Month: November 2026

ପଞ୍ଚୁକରେ ଶୃଙ୍ଖଳିତ ଦର୍ଶନ ପାଇଁ କେବଳ ସିଂହଦ୍ଵାରରେ ପ୍ରବେଶ, ୩ ଦ୍ଵାରରେ ପ୍ରସ୍ଥାନ

ପୁରୀ : ଆଉ ଦିନ କେଇଟା ପରେ ପଞ୍ଚୁକ। ଏଥିଲାଗି ପୁରୀ ପ୍ରଶାସନ ପୁରା ପ୍ରସ୍ତୁତ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ପରେ ପ୍ରଶାସନ ପକ୍ଷରୁ ସବୁ ପ୍ରସ୍ତୁତି ଶେଷ ହୋଇଥିବା କହିଛନ୍ତି ପୁରୀ ଜିଲ୍ଲାପାଳ। ପଞ୍ଚୁକରେ ପୁରୀକୁ ଲକ୍ଷ ଲକ୍ଷ…

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି: ସ୍ଥାନାନ୍ତର ହେବେ ୨ ଲକ୍ଷରୁ ଅଧିକ ଲୋକ

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବିପର୍ଯ୍ୟୟ ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ସ୍ଥାନାନ୍ତର ପ୍ରକ୍ରିୟା, ଆଶ୍ରୟସ୍ଥଳୀ ବ୍ୟବସ୍ଥା ଏବଂ ଉଦ୍ଧାରକାରୀ ଦଳ ମୁତୟନ ନେଇ ପ୍ରଶାସନ…

ଡେବ୍ରିଗଡ଼ ଅଭୟାରଣ୍ୟରୁ ବନ୍ୟଜନ୍ତୁ ଶିକାର ଯୋଜନା ପଣ୍ଡ : ୪ ଶିକାରୀ ଗିରଫ

ବୁର୍ଲା : ଡେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ଯୋଜନା ଫେଲ ମାରିଛି। ବନ୍ୟଜନ୍ତୁଙ୍କୁ ଶିକାର କରିବା ପାଇଁ ଫାଶ ଓ ଜାଲ ବିଛାଇବାକୁ ଯୋଜନା କରୁଥିବା ଏକ ଗୋଷ୍ଠୀ ସମ୍ପର୍କରେ ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂତ୍ରରୁ ଖବର ପାଇ ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟର…

ରେଢ଼ାଖୋଲ ଜଙ୍ଗଲରୁ ନିଖୋଜ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର

ରେଢ଼ାଖୋଲ : ରେଢ଼ାଖୋଲ ଜଙ୍ଗଲରୁ ଜଣେ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର । ୪ ଦିନ ଧରି ଥିଲେ ନିଖୋଜ । ହତ୍ୟା ସନ୍ଦେହରେ ପୋଲିସର ତଦନ୍ତ । ଗତ ୧୩ତାରିଖରୁ ନିଖୋଜ ଥିଲେ ବୌଦ୍ଧର ବ୍ୟବସାୟୀ ବିରୁପାକ୍ଷ ଅଗ୍ରୱାଲ। ମୃତଦେହ ଆଜି…

ତିଖିରି ପଞ୍ଚାୟତରେ ଜବରଦଖଲ ଉଚ୍ଛେଦ ଆରମ୍ଭ

ମହାକାଳପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ବହୁ ଚର୍ଚ୍ଚିତ ତିଖିରି ପଞ୍ଚାୟତରେ ଜବରଦଖଲ ଉଚ୍ଛେଦ ଆରମ୍ଭ । କଡା ସୁରକ୍ଷାରେ ଉଚ୍ଛେଦ ଚାଲିଛି । ୧୨୪ ଟି ପରିବାରଙ୍କୁ ଉଚ୍ଛେଦ କରାଯାଇଛି । ଗତ ମେ ମାସ ୨୧ ତାରିଖରେ…

