Spread the love

 

cyber-crime-generic-istock_650x400_81504427706

ଭୁବନେଶ୍ବର : ନୂଆ ବର୍ଷ ରେ ସାଇବର ଅପରାଧ ରୋକିବାକୁ କମିଶନରେଟ ପୁଲିସ ର ନୂଆ ମାଷ୍ଟର ପ୍ଲାନ। ପୁଲିସ ସହ କାମ କରିବେ ସାଇବର ଭଲେଣ୍ଟିଅର। ବିଭିନ୍ନ ସଫ୍ଟ ୱେୟର କମ୍ପାନୀ ର ୨୫ ଜଣ ସାଇବର ଏକ୍ସପର୍ଟ ପୁଲିସ ସହ ଯୋଡ଼ି ହୋଇଛନ୍ତି।
ନିର୍ବାଚନ ବେଳେ ସୋସିଆଲ ମିଡ଼ିଆ ଜରିଆ ରେ ଭ୍ରମ ସୃଷ୍ଟି କରିବା, ଡାର୍କ ୱେବ ଓ ଡିପ ଫେକ ଭିଡିଓ ବିରୋଧ ରେ ଭିନ୍ନ ଭିନ୍ନ ଟିମ ହୋଇ କାମ କରିବେ ଏହି ଭଲେଣ୍ଟିଅର।
ଏହା ସହ ସାଇବର ଅପରାଧ ବିରୋଧ ରେ ତଦନ୍ତ ପାଇଁ ଗୋଟିଏ ଟିମ ପୁଲିସକୁ ମଧ୍ୟ ଟ୍ରେନିଂ ଦେବ। ସେହିପରି ଷ୍ଟ୍ରିଟ କ୍ରାଇମ ସହ ଅନ୍ତରାଜ୍ୟ ଲୁଟେରାଙ୍କୁ ଧରିବାକୁ ପୁଲିସ ନୂଆ ପ୍ଲାନ ପ୍ରସ୍ତୁତ କରିଛି।

 

Leave a Reply

Your email address will not be published. Required fields are marked *