
ଗିରଫ ଲୁଟେରାମାନେ ହେଲେ ଝାଡ଼ଖଣ୍ଡ ରାଜ୍ୟର ବରଷୋଳ ଥାନା ଅନ୍ତର୍ଗତ ରାଜେଶ ଶ୍ୟାମଲ, ବହୋରାଗୋଡା ଥାନା ଅନ୍ତର୍ଗତ ଶାସନ ଗ୍ରାମର ସୋମଦତ୍ତ ନାଏକ ଏବଂ ବାରିପଦା ଟାଉନ ଥାନା ଅନ୍ତର୍ଗତ ମଧୁବନ ନିବାସୀ ମହାରାଷ୍ଟ୍ର ଅଞ୍ଚଳର ଆଦିକରା ଓ ବସନ୍ତ ସାରକ ।
ସେହିଭଳି ଅନ୍ୟ ଏକ ଘଟଣାରେ ବାଇକ୍ରେ ବେଆଇନ ଚାଲାଣ ହେଉଥିବା ୨୦ ଲିଟର ମୋନୋକୋଫ୍-ପ୍ଲସ (କଫ୍ ସିରପ) କୁ କୁଳିଅଣା ଥାନା ପୋଲିସ ଅଧିକାରିଣୀ ଜବତ କରି ଅଭିଯୁକ୍ତକୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତ ଜଣକ ହେଲେ ବାଲେଶ୍ଵର ଜିଲ୍ଲାର ଔପଦା ଥାନା ଅନ୍ତର୍ଗତ ମାଟିଗଡ଼ଶାସନ (ପ୍ରତାପପୁର) ଗ୍ରାମର ରଜତ କୁମାର କର।