ଆର୍ସିବିର ପ୍ରଥମ ବିଜୟ
ମୁମ୍ବାଇ: ଚଳିତ ମହିଳା ପ୍ରିମିୟର ଲିଗ୍ରେ ଲଗାତାର ୫ ମ୍ୟାଚ୍ ହାରିଯିବା ପରେ ବୁଧବାର ସନ୍ଧ୍ୟାରେ ପ୍ରଥମ ବିଜୟର ସ୍ବାଦ ଚାଖିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)। ଡିୱାଇ ପାଟିଲ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ କନିକା ଆହୁଜା ଓ ରିଚା…
ଅବମାନନା ମାମଲାରେ ବିବେକ ଅଗ୍ନିହୋତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ସମାଜସେବୀ ଗୌତମ ନବଲଖାଙ୍କ ଟ୍ରାନଜିଟ୍ ରିମାଣ୍ଡକୁ ରଦ୍ଦ କରିଥିବା ଜଷ୍ଟିସ୍ ଏସ୍ ମୁରଲୀଧରଙ୍କୁ ନେଇ ୨୦୧୮ରେ ପୋଷ୍ଟ କରିଥିବା ଏକ ଟୁଇଟ୍ ମାମଲାରେ ଦିଲ୍ଲୀ ହାଇକୋର୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ଆସନ୍ତା ଏପ୍ରିଲ ୧୦ ତାରିଖରେ ବ୍ୟକ୍ତିଗତ ଭାବେ…
ସେନାର ଚିତା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଲେ ୨ ପାଇଲଟ
ନୂଆଦିଲ୍ଲୀ: ସେନାର ଚିତା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୨ଜଣ ପାଇଲଟ। ଆଜି ସକାଳେ ଅରୁଣାଚଳ ପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସେନାର ଚିତା ହେଲିକପ୍ଟର। ସକାଳ ପ୍ରାୟ ୯ଟା ୧୫ ସମୟରେ ଏହି ହେଲିକପ୍ଟରଟି ଅରୁଣାଚଳ ପ୍ରଦେଶର ବୋମ୍ଡିଲା ନିକଟରୁ ଏକ…
ସଂସଦରେ କହିବା ମୋ ଅଧିକାର, ଆଶା କରୁଛି ଆସନ୍ତାକାଲି ମୋତେ କହିବାକୁ ଦିଆଯିବ : ରାହୁଲ ଗାନ୍ଧି
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଲଣ୍ଡନରେ ତାଙ୍କ ବୟାନକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ଗୁରୁବାର ଦିନ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ ସେ ସଂସଦରେ ନିଜର ବୟାନ ରଖିବାକୁ ଚାହୁଁଛନ୍ତି, କିନ୍ତୁ ସରକାର ଏଥିପାଇଁ…
କେସିଆରଙ୍କ ଝିଅଙ୍କୁ ଆଉ ଏକ ନୋଟିସ୍ ଜାରିକଲା ଇଡି
ନୂଆଦିଲ୍ଲୀ/ ହାଇଦ୍ରାବାଦ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ଅବକାରୀ ନୀତି ମନି ଲଣ୍ଡରିଂ ମାମଲାରେ ବିଆର୍ଏସ୍ ନେତ୍ରୀ କେ କବିତାଙ୍କୁ ମାର୍ଚ୍ଚ ୨୦ ତାରିଖ ପାଇଁ ପୁଣି ଥରେ ଆଉ ଏକ ନୂଆ ସମନ ଜାରି କରିଛି। କାରଣ ସେ ସୁପ୍ରିମ୍…
