ଦେବୀ ମିଶ୍ରଙ୍କ ଦୃଢ଼ୋକ୍ତି, ବିଜେଡିର ହେବ ବଡ଼ ବିଜୟ: କଂଗ୍ରେସର ସ୍ଥିତି ଭଲ ଅଛି, କହିଲେ ସାଲୁଜା
ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନର ଫଳାଫଳକୁ ନେଇ ବିଜେଡି ଓ କଂଗ୍ରେସ ନେତା ମତ ରଖିଛନ୍ତି। ଏନେଇ ଦଳର ଉପସଭାପତି ଦେବୀ ମିଶ୍ର କହିଛନ୍ତି, ଝାରସୁଗୁଡ଼ା ଉପ ନିର୍ବାଚନରେ ବିଜେଡିର ହେବ ବଡ଼ ବିଜୟ ହେବ। ଲୋକେ ମନସ୍ଥ କରି ସାରିଛନ୍ତି ବିଜେଡି…
କଟକ ରେଳ ଷ୍ଟେସନରେ ଭଦ୍ରକ-ନୟାଗଡ଼ ଟାଉନ୍ ମେମୁ ଟ୍ରେନ୍ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
କଟକ: କଟକ ରେଳ ଷ୍ଟେସନରୁ ଗୁରୁବାର ଅପରାହ୍ଣରେ ବହୁପ୍ରତିକ୍ଷୀତ ଭଦ୍ରକ-ନୟାଗଡ଼ ଟାଉନ୍ ମେମୁ ଟ୍ରେନ୍ ଶୁଭାରମ୍ଭ ହୋଇଛି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁଜ ପତାକା ଦେଖାଇ ଏହି ଟ୍ରେନ୍ ଶୁଭାରମ୍ଭ କରିଛନ୍ତି।…
ଦେବୀ ନଦୀରେ ପୁଣି ଅଘଟଣ: ୨ ଉଦ୍ଧାର, ଜଣେ ନିଖୋଜ
କାକଟପୁର: ପୁରୀ ଜିଲ୍ଲା କାକଟପୁର ନିକଟ ଦେଇ ପ୍ରବାହିତ ‘ଦେବୀ ନଦୀ’ରେ ପୁଣି ଥରେ ଅଘଟଣ ଘଟିଛି। ଗାଧୋଇବା ବେଳେ ଗୁରୁବାର ତିନିଜଣ ସାଙ୍ଗ ଜଳର ସ୍ରୋତରେ ଭାସିଯାଇଛନ୍ତି। ଅଗ୍ନିଶମ ବାହିନୀ ୨ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ…
ଶାଗମାଛ ଦରରେ ସରକାର ଖଣି ଲିଜ ପ୍ରଦାନ କରୁଛନ୍ତି: ପ୍ରଫୁଲ ସାମନ୍ତରା
ରାୟଗଡା: ଓଡ଼ିଶା ସରକାର ରାଜସ୍ବ ବୃଦ୍ଧି ନାମରେ ରାଜ୍ୟର ଖଣିଜ ସଂପଦକୁ ଶେଷ କରିଦେବାକୁ କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ ଆଇନକୁ ଅମାନ୍ୟ କରି ଚାଲିଛନ୍ତି। ଏହାଦ୍ବାରା ରାଜ୍ୟ ସମ୍ବଳହୀନ ହୋଇଯିବ। ଏଥିସହ ରାଜ୍ୟରେ ଥିବା ନଦୀ ଓ ଝରଣା…
ରାଜଧାନୀରେ ଅପହରଣ: ଦେଢ଼ କୋଟି ଟଙ୍କା ଦାବି କରିଥିଲେ, ୫ ଅଭିଯୁକ୍ତ ଗିରଫ
ଭୁବନେଶ୍ବର: ଦେଢ଼ କୋଟି ଟଙ୍କା ଦାବିରେ ରାଜଧାନୀର ଲକ୍ଷ୍ମୀସାଗର ଅଞ୍ଚଳରୁ ତିନି ଜଣଙ୍କୁ ଅପହରଣ ଘଟଣାରେ କମିସନରେଟ୍ ପୁଲିସର ସ୍ପେଶାଲ ସ୍କ୍ବାର୍ଡ ୫ ଜଣ ଅପହରଣକାରୀଙ୍କୁ ଗିରଫ କରିଛି। ଲକ୍ଷ୍ମୀସାଗର ଥାନା ଅଞ୍ଚଳର ମନୋଜ ମହାପାତ୍ର, ଜଣେ ବରିଷ୍ଠ ନାଗରିକ, ଅବସରପ୍ରାପ୍ତ…
