ସିସୋଦିଆଙ୍କ ପାଖରେ ଥିଲା ୧୮ଟି ବିଭାଗ , ଏବେ ସମ୍ଭାଳିବେ ୨ ମନ୍ତ୍ରୀ
ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଆପ୍ ନେତା ମନୀଷ ସିସୋଦିଆଙ୍କୁ ସିବିଆଇ ରବିବାର ଗିରଫ କରଥିଲା। ଆଜି ସିସୋଦିଆ ଦିଲ୍ଲୀ ସରକାରର ସମସ୍ତ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଙ୍କୁ ତାଙ୍କ ଇସ୍ତଫାପତ୍ର…
ଇଣ୍ଟରନେଟ ଶଟଡାଉନ କରିବାରେ ଭାରତ ବିଶ୍ୱରେ ୧ନଂ
ନୂଆଦିଲ୍ଲୀ : ଡିଜିଟାଲ ଇଣ୍ଡିଆ ଓ ଜିଡିଟାଲ କାରବାର କଥା କହୁଥିବା ଭାରତରେ ଇଣ୍ଟରନେଟକୁ କେମିତି ବନ୍ଦ କରାଯାଉଛି, ତା’ର ରିପୋର୍ଟ ସାମ୍ନାକୁ ଆସିଛି। ୨୦୨୨ ବର୍ଷରେ ସମଗ୍ର ବିଶ୍ୱରେ ଭାରତ ଏମିତି ଏକ ଦେଶ ଯେଉଁଠି ସର୍ବାଧିକ ଥର ଇଣ୍ଟରନେଟ…
ଭାରତ-ଅଷ୍ଟ୍ରେଲିଆ ୩ୟ ଟେଷ୍ଟ୍, ୧ମ ଦିନ: ଭାରତ ୧୦୯ରେ ଅଲ୍ଆଉଟ୍
ଇନ୍ଦୋର୍: ଆଜି ଇନ୍ଦୋରସ୍ଥିତ ହୋଲ୍କର୍ କ୍ରିକେଟ୍ ଷ୍ଟାଡିୟମ୍ରେ ଚାଲିଥିବା ‘ବର୍ଡର୍ ଗାଭାସ୍କର୍ ଟ୍ରଫି ୨୦୨୩’ର ତୃତୀୟ ଟେଷ୍ଟ୍ ମ୍ୟାଚ୍ରେ ଭାରତୀୟ ଟିମ୍କୁ ୧୦୯ ରନ୍ରେ ଅଲ୍ଆଉଟ୍ କରିବା ପରେ ଅଷ୍ଟ୍ରେଲିଆ ବ୍ୟାଟିଙ୍ଗ୍ ଜାରି ରଖିଛି। ସଦ୍ୟତମ ସୂଚନା ଅନୁସାରେ, ଏଯାବତ୍ ୧୮…
ଭାରତ ଉପରେ ପାକିସ୍ତାନ ଉଡ଼ାଉଛି ଚୀନ ନିର୍ମିତ ଗୁପ୍ତଚର ଡ୍ରୋନ
ନୂଆଦିଲ୍ଲୀ : ପାକିସ୍ତାନପଟୁ ଡ୍ରୋନଗୁଡ଼ିକ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଭାରତ ଭିତରକୁ ଆସୁଛି । ପୁଣି ଭାରତ ଉପରେ ନିଜର ରଖିବାକୁ ପାକିସ୍ତାନ ଚୀନ ନିର୍ମିତ ଡ୍ରୋନ ବ୍ୟବହାର କରୁଛି । ଆହୁରି ଚିନ୍ତାଜନକ ବିଷୟ ହେଉଛି ପଞ୍ଜାବରେ ପୁଣି ଖଲିସ୍ତାନ ଆନ୍ଦୋଳନ…
ବିଜେପିରେ ମିଶିବେ ବେଙ୍ଗାଲୁରର ପୂର୍ବତନ ପୁଲିସ କମିଶନର
ବେଙ୍ଗାଲୁରୁ : ବିଜେପିରେ ମିଶିବେ ପୂର୍ବତନ ଆଇପିଏସ ବାବୁ। ବେଙ୍ଗାଲୁରୁର ପୂର୍ବତନ ପୁଲିସ କମିଶନର ବିଜେପିରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ମଙ୍ଗଳବାର ବେଙ୍ଗାଲୁରୁର ପୂର୍ବତନ ପୁଲିସ କମିଶନର ଭାସ୍କର ରାଓ ରାଜ୍ୟ ରାଜସ୍ୱ ମନ୍ତ୍ରୀ ଆର ଅଶୋକାଙ୍କୁ ଭେଟିବା ପରେ…
ଆକ୍ସନ ମୁଡ୍ରେ ତାଲିବାନ, IS ଖୁରାସାନ ମିଲିଟାରୀ ମୁଖ୍ୟକୁ କଲା ହତ୍ୟା
