Month: October 2025

ଦୁର୍ବଳ ଅବସ୍ଥାରେ ଓଡ଼ିଶାରେ ପହଞ୍ଚିବ ‘ମୋନ୍ଥା’: ଆଇଏମଡି

ଭୁବନେଶ୍ବର: ଧୀରେ ଧୀରେ ଉପକୂଳ ମୁହାଁ ହେଉଛି ବାତ୍ୟା ‘ମୋନ୍ଥା‘। ଆନ୍ଧ୍ରପ୍ରଦେଶର ମଛିଲିପତନମ-କଳିଙ୍ଗପତନମ ମଧ୍ୟବର୍ତ୍ତୀ ଅଞ୍ଚଳ କାକିନାଡା ନିକଟରେ ଏହା ସ୍ଥଳଭାଗ ଛୁଇଁବ। ତେବେ ଓଡ଼ିଶାରେ ବାତ୍ୟା ପହଞ୍ଚିବା ବେଳକୁ ଦୁର୍ବଳ ହୋଇଯାଇଥିବ। ଭାରତ ପାଣିପାଗ ବିଭାଗ(ଆଇଏମଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର…

ଇଣ୍ଡିଆ ମାରିଟାଇମ୍‌ ୱିକ୍‌ ପ୍ରଦର୍ଶନୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁମ୍ବଇରେ ଆଜିଠାରୁ ଆରମ୍ଭ ହୋଇଛି ଇଣ୍ଡିଆ ମାରିଟାଇମ୍‌ ୱିକ୍‌ ୨୦୨୫ । ଏଥିରେ ଯୋଗ ଦେଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚାରଣ ମାଝୀ । ୨୭ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ୩୧ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ…

ହଷ୍ଟେଲ ପାଚେରୀ ଡେଇଁ ପଳାଇଲେ ୮ ଅନ୍ତେବାସୀ, ୭ ଘଣ୍ଟା ପରେ ମିଳିଲା ସନ୍ଧାନ

ଉଦଳା : ହଷ୍ଟେଲ ପାଚେରୀ ଡେଇଁ ପଳାଇଲେ ୮ ନାବାଳକ । ୭ ଘଣ୍ଟା ପରେ ହେଲେ ଉଦ୍ଧାର। ମୟୂରଭଞ୍ଜ ଜିଲ୍ଲା ଉଦଳା ଅଠଣ ଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଅଭିଯୋଗ ହୋଇଛି । ହଷ୍ଟେଲରେ ୪୦ ଜଣ ଅନ୍ତେବାସୀ…

‘ମୋନ୍ଥା’ ମୁକାବିଲାର ପ୍ରସ୍ତୁତି ସମୀକ୍ଷା କଲେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ

ଭୁବନେଶ୍ୱର : ବାତ୍ୟା ମୋନ୍ଥା ମୁକାବିଲାର ପ୍ରସ୍ତୁତି ସମୀକ୍ଷା କଲେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ । ଏସଆରସିଙ୍କ କାର୍ଯ୍ୟାଳୟରେ ଉଚ୍ଚ ସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । ମୋନ୍ଥା ମୁକାବିଲା ପାଇଁ ସରକାରୀ ପ୍ରସ୍ତୁତିର ସମୀକ୍ଷା…

ସଶସ୍ତ୍ର ଡକାୟତି: ମାଡ ମାରି ଲୁଟି ନେଲେ ଏକ କୋଟିରୁ ଉର୍ଦ୍ଧ୍ଵ ସମ୍ପତ୍ତି

ବଣାଇ : ସୁନ୍ଦରଗଡ ଜିଲ୍ଲା ବଣାଇ ମୁଖ୍ୟ ସହରରେ ପ୍ରଥମ ଥର ହୋଇଛି ଡକାୟତି । ଚାରିଜଣ ମୁଖା ଧାରି ସଶସ୍ତ୍ର ଡକାୟତ ମାଡ ମାରି ଲୁଟିନେଲେ ଏକ କୋଟିରୁ ଉର୍ଦ୍ଧ୍ଵ ସମ୍ପତ୍ତି । ବଣାଇ ଥାନା ରୁ 500 ମିଟର…

