
ଖବର ଅନୁଯାୟୀ, ଧଉଳି ଥାନା ଏସବିଆଇ ସମ୍ମୁଖରେ ଥିବା ଏକ ପରିତ୍ୟକ୍ତ ଘରେ ଚାଲିଥିଲା ନିଶା କରିବାର । ଗତକାଲି ରାତିରେ ସେଠାରେ ରେଡ ବେଳେ ନିଶା ମାଫିଆମାନେ ପୋଲିସ ଉପରେ ଆକ୍ରମଣ କରିଥିଲେ । ଏସଆଇ ସନ୍ତୋଷଙ୍କ ମୁଣ୍ଡକୁ ହାତୁଡ଼ିରେ ପିଟିଥିଲେ । ଘଟଣାସ୍ଥଳରୁ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିଥିଲେ । ଏହାପରେ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ଚାରି ଅଭିଯୁକ୍ତଂକୁ ପୋଲିସ ଗିରଫ କରିଛି ।
Post Views: 6