କେନ୍ଦ୍ରାପଡ଼ା: SPଙ୍କ ଅଫିସ୍ ଆଗରେ ଧାରଣା ଦେଇଛନ୍ତି ତିଖିରି ସରପଞ୍ଚ ଚାମେଲି ଓଝା । ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ମହାକାଳପଡ଼ା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ମହାକାଳପଡ଼ା ଥାନା ଆଇଆଇସି ଏବଂ ମହାକାଳପଡ଼ା ବିଡିଓଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ସେ ପ୍ରତିବାଦ ଆରମ୍ଭ କରିଛନ୍ତି ।