ନୂଆଦିଲ୍ଲୀ : ଇସ୍ଲାମିକ ଷ୍ଟେଟ୍ ଖୁରାସାନ ଉପରେ ବଡ଼ ଆକ୍ସନ ନେଇଛି ଆଫଗାନିସ୍ତାନର ତାଲିବାନ ସରକାର। ISKPର ମିନିଷ୍ଟର ଅଫ୍ ୱାର ତଥା ମିଲିଟାରୀ ଚିଫ୍ କାରୀ ଫତେହକୁ ହତ୍ୟା କରିଛି ତାଲିବାନ୍। କାରୀ ଫତେହକୁ ୟୁଏନ୍ଏସ୍ସି ମନିଟରିଂ ଟିମ୍ ମେ’…
ଓୱେସୀ ହେଉଛନ୍ତି ସବୁଠାରୁ ବଡ଼ ଗୋ ହତ୍ୟାକାରୀ: ଟି.ରାଜା ସିଂହ
ହାଇଦ୍ରାବାଦ : ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ତେଲେଙ୍ଗାନା ବିଧାୟକ ଟି ରାଜା ସିଂ ପୁଣି ଥରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ଏହି ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କୁ ଆଗରୁ ବିଜେପିରୁ ନିଲମ୍ବିତ କରାଯାଇଛି। ଏବେ ସେ…
ଖଲିସ୍ତାନୀ ନେତା ଅମୃତ ପାଲ ସିଂହଙ୍କୁ ପାଣ୍ଠି ଦେଉଛି ଆଇଏସଆଇ !
ଚଣ୍ଡୀଗଡ଼ : ପଞ୍ଚାବରେ ଆତଙ୍କ ସୃଷ୍ଟି କରିଥିବା ଖଲିସ୍ତାନୀ ନେତା ଅମୃତ ପାଲ ସିଂହଙ୍କୁ ନେଇ ପୁଲିସ ଏବଂ ରାଜ୍ୟ ସରକାର ଚିନ୍ତିତ ଅଛନ୍ତି। ଅମୃତ ପାଲ ଆଏସଆଇ ଏଜେଣ୍ଟଠାରୁ ଅର୍ଥ ପାଉଥିବା ଗୋଇନ୍ଦା ବିଭାଗ ସନ୍ଦେହ କରୁଛି। ଖଲିସ୍ଥାନୀ ଆନ୍ଦୋଳନକୁ…
ଜାନୁଆରି- ଫେବ୍ରୁଆରି; ୨୬୪ ଜିଲ୍ଲାରେ ବୁନ୍ଦାଏ ବି ବର୍ଷା ନାହିଁ
ନୂଆଦିଲ୍ଲୀ: ଦେଶର ୮୫ ପ୍ରତିଶତ ଅଞ୍ଚଳରେ ବର୍ଷର ପ୍ରଥମ ଦୁଇ ମାସରେ ସ୍ବାଭାବିକଠାରୁ ଖୁବ୍ କମ୍ ବର୍ଷା ହୋଇଛି। ସବୁଠି ବର୍ଷା ଅଭାବ ଦେଖିବାକୁ ମିଳିଛି। ଉତ୍ତର ଭାରତରେ ପଂଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ଜମ୍ମୁ କାଶ୍ମୀର, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ ଏବଂ…
କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟରେ ବକ୍ତୃତା ଦେବା ଲାଗି ନୂଆ ରୂପେନେଇ ଇଂଲଣ୍ଡରେ ପହଞ୍ଚିଲେ ରାହୁଳ
ନୂଆଦିଲ୍ଲୀ: କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟରେ ବକ୍ତୃତା ଦେବା ଲାଗି ଆଜି କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଇଂଲଣ୍ଡ୍ରେ ପହଞ୍ଚିଛନ୍ତି। ଏଥିପାଇଁ ରାହୁଲ୍ ତାଙ୍କର ବେଶଭୂଷା ପରିବର୍ତ୍ତନ କରିଛନ୍ତି। ‘ଭାରତ ଯୋଡ଼ୋ ଯାତ୍ରା’ ବେଳେ ରାହୁଲ୍ ବଢ଼ାଇ ଥିବା ଦାଢ଼ିକୁ ଅଳ୍ପ ରଖି କାଟି…