ପୁରୀରେ ଖଜା ଭାଟି ଉପରେ ଚଢ଼ାଉ, ଅସ୍ୱାସ୍ଥ୍ୟକର ପରିବେଶରେ ତିଆରି ହେଉଥିବା ଅଭିଯୋଗ

ପୁରୀ: ପୁରୀରେ ବିଭିନ୍ନ ଖଜା ଭାଟି ଉପରେ ପୋଲିସର ଚଢ଼ାଉ । ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଖଜାର ଗୁଣବତ୍ତା ଓ ସ୍ୱଚ୍ଛତାକୁ ନେଇ ଉଠିଥିବା ଅଭିଯୋଗ ପରେ ଏହି ଚଢାଉ କରାଯାଇଛି । ପୁରୀ ପୋଲିସ ଓ ମହାନଗର ନିଗମ କର୍ମଚାରୀଙ୍କ ମିଳିତ…

ପୁରୀରେ ନକଲି ଗୁମାସ୍ତାଙ୍କ ଦୌରାତ୍ମ୍ୟ, ଜଗା ଦର୍ଶନ ଆଳରେ ଶ୍ରଦ୍ଧାଳୁଙ୍କଠାରୁ ଲୁଟୁଛନ୍ତି ଟଙ୍କା

ପୁରୀ: ସାବଧାନ! ପୁରୀରେ ନକଲି ଗୁମାସ୍ତାଙ୍କ ଦୌରାତ୍ମ୍ୟ । ଧର୍ମ ମାସ କାର୍ତ୍ତିକରେ ଧର୍ମ ନାଁରେ ଚଳାଇଛନ୍ତି ଅଧର୍ମ । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଜଗା ଦର୍ଶନ ଆଳରେ ଲୁଟୁଛନ୍ତି ଟଙ୍କା । ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଗାଇଡ୍…

ଗହୀରମଥା ନିଷିଦ୍ଧାଞ୍ଚଳରୁ ୨ ଟ୍ରଲର ଜବତ, ୧୮ ମତ୍ସ୍ୟଜୀବୀ ଗିରଫ

କେନ୍ଦ୍ରାପଡ଼ା: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରୁ ୧୮ ଜଣ ମତ୍ସ୍ୟଜୀବୀଙ୍କୁ ବନବିଭାଗ ଗିରଫ କରିଛି। ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ବନବିଭାଗ ଚଢ଼ାଉ କରି ଏହି ୧୮ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ଏଥିସହ ସେମାନେ ବ୍ୟବହାର କରୁଥିବା…

‘ତୁମେ ଏହି ଚୌକିରେ ବସିବାକୁ ଯୋଗ୍ୟ ନୁହଁ’ : ସୁପ୍ରିମ୍‌କୋର୍ଟରେ ହାଇଡ୍ରାମା, ପ୍ରଧାନ ବିଚାରପତିଙ୍କୁ ଓକିଲଙ୍କ ବ୍ୟକ୍ତିଗତ ଆକ୍ଷେପ

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟର କୋର୍ଟ ରୁମ୍‌ ନମ୍ବର ୧ରେ ସୋମବାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍‌ ସୂର୍ଯ୍ୟକାନ୍ତଙ୍କ ସମ୍ମୁଖରେ ଜଣେ ଓକିଲ ନିଜ ଆବେଦନର ଶୁଣାଣିରେ ବିଳମ୍ବକୁ ନେଇ ଉତ୍‌କ୍ଷିପ୍ତ ହୋଇପଡ଼ିଥିଲେ। ଏପରିକି ସେ ପ୍ରଧାନ ବିଚାରପତିଙ୍କୁ…

ରାମମନ୍ଦିର ଦାନ ଅର୍ଥ ହଡ଼ପ ମାମଲା, ନୂଆ ଏସ୍‌ଆଇଟି ଗଠନ ପାଇଁ କଂଗ୍ରେସର ଦାବି

ନୂଆଦିଲ୍ଲୀ: ଅଯୋଧ୍ୟାର ରାମମନ୍ଦିରକୁ ଭକ୍ତମାନେ ଦାନ କରିଥିବା ଅର୍ଥ ହଡ଼ପ ଅଭିଯୋଗର ତଦନ୍ତ ପାଇଁ ନୂଆ ଓ ସ୍ୱାଧୀନ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଗଠନ କରିବାକୁ ସୋମବାର କଂଗ୍ରେସ ଦାବି କରିଛି। ଏହି ତଦନ୍ତକାରୀ ଦଳ କେବଳ ସୁପ୍ରିମ୍‌କୋର୍ଟଙ୍କୁ ସିଧାସଳଖ…