
ସ୍ଥାନୀୟ ଲୋକେ ଆହତଙ୍କୁ ପୁରୀ ସଦରମୁଖ୍ୟ ଚିକିତ୍ସାଳୟରେ କରିଛନ୍ତି l ତେବେ ଏପରି ଛାତିଥରା ଦୁର୍ଘଟଣା କାହିଁକି ଏବଂ କିପରି ଘଟିଲା ତାହା ଅସ୍ପଷ୍ଟ ରହିଛି l ଦୁଇ କାର ମଧ୍ୟରେ ଧକ୍କା ଫଳରେ ଚୁରମାର ହୋଇଛି କାର l ତେବେ ଉଭୟ ଗାଡି ରେ ଯାତ୍ରା କରୁଥିବା ଯାତ୍ରୀ ଏବଂ ଡ୍ରାଇଭର ଗୁରୁତର ହୋଇଥିବାରୁ ତାଙ୍କୁ ସଦରମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି l ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଆହତଙ୍କ ପରିଚୟ ମିଳିପାରିନି l