ଆପଣ ଦୁର୍ନୀତିଗ୍ରସ୍ତଙ୍କର ନେତୃତ୍ବ ନେଉଛନ୍ତି: ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରି କହିଲେ ମଲ୍ଲିକାର୍ଜୁନ ଖଡ୍‌ଗେ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଏଜେନ୍‌ସିଗୁଡ଼ିକୁ ବିରୋଧୀ ନେତାଙ୍କ ବିପକ୍ଷରେ ଲଗାଇ ଆପଣ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିମାନଙ୍କ ମେଣ୍ଟର ନେତୃତ୍ବ ନେଉଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି। କେତେ ଗୁଡ଼ିଏ ଟୁଇଟ୍‌ କରି…

ହୋଟେଲରେ ଭୟାବହ ଅଗ୍ନିକାଣ୍ଡ: ଜଳି ପାଉଁଶ ହୋଇଗଲା ଦୁଇ ମହଲା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଇନ୍ଦୋରର ରାଉରେ ଅବସ୍ଥିତ ୫ ମହଲା ବିଶିଷ୍ଟ ହୋଟେଲ ପପାୟା ଟ୍ରିରେ ବୁଧବାର ସକାଳେ ଭୟାବହ ଅଗ୍ନିକ‌ାଣ୍ଡ ଘଟିଥିଲା। ଏହି ନିଆଁ ବିକରାଳ ରୂପ ଧରି ହୋଟେଲର ସମସ୍ତ ମହଲାକୁ ବ୍ୟାପି ଯାଇଥିଲା। ଫଳରେ ହୋଟେଲର ସମସ୍ତ ରୁମରେ…

ୱାୟନାଡ଼ ଉପନିର୍ବାଚନ ଘୋ‌ଷଣା କରିବାକୁ କମିସନ୍‌ ତତ୍ପର ନୁହେଁ: ମୁଖ୍ୟ ନିର୍ବାଚନ କମିସନର୍‌

ନୂଆଦିଲ୍ଲୀ : ନୂଆଦିଲ୍ଲୀ: ୱାୟନାଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଘୋଷଣା କରିବା ଲାଗି ନିର୍ବାଚନ କମିସନ୍‌ରେ ତତ୍ପରତା ନ ଥିବା ଆଜି ଭାରତର ମୁଖ୍ୟ ନିର୍ବାଚନ କମିସନର୍‌ ରାଜୀବ କୁମାର କହିଛନ୍ତି। ସେ କହିଛନ୍ତି, ୧୦୧୯ ମାନହାନୀ ମାମଲାରେ ଦୋଷୀ…

ଜାତୀୟ ସଙ୍ଗୀତ ମାମଲା: ମମତା ବାନାର୍ଜୀଙ୍କୁ ଆଶ୍ବସ୍ତି ଦେବାକୁ ଅଗ୍ରାହ୍ୟ କଲେ ମୁମ୍ବାଇ ହାଇକୋର୍ଟ

ମୁମ୍ବାଇ: ୨୦୨୨ ଜାତୀୟ ସଙ୍ଗୀତ ମାମଲାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କ‌ୌଣସି ପ୍ରକାରର ଆଶ୍ବସ୍ତି ଦେବାକୁ ଆଜି ମୁମ୍ବାଇ ହୋଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ୨୦୨୨ରେ ଜାତୀୟ ସଙ୍ଗୀତ ପ୍ରତି ଅସମ୍ମାନ ପ୍ରଦର୍ଶନ କରିଥିଲେ ବୋଲି ଅଭିଯୋଗ କରି ତାଙ୍କ ବିରୋଧରେ…

ଦୁର୍ନୀତି ବିରୋଧରେ ପ୍ରହାର ପରେ ସବୁ ଦୁର୍ନୀତିଖୋର ଗୋଟିଏ ମଞ୍ଚରେ: ମୋଦି

ନୂଆଦିଲ୍ଲୀ : ଦିଲ୍ଲୀ ବିଜେପିର କାର୍ଯ୍ୟାଳୟ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ପରୋକ୍ଷରେ କଂଗ୍ରେସକୁ ସମାଲୋଚନା କରିଛନ୍ତି। ଆଉ କିଭଳି ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲେ ସବୁ ଦୁର୍ନୀତିଖୋର ଗୋଟିଏ ମଞ୍ଚରେ ଏକାଠି ହେଉଛନ୍ତି ତା’ରା ଉଦାହରଣ ଦେଇ କଂଗ୍ରେସକୁ ସମର୍ଥନ କରି…

