ରାମନବମୀରେ ସଙ୍ଗଠିତ ହିଂସାକୁ ନେଇ ବିଜେପିକୁ ଟାର୍ଗେଟ କଲେ ମମତା
କୋଲକାତା : ରାମନବମୀରେ ହାୱଡାରେ ହୋଇଥିବା ହିଂସାକୁ ନେଇ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ କରିଛନ୍ତି। ହାୱଡାରେ ହୋଇଥିବା ହିଂସାକୁ ନେଇ ସେ ବିଜେପି ଉପରେ ଆଙ୍ଗୁଠି ଉଠାଇଛନ୍ତି। ଶୁକ୍ରବାର ମମତା ଦାବି କରିଛନ୍ତି ଯେ ରାମ…
ପାଠ ପଢ଼ି ବେକାର ଥିଲେ ମିଳିବ ଭତ୍ତା, ଏପ୍ରିଲ ୧ରୁ ମାସକୁ ୨୫୦୦ ଟଙ୍କା
ରାୟପୁର : ପାଠ ପଢ଼ି ବେକାରୀ ଥିଲେ ମିଳିବ ଭତ୍ତା। ଉଚ୍ଚ ଶିକ୍ଷା ଲାଭ କରି ହାତରେ ଚାକିରି ନଥିଲେ ମଳିବ ଭତ୍ତା। ସର୍ବନିମ୍ନ ଯୁକ୍ତ ୨ ପାସ୍ କରିଥିଲେ ମିଳିବ ଭତ୍ତା। ମାସକୁ ୨୫୦୦ ଟଙ୍କା ମିଳିବ ଭତ୍ତା। କଥା…
ନିଜ ଦେଶର ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଜାଣିବା କ’ଣ ଭୁଲ : କେଜ୍ରିୱାଲ
ନୂଆଦିଲ୍ଲୀ : ଗୁଜରାଟ ହାଇକୋର୍ଟଙ୍କ ରାୟକୁ ଆଜି ନିନ୍ଦା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରୀ ପ୍ରମାଣପତ୍ର ବିଷୟରେ ଆବେଦନ କରିବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ତାଙ୍କ ଉପରେ ୨୫,୦୦୦ ଟଙ୍କା ଜରିମାନା…
ମୋଦିଙ୍କ ଡିଗ୍ରୀ ପ୍ରମାଣପତ୍ର ମାମଲା ଖାରଜ୍, କେଜ୍ରିୱାଲଙ୍କୁ ୨୫,୦୦୦ ଟଙ୍କା ଜରିମାନା
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରୀ ପ୍ରମାଣପତ୍ରକୁ ନେଇ ପୁଣିଥରେ ଏକ ଚର୍ଚ୍ଚିତ ଖବର ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରୀ ପ୍ରମାଣପତ୍ର ବିଷୟରେ ତଥ୍ୟ ଦେବାକୁ ଗୁଜରାଟ ବିଶ୍ୱବିଦ୍ୟାଳୟକୁ ହୋଇଥିବା ଏକ ନିର୍ଦ୍ଦେଶନାମା ଆଜି ଗୁଜରାଟ ହାଇକୋର୍ଟରେ…
ମୁଁ ଓଡିଆ
ହରିହର ତ୍ରିପାଠୀ ମୁଁ ଓଡିଆ, ଓଡ଼ିଶା ମୋର ଜନ୍ମମାଟି । ତେବେ ମତେ ଲାଗୁଛି ମୁଁ ଯେମିତି ମୋର ଠିକଣା ଭୁଲି ଯାଇଛି । ମୋତେ ଖୋଜିବାକୁ ପଡୁଛି, ନିଜକୁ, ନିଜର ଅସ୍ତିତ୍ୱକୁ, ନିଜର ସ୍ୱାଭିମାନକୁ । ଦେଶରେ ଭାଷାଭିତ୍ତିରେ ଗଠିତ…
୩ରେ ଜାପାନ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର : ଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୩ ତାରିଖରୁ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ କାର୍ଯ୍ୟକ୍ରମ ରହିଛି। ୩ ତାରିଖରୁ ୯ ତାରିଖ ଯାଏଁ ମୁଖ୍ୟମନ୍ତ୍ରୀ ଜାପାନରେ ରହିବେ। ଏହି ଗସ୍ତ ଭିତରେ ମୁଖ୍ୟମନ୍ତ୍ରୀ ଟୋକିଓ,କ୍ବୋଟୋ, ଓସାକା…
ବଣ୍ଡା ଯୁବତୀ କଲେ ସମଲିଙ୍ଗୀ ବିବାହ; ଆଦରି ନେଲା ସମାଜ
ମାଲକାନଗିରି : ବିଭିନ୍ନ ସମୟରେ ଦେଶର ବଡ଼ ବଡ଼ ସହରରୁ ସମଲିଙ୍ଗୀ ବିବାହ ସଂପର୍କିତ ଖବର ଆସୁଥିବା ବେଳେ ଏବେ ଏମିତି ଏକ ଖବର ଆସିଛି ମାଲକାନଗିରି ଜିଲ୍ଲାରୁ। ସମଲିଙ୍ଗୀ ବିବାହକୁ ନେଇ ତର୍କବିତର୍କ ଜାରି ରହିଥିବା ବେଳେ ଏଠାକାର ଦୁଇ…
କୋଟିଆରେ ଉତ୍କଳ ଦିବସ ପାଳିବେ ଧର୍ମେନ୍ଦ୍ର
ଭୁବନେଶ୍ବର : କୋରାପୁଟ୍ ଜିଲ୍ଲାର କୋଟିଆରେ ଉତ୍କଳ ଦିବସ ପାଳିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେଠାରେ ସେ ରହିବେ। ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ମିଶ୍ର କହିଛନ୍ତି,…
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଦେବାକୁ ଆସିଥିଲେ ୩ ନର୍ସିଂ ଛାତ୍ରୀ
ଅନୁଗୁଳ : ଘରୋଇ ଶିକ୍ଷାନୁଷ୍ଠାନର ଅନ୍ୟାୟ ଯୋଗୁ ପରୀକ୍ଷା ଦେଇପାରି ନଥିବା ୩ ନର୍ସିଂ ଛାତ୍ରୀ ଜିଲ୍ଲାପାଳଙ୍କ ଅଫିସ୍ ପରିସରରେ ଆତ୍ମାହୁତି ଦେବାକୁ ନେଇ ଆସିଥିଲେ ପେଟ୍ରୋଲ ଓ ଦିଆସିଲି। ସେମାନେ ଆଜି ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିବା…
5T ସଚିବ ଓ IT ସଚିବଙ୍କ ସହ ସୁବ୍ରତଙ୍କ ସଂପର୍କ କ’ଣ: ଜୟନାରାୟଣ
ଭୁବନେଶ୍ବର : ବଲାଙ୍ଗିର ଜାଲ୍ ସାର୍ଟିଫିକେଟ୍ ଓ ବଣିକ କୋଚିଂ ପ୍ରସଙ୍ଗକୁ ନେଇ ଆଜି ଉଠିଥିଲା ପଡ଼ିଥିଲା ବିଧାନସଭା। ବିରୋଧୀ ବିଜେପି ଓ କଂଗ୍ରେସ ଶାସକ ବିଜେଡିକୁ ଶାଣିତ ଆକ୍ରମଣ କରିଥିଲେ। ‘ବଣିକ୍’ କୋଚିଂ ସେଣ୍ଟର ସୁବ୍ରତ ଛାଟୋଇଙ୍କ ସହିତ 5T…