Spread the love

ଭୁବନେଶ୍ବର : ଓଡ଼ିଶା ସରକାରଙ୍କ ଆତିଥ୍ୟକୁ ଭୂରି ଭୂରି ପ୍ରଶଂସା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କହିଲେ, ଓଡ଼ିଶାରେ ବହୁତ ଭଲ ଆତିଥ୍ୟ ଓ ଚର୍ଚ୍ଚା ମିଳିଲା, ପ୍ରଭୁ ଜଗନ୍ନାଥ ମନ୍ଦିରରେ ବହୁତ ଭଲ ଦର୍ଶନ ହେଲା, ଦାୟିତ୍ୱରେ ଥିବା ଅଫିସରମାନେ ବହୁତ ଭଲ ସୁବିଧା ଯୋଗାଇଲେ। ପୁରୀରେ ଜାଗା ଦେଇଥିବାରୁ ଦେଲେ ଧନ୍ୟବାଦ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଶ୍ଚିମବଙ୍ଗ ଆସିବାକୁ ନିମନ୍ତ୍ରଣ କଲେ ମମତା ବାନାର୍ଜୀ।

Leave a Reply

Your email address will not be published. Required fields are marked *