ପେସାରେ ଇଞ୍ଜିନିୟର, ନିଶା ସମାଜସେବା : ଚଳାଉଛନ୍ତି ମାଗଣା ସ୍କୁଲ୍, ଆଜି ୩୦୦ ପିଲା ପଢୁଛନ୍ତି ପାଠ
ନୂଆଦିଲ୍ଳୀ: ବଡ଼ରୁ ବଡ଼ ସମସ୍ୟାକୁ ସମାଧାର କରିବାର ଏକ ମାତ୍ର ସହଜ ଉପାୟ ହେଉଛି ଶିକ୍ଷା। ଶିକ୍ଷାର ମହତ୍ତ୍ୱ ସମସ୍ତଙ୍କୁ ଜଣା। ମାତ୍ର ବହୁତ କମ୍ ଲୋକ ଅଛନ୍ତି, ଯେଉଁମାନେ କି ଶିକ୍ଷାକୁ ଆଗକୁ ନେବା ପାଇଁ ନିଜେ ଆଗେଇ ଆସନ୍ତି।…
ଇଣ୍ଟର୍ନେଟ୍ରେ ଭାଇରାଲ୍ ହେଉଛି ‘ନୋ ବ୍ୟାଗ୍ ଡେ’ ପାଳନର ଭିଡିଓ, ଘରକରଣା ସାମଗ୍ରୀରେ ବହି ଧରି କଲେଜ୍ ଗଲେ ଛାତ୍ରୀ
ଚେନ୍ନାଇ: ତାମିଲନାଡୁର ଚେନ୍ନାଇସ୍ଥିତ ଏକ ମହିଳା ଖ୍ରୀଷ୍ଟିଆନ କଲେଜରେ ଛାତ୍ରୀମାନେ ‘ନୋ ବ୍ୟାଗ୍ ଡେ’ ନାମକ ଏକ ମଜାଦାର କାର୍ଯ୍ୟକ୍ରମର ଆୟୋଜନ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେମାନେ ବ୍ୟାଗ୍ ବଦଳରେ ନିଜର ପୁସ୍ତକ ଏବଂ ଅନ୍ୟାନ୍ୟ ପାଠପଢ଼ା ସାମଗ୍ରୀ ନେଇ…
ନିଜ ଦଶମ ଶ୍ରେଣୀର ମାର୍କସିଟ୍ ସେୟାର୍ କଲେ କୋହଲି
ମୁମ୍ବାଇ: ଭାରତୀୟ କ୍ରିକେଟର୍ ବିରାଟ କୋହଲି ଏବେ ଇଣ୍ଡିଆନ୍ ପ୍ରିମିୟମ୍ ଲିଗ୍ (ଆଇପିଏଲ୍ ୨୦୨୩) ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)ରେ ଖେଳିବାକୁ ଥିବା ବିରାଟ କୋହଲି ପ୍ରସ୍ତୁତି ଏକ୍ଦମ୍ ଜୋର୍ଦାର ଆରମ୍ଭ କରିଛନ୍ତି। ତେବେ ଆର୍ସିବିର…
ହିନ୍ଦୀରେ ‘ଦହି’ ଲେଖିବାକୁ ‘ଏଫ୍ଏସ୍ଏସ୍ଏଆଇ’ ନିର୍ଦ୍ଦେଶକୁ ବିରୋଧ କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ
ଚେନ୍ନାଇ: ପ୍ୟାକେଟ୍ ଉପରେ ଇଂରାଜୀରେ ‘କର୍ଡ’ ନ ଲେଖି ହିନ୍ଦୀରେ ‘ଦହି’ ଲେଖିବାକୁ ଭାରତର ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷ ଦେଇଥିବା ନିର୍ଦେଶକୁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏବଂ ଦୁଗ୍ଧ ଉତ୍ପାଦନକାରୀ ତୀବ୍ର ସମାଲୋଚନା କରି କହିଛନ୍ତି କି, ଅଣହିନ୍ଦୀ ରାଜ୍ୟରେ ହିନ୍ଦୀ ପ୍ରଚଳନ…
କମିଲା ଭାରତୀୟ ପାସପୋର୍ଟର ଶକ୍ତି
ନୂଆଦିଲ୍ଲୀ: ଗତ ଏକ ବର୍ଷ ମଧ୍ୟରେ ଭାରତୀୟ ପାସପୋର୍ଟର ଶକ୍ତି ହ୍ରାସ ପାଇଛି। ଏଣିକି ଭାରତୀୟ ପାସପୋର୍ଟର ମୋବିଲିଟି ସ୍କୋର କରୋନା ମହାମାରୀ ସମୟ ତୁଳନାରେ କମ୍ ହୋଇଛି। ଏହା ସହ ଶକ୍ତିଶାଳୀ ପାସପୋର୍ଟ ତାଲିକାରେ ଭାରତର ମାନ୍ୟତା ୬ଟି ସ୍ଥାନ…