Month: July 2026

ଦଳିତ ଯୁବକଙ୍କୁ ବନ୍ଦ କୋଠରୀରେ ୩ ଦିନ ଧରି ଅମାନୁଷିକ ନିର୍ଯାତନା

ବ୍ରହ୍ମପୁର: ରେଶମ ସହର ବ୍ରହ୍ମପୁର ଓ ଏହାର ଆଖପାଖ ଅଞ୍ଚଳରେ ଅପରାଧୀଙ୍କ ଦାଦାଗିରି ଏବେ ସବୁ ସୀମା ପାର୍ କରିଯାଇଛି। ବ୍ରହ୍ମପୁର ସଦର ଥାନା ଅଞ୍ଚଳରୁ ଏକ ଅତି ବର୍ବର ତଥା ଛାତିଥରା ଘଟଣା ସାମ୍ନାକୁ ଆସିଛି, ଯାହାର ଏକ ଭିଡିଓ…

ରଥଯାତ୍ରାରେ ମୁତୟନ ହେବେ କେନ୍ଦ୍ରୀୟ ଫୋର୍ସ: ୧୫ କମ୍ପାନୀ ଯବାନ ସମ୍ଭାଳିବେ ମହାପ୍ରଭୁଙ୍କ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୁରୀ ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଆସନ୍ତା ଜୁଲାଇ ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ମହାପର୍ବକୁ ଶାନ୍ତିପୂର୍ଣ୍ଣ ଏବଂ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ଲାଗି ରାଜ୍ୟ ପୋଲିସ ପକ୍ଷରୁ ବ୍ୟାପକ…

ଲାଲକିଲ୍ଲାକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ଦିଲ୍ଲୀରେ ଉତ୍ତେଜନା

ନୂଆଦିଲ୍ଲୀ : ଦିଲ୍ଲୀରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆଜି ପୁଣି ଥରେ ଲାଲକିଲ୍ଲାକୁ ବୋମା ଧମକ ମିଳିଛି । ସନ୍ଦିଗ୍ଧ ବ୍ୟକ୍ତି ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ୍ କରି ଏହି ଧମକ ଦେଇଥିବା ସୂଚନା ମିଳୁଛି…

ଦିନକ ପରେ କେନାଲରୁ ମିଳିଲା ନିଖୋଜ ନାବାଳକର ମୃତଦେହ

କାମାକ୍ଷାନଗର: ଘର ସାମ୍ନାରୁ ନିଖୋଜ ନାବାଳକ ଛାତ୍ରର ମୃତଦେହ ରେଙ୍ଗାଳି କେନାଲରୁ ଉଦ୍ଧାର । ଗତକାଲି ଢେଙ୍କାନାଳ କାମାକ୍ଷାନଗର ମହାବିଦ୍ୟାଳୟ ସାମ୍ନାରେ ଥିବା ଏକ କଲୋନୀର ଘର ସାମ୍ନାରୁ ନାବାଳକ ଛାତ୍ର ନିଖୋଜ ହୋଇଯାଇଥିଲା । ଆଜି ନିଖୋଜ ଛାତ୍ରଙ୍କ ମୃତଦେହ…

ମିଶାଇଲ୍ ମାଡ କରି ସମଗ୍ର ଇରାନକୁ ଧ୍ୱଂସ କରିଦେବୁ – ଟ୍ରମ୍ପ

ନୂଆଦିଲ୍ଲୀ : ଏତେ ମିଶାଇଲ୍ ମାଡ କରିବୁ ଯେ, ସମଗ୍ର ଇରାନକୁ ଧ୍ୱଂସ କରିଦେବୁ। ପୁଣି ଇରାନକୁ ଏମିତି ଧମକ ଦେଲେ ଟ୍ରମ୍ପ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ତାଙ୍କ ହତ୍ୟାର ଭୟ ପ୍ରକାଶ କରିଛନ୍ତି। ସେ ଇରାନକୁ…

ପାକିସ୍ତାନରେ ୮୮ ଆତଙ୍କବାଦୀ ନିହତ

ଇସଲାମାବାଦ: ପାକିସ୍ତାନ ସରକାର ଜୁଲାଇ ୫ ତାରିଖରୁ ଆତଙ୍କବାଦୀଙ୍କ ଉପରେ ବଲୁଚିସ୍ତାନ ପ୍ରଦେଶରେ ବଡ଼ଧରଣ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ସୁରକ୍ଷାକର୍ମୀ ଏପର୍ଯ୍ୟନ୍ତ ୮୮ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିବା ଶନିବାର ପାକିସ୍ତାନ ସରକାର ପ୍ରକାଶ କରିଛନ୍ତି। ଗତ ୨୪ ଘଣ୍ଟାରେ ୯…

ଭିଏତନାମରେ ସ୍ପିଡ୍ ବୋଟ୍ ବୁଡ଼ି ୧୫ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ

ଭିଏତନାମ: ଭିଏତନାମରେ ବଡ଼ ଅଘଟଣ । ସ୍ପିଡ୍ ବୋଟ୍ ବୁଡ଼ି ୧୫ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ । ଉଦ୍ଧାର କାର୍ଯ୍ୟ ଜାରି । ଦକ୍ଷିଣ ଭିଏତନାମର ପ୍ରସିଦ୍ଧ ପୁ କ୍ଵୋକ ଦ୍ୱୀପ ନିକଟରେ ଏକ ଯାତ୍ରୀବାହୀ ସ୍ପିଡ୍ ବୋଟ୍ ସମୁଦ୍ର ମଝିରେ…

ବିନା ପ୍ରେସକ୍ରିପସନରେ ମିଳିବନି ୧୨% ରୁ ଅଧିକ ଆଲକୋହଲ୍ ଥିବା ଔଷଧ

ନୂଆଦିଲ୍ଲୀ : ୧୨% ରୁ ଅଧିକ ଆଲକୋହଲ୍ ଥିବା ଔଷଧ ବିନା ଡାକ୍ତରୀ ପ୍ରେସକ୍ରିପସନରେ ମିଳିବନି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି କଟକଣା ଲଗାଯାଇଛି । ନୂତନ ନିୟମ ଅନୁଯାୟୀ, ୩୦ ମିଲିଲିଟରରୁ ଅଧିକ…

ବାହାମାସରେ ବିମାନ ଦୁର୍ଘଟଣା, ୧୦ ମୃତ

ବାହାମାସ : ବାହାମାସର ନର୍ଥ ଆଣ୍ଡରସରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ପ୍ଲେନ କ୍ରାସରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ସରକାରଙ୍କୁ ଫ୍ଲେମିଙ୍ଗୋ ଏୟାରର ଉଡ଼ାଣକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ପଡିଲା…

ପ୍ରଥମେ ବନ୍ଦେ ମାତରମ୍, ତା’ପରେ ଜାତୀୟ ସଙ୍ଗୀତ, କେନ୍ଦ୍ରର ନିର୍ଦ୍ଦେଶାନାମା ଜାରି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟକୁ ଜାତୀୟ ସଙ୍ଗୀତ ‘ଜନ-ଗଣ-ମନ’ ଏବଂ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ସମ୍ପର୍କରେ ନୂତନ ନିର୍ଦ୍ଦେଶାନାମା ଜାରି କରିଛନ୍ତି। ସରକାରୀ କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ ଓ ଜାତୀୟ ଗୀତ…