ନାମିବିଆରୁ ଭାରତକୁ ଆସିଥିବା ଗୋଟିଏ ଚିତା ମା’ ହେଲା, ଜନ୍ମ ଦେଲା ୪ ଶାବକ

ନୂଆଦିଲ୍ଲୀ : ନାମିବିଆରୁ ଭାରତକୁ ଆସିଥିବା ୮ ଚିତା ମଧ୍ୟରୁ ଗୋଟିଏରେ ମୃତ୍ୟୁ ଘଟିଥିଲା। ଆଉ ୭ଟି ଚିତାରୁ ଗୋଟିଏ ଚିତା ୪ଟି ଶାବକକୁ ଜନ୍ମ ଦେଇଛି। କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦର ଯାଦବ ଆଜି ଏହି ସୂଚନା ଦେଇଛନ୍ତି। ସେ…

ରାହୁଲ ଗାନ୍ଧୀଙ୍କୁ ସମର୍ଥନ କଲେ ରାକେଶ ଟିକାୟତ

ନୂଆଦିଲ୍ଲୀ : ଭାରତୀୟ କିଷାନ ୟୁନିଅନର ନେତା ରାକେଶ ଟିକାୟତ ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରିଛନ୍ତି। ମାନହାନୀ ମାମଲାରେ ନ୍ୟାୟଳୟ ଦ୍ୱାରା ଦଣ୍ଡିତ ହେବା ପରେ ରାହୁଲ ଗାନ୍ଧୀ ସାଂସଦ ପଦ ହରାଇଛନ୍ତି। ଏବେ ଏହାକୁ ଅନ୍ୟାୟ କହି ରାହୁଲଙ୍କୁ ସମର୍ଥନ…

ମେ’ ୧୦ରେ କର୍ଣ୍ଣାଟକ ବିଧାନସଭା ଭୋଟ୍‌

ନୂଆଦିଲ୍ଲୀ : ବାଜିଲା କର୍ଣ୍ଣାଟକ ବିଧାନସଭା ନିର୍ବାଚନୀ ବିଗୁଲ। ଆସନ୍ତା ମେ’ ୧୦ ତାରିଖରେ ପଡିବ ଭୋଟ। ମେ’ ୧୩ ତାରିଖରେ ଫଳାଫଳ ଘୋଷଣା ହେବ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏନେଇ ଆଜି ତାରିଖ ଘୋଷଣା କରିଛନ୍ତି। କର୍ଣ୍ଣାଟକର…

ସାଂସଦ ପଦ ଫେରିପାଇଲେ ମହମ୍ମଦ ଫୈଜଲ

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀ ମାନହାନୀ ମାମଲାରେ ପଦ ହରାଇ ଦୁଇ ବର୍ଷ ଜେଲ ଦଣ୍ଡାଦେଶରେ ଦଣ୍ଡିତ ହେବା ପରେ ଜନପ୍ରତିନିଧି ନିୟମ ୨୦୧୩ ଆଇନ ଅନୁଯାୟୀ ସାଂସଦ ପଦ ହରାଇଛନ୍ତି। ଏହାକୁ ନେଇ ସାରା ଦେଶରେ ଜୋର ଧରିଛି ରଜନୀତି।…

ହାଇ ଆଲର୍ଟ, ସ୍ୱର୍ଣ୍ଣ ମନ୍ଦିରରେ ସରେଣ୍ଡର କରିପାରେ ଅମ୍ରିତପାଲ

ନୂଆଦିଲ୍ଲୀ : ଦୀର୍ଘ ୧୨ ଦିନ ହେବ ଫେରାର ଅଛି ଖଲିସ୍ତାନୀ ସମର୍ଥକ ଓ ୱାରିସ ପଞ୍ଜାବ ଦେ ସଙ୍ଗଠନର ମୁଖ୍ୟ ପଳାତକ ଅମ୍ରିତପାଲ ସିଂହ। ତାଙ୍କୁ ଧରିବା ପାଇଁ ପୁଲିସ ତଲାସି ଜାରି ରଖିଛି। ଏଥିପାଇଁ ପୂରା ପଞ୍ଜାବରେ ହାଇଆଲର୍ଟ…