍ପଣରେ ବ୍ୟସ୍ତ ରହିଛି। ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କର୍ଣ୍ଣାଟକ ଗସ୍ତ କରି ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସୱେକୁ ଲୋକାର୍ପିତ କରିବା ଅବସରେ…
କାଲିଠାରୁ ସଂସଦର ବଜେଟ୍ ଅଧିବେଶନ
ନୂଆଦିଲ୍ଲୀ : ଆସନ୍ତା କାଲିଠାରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବ। ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ସମୁଦାୟ ୧୭ଟି କାର୍ଯ୍ୟ ଦିବସ ରହିବ। ଏହା ଆସନ୍ତା ମାସ ଅର୍ଥାତ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏକ ମାସର ବ୍ୟବଧାନ ପରେ…