ବେଙ୍ଗାଲୁରୁରେ ସିରିଏଲ କିଲର ଆତଙ୍କ ! ଡ୍ରମରୁ ମିଳିଲାଣି ୩ ମହିଳାଙ୍କ ମୃତଦେହ
ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ରେଳ ଷ୍ଟେସନରୁ ପ୍ଲାଷ୍ଟିକ୍ ଡ୍ରମ୍ରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ଘଟଣା ପରେ ସହରରେ ଏକ ସିରିଏଲ କିଲର ମାତିଥିବା ଆତଙ୍କ ସୃଷ୍ଟି ହୋଇଛି । କାରଣ ପୂର୍ବରୁ ମଧ୍ୟ ୨ଟି ଘଟଣାରେ…
ମରିବାକୁ ଚାହୁଁଛନ୍ତି ୧୦ ଦୋକାନୀ, ରାଷ୍ଟ୍ରପତି ମୁର୍ମୁଙ୍କୁ ଚିଠି ଲେଖି ମାଗିଲେ ଅନୁମତି
ନାଗପୁର : ଆଉ ବଞ୍ଚିବାକୁ ଚାହୁଁନାହାନ୍ତି ୧୦ ଜଣ ଦୋକାନୀ। ସେମାନେ ଜୀବନ ହାରିବାକୁ ଚାହୁଁଛନ୍ତି। ଏଥିପାଇଁ ନାଗପୁରର ଗଣେଶପେଠର ୧୦ ଜଣ ଦୋକାନୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି। ସେମାନେ ସମସ୍ତେ ଚିଠିରେ ମରିବାକୁ ଅନୁମତି ଦିଆଯାଉ ବୋଲି…
୨ ହଜାର ଟଙ୍କିଆ ମାଳ ଓ ବର ବେଶରେ ଆସି ଆଦାନି ବିରୋଧୀ ଆନ୍ଦୋଳନରେ ସାମିଲ ହେଲେ
ନୂଆଦିଲ୍ଲୀ : ଆଦାନି-ହିଣ୍ଡେନବର୍ଗ ବିବାଦକୁ ନେଇ କଂଗ୍ରେସର ବିକ୍ଷୋଭ ଶୋଭଯାତ୍ରା ଜାରି ରହିଛି। ଆଜି କଂଗ୍ରେସ ଏହି ବିବାଦର ତଦନ୍ତ ପାଇଁ ଦାବି କରି ପୁଣିଥରେ ଦିଲ୍ଲୀରେ ଶୋଭାଯାତ୍ରା କରିଛି। ଏହି ସମୟରେ ଜଣେ ବ୍ୟକ୍ତି ବର ବେଶରେ ଆସିବା ସହ…
ବିଏସ୍ ୟେଦ୍ୟୁରପ୍ପାଙ୍କୁ ଘେରିଗଲେ ବିଜେପି କର୍ମୀ, ବାଧ୍ୟ ହୋଇ ରାଲି ବାତିଲ କଲେ
ବେଙ୍ଗାଲୁରୁ : ବିଜେପିର ବରିଷ୍ଠ ନେତା ତଥା କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା ଆଜି ଗୋଟିଏ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ସେ ବିଜେପି ପାଇଁ ପ୍ରଚାର କରିବାକୁ ଯାଉଥିବା ବେଳେ ତାଙ୍କୁ ନିଜ ଦଳର କର୍ମୀ ଓ ନେତାମାନେ…
ଶିବଲିଙ୍ଗରେ ମେହବୁବା ମୁଫତିଙ୍କ ଜଳାଭିଷେକକୁ ନେଇ ବିବାଦ
ଶ୍ରୀନଗର : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ପୁଞ୍ଚରେ ଥିବା ନବଗ୍ରହ ମନ୍ଦିରକୁ ଯିବା ସହ ଶିବଲିଙ୍ଗରେ ଜଳାଭିଷେକ କରିଛନ୍ତି। ତେବେ ତାଙ୍କର ଏପରି ମନ୍ଦିର ଗସ୍ତକୁ ବିରୋଧ କରିଛନ୍ତି ବିଜେପି ଓ ମୁସଲିମ ଧର୍ମଗୁରୁ। ବୁଧବାର ସେ ମନ୍ଦିର…