Month: November 2026

କରଡା ଘାଟିରେ ଜଳିଗଲା କାର୍, ଡ୍ରାଇଭର ଜୀବନ୍ତ ଦଗ୍ଧ

ରାଇକିଆ: ଘାଟିରେ ଜଳିଗଲା କାର୍ । ଡ୍ରାଇଭର ଜୀଅନ୍ତା ଦଗ୍ଧ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା କରଡା ଘାଟିରେ ଅଘଟଣ ଘଟିଛି । ମୃତକଙ୍କ ପରିଚୟ ମିଳିନାହିଁ । କାରରେ କିପରି ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ । ଘଟଣାସ୍ଥଳରେ…

୧୮ରୁ ବିଧାନସଭାର ଅଷ୍ଟମ ଅଧିବେଶନ, ଟ୍ରାଫିକ୍ କଟକଣା ଜାରି କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର:୧୮ରୁ ବିଧାନସଭାର ଅଷ୍ଟମ ଅଧିବେଶନ। ଭୁବନେଶ୍ୱରରେ ଟ୍ରାଫିକ୍ କଟକଣା ପାଇଁ ଘୋଷଣା । ଏନେଇ ବିଜ୍ଞପ୍ତି ଜାରି କଲା କମିଶନରେଟ୍ ପୋଲିସ୍ । ବିଧାନସଭା ଦେଇ ବା ସଂଲଗ୍ନ ରାସ୍ତାରେ ସର୍ବସାଧାରଣ ଯାତାୟତ ମନା । ବିଧାନସଭା ପରିସରରେ ସୁରକ୍ଷା ଦୃଷ୍ଟିରୁ…

ଆଗାମୀ ୩ ଦିନ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

ପୁରୀ: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୁରୀ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା । ଯାହାଫଳରେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପୁରୀ ଜିଲ୍ଲା…

ବ୍ରିଜରେ ପିଟିହେଲା ବାଇକ, ୨ ଯୁବକ ମୃତ

ସୋରଡ଼ା: ବ୍ରିଜରେ ପିଟିହେଲା ବାଇକ । ଦୁଇ ଯୁବକ ମୃତ । ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ପିପଳପଙ୍କା ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ହେଲେ ହାତୀଗଡ଼ା ଗାଁର ରିଣ୍ଟୁ ଗୌଡ଼ ଓ ମନୋଜ ପ୍ରଧାନ ।…

ବଙ୍ଗୋପସାଗରରେ ବଢ଼ୁଛି ବାତ୍ୟାର ବଳ;୧୯ରେ ନେବ ଅତି ଭୀଷଣ ରୂପ

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ କ୍ରମଶଃ ଅଧିକ ଘନୀଭୂତ ହେବା ସହ ଏକ ଶକ୍ତିଶାଳୀ ବାତ୍ୟାର ରୂପ ନେବାକୁ ଯାଉଛି। ଆସନ୍ତା ୧୬ ତାରିଖରେ ଏହା ବାତ୍ୟାରେ ପରିଣତ ହେବାକୁ ଥିବାବେଳେ ୧୭ ତାରିଖରେ ଭୀଷଣ ବାତ୍ୟା ଏବଂ ୧୯…

ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ: ସୁରକ୍ଷାରେ ମୁତୟନ ହେବେ ୪୭ ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ୱର: ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜଧାନୀ ଭୁବନେଶ୍ୱର ଓ କଟକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଉପରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ମୋଟ ୪୭ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ। ଏଥିସହ ବରିଷ୍ଠ ପୁଲିସ ଅଧିକାରୀଙ୍କ ତତ୍ତ୍ୱାବଧାନରେ ସୁରକ୍ଷା…

ଭାରତୀୟ ନାଗରିକତା ପ୍ରମାଣ କରିବା ପାଇଁ ପାନ୍ କାର୍ଡ, ଭୋଟର ପରିଚୟପତ୍ର ଯଥେଷ୍ଟ ନୁହେଁ

ନୂଆଦିଲ୍ଲୀ : କେବଳ ପାନ୍ କାର୍ଡ ଏବଂ ଭୋଟର ପରିଚୟପତ୍ର ଭାରତୀୟ ନାଗରିକତାର ପ୍ରମାଣ ନୁହେଁ। ଏହାକୁ ନେଇ ଆସିଲା କୋର୍ଟଙ୍କ ନୂଆ ନିୟମ। ଭାରତରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ପାନ୍ କାର୍ଡ ଏବଂ ଭୋଟର ପରିଚୟପତ୍ର ଭଳି ଡକ୍ୟୁମେଣ୍ଟ…

ଦେବ୍ରିଗଡ଼ରେ ବୁଲୁଛି ଛତିଶଗଡ଼ର ବାଘ! କ୍ୟାମେରା ଟ୍ରାପ୍‌ରୁ ମିଳିଲା ବଡ଼ ପ୍ରମାଣ

ବୁର୍ଲା: ଚଳିତ ନଭେମ୍ବର ମାସରେ ଓଡ଼ିଶାର ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଠାବ ହୋଇଥିବା ଏକ ବିରଳ ଅଣ୍ଡିରା ମହାବଳ ବାଘର ଗତିପଥ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଛତିଶଗଡ଼ ବନ ବିଭାଗ ପକ୍ଷରୁ ମିଳିଥିବା କ୍ୟାମେରା ଟ୍ରାପ୍‌ ଫଟୋ ଏବଂ…

ବିଧାୟକଙ୍କ ପ୍ରଶିକ୍ଷଣ ଶିବିରକୁ ପ୍ରଶ୍ନ କଲେ ଅରୁଣ ସାହୁ, କହିଲେ- ଯିବି କି ନାହିଁ ନିଜେ ନିଷ୍ପତ୍ତି ନେବେ

ଭୁବନେଶ୍ୱର: ବିଧାୟକମାନଙ୍କ ପାଇଁ ଆୟୋଜିତ ହେବାକୁ ଥିବା ପ୍ରଶିକ୍ଷଣ ଶିବିରକୁ ନେଇ ରାଜନୀତି ସରଗରମ ହୋଇଛି। ଏହି ଶିବିରରେ ଯୋଗ ଦେବ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଦାସ। ଏହି ଶିବିରକୁ ବୟକଟ…

କ୍ଷମତା ପାଇବା ପାଇଁ ଦେଶକୁ ବଦନାମ କରନା: ରାହୁଲ ଗାନ୍ଧୀଙ୍କୁ ଅମିତ ଶାହଙ୍କ କଡ଼ା ଜବାବ

ନୂଆଦିଲ୍ଲୀ : ହାଇଦ୍ରାବାଦରେ ଆୟୋଜିତ କଂଗ୍ରେସର ‘ଭାରତ ସମିଟ୍‌’କୁ ନେଇ ରାହୁଲ ଗାନ୍ଧୀଙ୍କୁ କଡ଼ା ଜବାବ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପୁଣେରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶାହ କହିଛନ୍ତି, ରାହୁଲ ଗାନ୍ଧୀ ଦେଶକୁ ବଦନାମ କରିଛନ୍ତି। ଯଦି…