ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ାରେ ଯାହାକୁ ପ୍ରାର୍ଥୀ କରିବେ ତାଙ୍କୁ ନବ ଦାସଙ୍କ ପରିବାର ସମର୍ଥନ କରିବ : ଦୀପାଳି

ଝାରସୁଗୁଡ଼ା : ଆସନ୍ତା ମେ’ ୧୦ରେ ଅନୁଷ୍ଠିତ ହେବ ଝାରସୁଗୁଡ଼ା ଉପ ନିର୍ବାଚନ। ସେହିପରି ୧୩ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ନବ ଦାସଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡ଼ିଥିଲା। ଆଜି ନିର୍ବାଚନ କମିଶନ…

ରାଜ୍ୟରେ ୯୭ଟି ଶୀତଳ ଭଣ୍ଡାର ଅଚଳ ଓ ୩୬ଟି ସଚଳ: କୃଷି ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ୯୭ଟି ଶୀତଳ ଭଣ୍ଡାର ଅଚଳ ହୋଇ ପଡ଼ିଥିବା ନେଇ ବିଧାନସଭାରେ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ସେ କହିଛନ୍ତି, ରାଜ୍ୟରେ ୯୭ଟି ଶୀତଳ ଭଣ୍ଡାର ଅଚଳ ହୋଇ ପଡ଼ିଥିବା ବେଳେ ୩୬ଟି ସଚଳ ରହିଛି।…

ରାଜ୍ୟରେ ୧୮ରୁ ୨୦ ଲକ୍ଷ ମେଟ୍ରିକ ଟନ ଚାଉଳ ବଳି ପଡ଼ିବ: ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଖରିଫ ଓ ରବି ଋତୁ ରେ ୫୪ ଲକ୍ଷ ମେଟ୍ରିକ ଟନ ଚାଉଳ ଉତ୍ପାଦନ ହୋଇଥାଏ। ସେଥିରୁ ୨୪ ଲକ୍ଷ ମେଟ୍ରିକ ଟନ ଚାଉଳ ରାଜ୍ୟରେ ପଡିଏସ୍ ଜରିଆରେ ବ୍ୟବହୃତ ହୋଇଥାଏ। ଆଉ ୩୦ ଲକ୍ଷ ମେଟ୍ରିକ ଟନ…

ପୁଣି ଉଠିଲା ନବ ଦାସ ପ୍ରସଙ୍ଗ: ବିରୋଧୀ ଦଳ ନେତାଙ୍କ ସହ ସ୍ୱର ମିଳାଇଲେ କଂଗ୍ରେସ ବିଧାୟକ ଦଳ ନେତା

ଭୁବନେଶ୍ବର: ଆଜି ଶୂନ୍ୟକାଳରେ ପୁଣି ନବ ଦାସ ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। ଏଣେ ତାଙ୍କ କଥାକୁ ସମର୍ଥନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ବିରୋଧୀ ଦଳ ନେତା କହିଛନ୍ତି, ନବ…

ଜାଲ ସାର୍ଟିଫିକେଟ ପ୍ରସଙ୍ଗ: ସର୍ବଦଳୀୟ ବୈଠକ ଡାକିବାକୁ କଂଗ୍ରେସ ବିଧାୟକ ଦଳ ନେତାଙ୍କ ଦାବି

ଭୁବନେଶ୍ବର: ଆଜି ଶୂନ୍ୟକାଳରେ ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଥିଲେ, ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ ରାକେଟ ସକ୍ରିୟ ରହିଛି। ଏହି ମାମଲାରେ ୧୯ ଜଣ ଗିରଫ ହେଲେଣି। ଏହା ଅନ୍ୟ…

କୋଇଡ଼ା ବିଡିଓଙ୍କୁ ମାଡ଼: ବାପା ଗିରଫ, ଭାଇ ଫେରାର

ରାଉରକେଲା/କୋଇଡା: କୋଇଡ଼ା ବିଡିଓ ପଲ୍ଲବୀ ରାଣୀ ରାଜ ନିଜ ବାପା ଓ ଭାଇଙ୍କ ନାଆଁରେ ଥାନାରେ ଏତଲା ଦେବା ପରେ ବାପା ରମେଶ ଚନ୍ଦ୍ର ରାଜଙ୍କୁ ପୁଲିସ ଗିରଫ କରିଛି। ଏହି ଘଟଣା କୋଇଡ଼ା ବିଡିଓ ପଲ୍ଲବୀ ରାଣୀ ରାଜଙ୍କୁ ପୁଣି…

୫ ମାସରେ ସର୍ବାଧିକ: ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୨,୧୦୦ ଉପରେ; ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୦୩

ନୂଆଦିଲ୍ଲୀ: ୫ ମାସ ପରେ ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୨,୧୦୦ ଉପରେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୦୦ରୁ ଅଧିକ ହୋଇଯାଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ…

ଏପ୍ରିଲ ମାସରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ

ନୂଆଦିଲ୍ଲୀ: ଚଳିତ ବର୍ଷ ଅର୍ଥାତ ୨୦୨୩ରେ ୨ଟି ସୂର୍ଯ୍ୟପରାଗ ଓ ୨ଟି ଚନ୍ଦ୍ରଗ୍ରହଣ ପଡ଼ିବ। ଏପ୍ରିଲ ମାସରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଲାଗିବ। ଏପ୍ରିଲ ୨୦ ତାରିଖ‌ ସକାଳ ୭ଟା ବାଜି ୪ମିନିଟରୁ ମଧାହ୍ନ ୧୨ଟା ବାଜି ୨୯ ମିନିଟ ପର୍ଯ୍ୟନ୍ତ…

ଭାରତୀୟ ପିଲାମାନେ ବୟସ୍କଙ୍କ ତୁଳନାରେ ଖେଳକୁଦକୁ ଖୁବ୍‌ କମ୍‌ ସମୟ ଦେଉଛନ୍ତି

ନୂଆଦିଲ୍ଲୀ : ଭାରତୀୟ ପିଲାମାନେ ବୟସ୍କଙ୍କ ତୁଳନାରେ ଖେଳକୁଦକୁ ଖୁବ୍‌ କମ୍‌ ସମୟ ଦେଉଛନ୍ତି। ପୂର୍ବ ଭାରତର ପିଲାମାନେ ଖେଳକୁଦ ଓ ଶାରୀରିକ ଦକ୍ଷତା ବଢାଇବାରେ ସପ୍ତାହକୁ ୧୨୫ ମିନିଟ୍‌ ବିତାଉଥିଲା ବେଳେ ପଶ୍ଚିମ ଭାଗର ପିଲାମାନେ ମାତ୍ର ୬୮ ମିନିଟ୍‌…

ସାବରକର ମନ୍ତବ୍ୟ ନେଇ ସଞ୍ଜୟଙ୍କୁ ଭେଟିଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ସହ ଆଦାନୀ ମାମଲାରେ ଜେପିସି ତଦନ୍ତ ଦାବି ନେଇ ଉଭୟ ଗୃହରେ ବିରୋଧୀଙ୍କ ଆନ୍ଦୋଳନ ଥମିବାର ନାମ ନେଉନାହିଁ। ଅନ୍ୟପଟେ ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ରାହୁଲ ଆଜି…