ବାତ୍ୟା ନ ଆସୁଣୁ ମାର୍କେଟରେ ମିଳୁନି ଆଳୁ, କଳାବଜାରୀ ନ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ବତ୍ୟା ନ ଆସୁଣୁ ବଜାରରୁ ଆଳୁ ଗାୟବ ହୋଇଯାଇଥିବା ଦେଖିବାକୁ ମିଳିଛି । ଶନିବାର ସକାଳୁ ନେଇ ବର୍ତ୍ତମାନ ସୁଦ୍ଧା କୋଲକାତାରୁ ଭୁବନେଶ୍ୱରକୁ କୌଣସି ଆଳୁ ଗାଡ଼ି ଆସିନି । ଫଳରେ ଆଳୁର ଅଭାବ ଚିନ୍ତା ସମସ୍ତଙ୍କୁ ଘାରିଛି ।…

ଫେବ୍ରୁଆରୀ ୮ରେ ସିଟିଇଟି ପରୀକ୍ଷା

ଭୁବନେଶ୍ୱର: ଫେବ୍ରୁଆରୀ ୮ରେ ସିଟିଇଟି ପରୀକ୍ଷା। ଆସନ୍ତା ୨୦୨୬ ଫେବ୍ରୁଆରୀ ୮ରେ ଅନୁଷ୍ଠିତ ହେବ କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି)। ଏନେଇ କେନ୍ଦ୍ରୀୟ ମାଧ୍ୟମି ଶିକ୍ଷା ପରିଷଦ (ସିବିଏସ୍‌ଇ )ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦେଶର ୧୩୨ଟି ସହରରେ ପରୀକ୍ଷା…

ମୋନ୍ଥା ପ୍ରଭାବ: ଖୋର୍ଦ୍ଧା ସମେତ ୧୦ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା…

ଭୁବନେଶ୍ୱର: ବାତ୍ୟା “ମୋନ୍ଥା” ସୋମବାର ସକାଳ ୮.୩୦ ସମୟରେ ପଶ୍ଚିମକେନ୍ଦ୍ରୀୟ ଏବଂ ଦକ୍ଷିଣପୂର୍ବ ବଙ୍ଗୋପସାଗରର ଦକ୍ଷିଣ-ପଶ୍ଚିମ ଏବଂ ସଂଲଗ୍ନ ଅଞ୍ଚଳଗୁଡ଼ିକ ଉପରେ ଅବସ୍ଥିତ। ଏହା ପ୍ରଭାବରେ ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ।…

ବାତ୍ୟାର ମୁକାବିଲା: ଶ୍ରୀକାକୁଲମ ଓ ଭାଇଜାଗ୍ ଗଲା ଏନଡିଆରଏଫର ୩ଟି ଟିମ୍‌

ଭୁବନେଶ୍ବର: ବଙ୍ଗୋପସାଗରେ ଗଭୀର ଅବପାତ ରୂପ ନେଇଛି ବାତ୍ୟା ‘ମୋନ୍ଥା’ । ଘଣ୍ଟାପ୍ରତି ୧୫କିମି ବେଗରେ ମାଡି ଆସୁଛି ଏହି ସାମୁଦ୍ରିକ ଝଡ । ଗଞ୍ଜାମ ଓ ଗଜପତି ଜିଲାରେ ସକାଳୁ ପ୍ରବଳ ବର୍ଷା ହେଉଛି । ବାତ୍ୟା ମୋନ୍ଥା ପାଇଁ…

ଦୀପାବଳି ପରେ ଦିଲ୍ଲୀର ବାୟୁମଣ୍ଡଳ ଅଧିକ ପ୍ରଦୂଷିତ, ବଢ଼ିଲେ ୩୦% ଶ୍ବାସରୋଗୀ

ନୂଆଦିଲ୍ଲୀ : ଦୀପାବଳି ପରେ ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଅଧିକ ମାତ୍ରାରେ ପ୍ରଦୂଷିତ ହୋଇପଡିଛି। ଏଥିଯୋଗୁଁ ଦୀପାବଳି ପରଠାରୁ ସହରରେ ଶ୍ବାସରୋଗୀଙ୍କ ସଂଖ୍ୟା ୩୦ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡିଛି। ଶ୍ବାସରୋଗୀଙ୍କ ବ୍ୟତୀତ ଗର୍ଭବତୀଙ୍କୁ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେବାକୁ…