Month: July 2025

କିଭ୍‌ ଉପରେ ପୁଣି ରୁଷ୍‌ର ମିଶାଇଲ୍‌ ବର୍ଷା, ୬ ମୃତ

କିଭ୍‌: ୨୦ ମାସରୁ ଅଧିକ ସମୟ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହେବାର ନାଁ ନେଉନି। ଇତି ମଧ୍ୟରେ ପୁଣି ଥରେ ୟୁକ୍ରେନର ରାଜଧାନୀ…

ଉଡାଣର ୧୪ ସେକେଣ୍ଡ ପରେ ଖସିପଡିଲା ରକେଟ୍

ନୂଆଦିଲ୍ଲୀ : ଭୂପୃଷ୍ଠରୁ କକ୍ଷପଥରେ ପହଞ୍ଚିବାକୁ ଚେଷ୍ଟା କରିଥିବା ପ୍ରଥମ ଅଷ୍ଟ୍ରେଲିଆ ନିର୍ମିତ ରକେଟ୍ ବୁଧବାର ଉଡାଣର ମାତ୍ର ୧୪ ସେକେଣ୍ଡ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ…

ବିଜେପି ହାତ ଛାଡ଼ିଲା ଏଆଇଏଡିଏମକେ

ନୂଆଦିଲ୍ଲୀ : ବିଜେପି ହାତ ଛାଡ଼ିଲା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପନୀରସେଲଭମଙ୍କ ନେତୃତ୍ଵାଧୀନ ଏଆଇଏଡିଏମକେ ଦଳ। ବିଜେପି ନେତୃତ୍ଵାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ସହିତ ଦଳ…

ଆମେରିକୀୟ ଶୁଳ୍କର ପ୍ରଭାବ ଆକଳନ କରାଯାଉଛି : ପିୟୁଷ

ନୂଆଦିଲ୍ଲୀ : ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଗୁରୁବାର କହିଛନ୍ତି ଯେ କେନ୍ଦ୍ର ସରକାର ଦେଶର ଜାତୀୟ ସ୍ୱାର୍ଥର ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ…

ଭାରତର ୭ ଶ୍ରମିକଙ୍କୁ ସମ୍ମାନିତ କରି ୪୪ ଲକ୍ଷ ଟଙ୍କା ଦେବେ ସିଙ୍ଗାପୁର ରାଷ୍ଟ୍ରପତି

ନୂଆଦିଲ୍ଲୀ: ସିଙ୍ଗାପୁରରେ ଭାରତୀୟ ପ୍ରବାସୀ ଶ୍ରମିକମାନେ ସେମାନଙ୍କର ଉତ୍କୃଷ୍ଟ କାର୍ଯ୍ୟ ପାଇଁ ଭାରତକୁ ଗର୍ବିତ କରିଛନ୍ତି। ଗତ ଶନିବାର, ୭ ଜଣ ଭାରତୀୟ ପ୍ରବାସୀ ଶ୍ରମିକ ଜଣେ…

କୃଷକ, ରେଳବାଇ ପାଇଁ କ୍ୟାବିନେଟରେ ବଡ଼ ଘୋଷଣା

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି । ସରକାରୀ ଯୋଜନାର ବଜେଟ୍ ବଢ଼ାଇବାଠୁ ଆରମ୍ଭ କରି ଭାରତୀୟ ରେଳର ଅନେକ ପ୍ରକଳ୍ପକୁ ମୋଦୀ କ୍ୟାବିନେଟର…

ଟ୍ରମ୍ପ ସତ କହୁଛନ୍ତି, ଭାରତ ମୃତ ଅର୍ଥନୀତି : ରାହୁଲ

ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବାଦୀୟ ବୟାନକୁ ସମର୍ଥନ କରିଛନ୍ତି…

ଆଉ ବିଳମ୍ବ ନକରି ସ୍ବାଧୀନତା ସଂଗ୍ରାମୀଙ୍କୁ ଶୀଘ୍ର ପେନ୍‌ସନ ଦିଅ: ହାଇକୋର୍ଟ

କଟକ: ଦେଶର ସ୍ବାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିବା ଜଣେ ଶତାୟୁ ସଂଗ୍ରାମୀଙ୍କୁ ଏ ପର୍ଯ୍ୟନ୍ତ ପେନସନ ପ୍ରଦାନ କରା ନ ଯିବା ଘଟଣାକୁ ହାଇକୋର୍ଟ ଗୁରୁତ୍ବର ସହିତ…

ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଆହୁରି ସରଳୀକରଣ ହୋଇଛି: ଯୋଗାଣମନ୍ତ୍ରୀ

ଭୁବନେଶ୍ବର: ଚାଷୀ ପଞ୍ଜିକରଣ ସମସ୍ୟା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଆହୁରି ସରଳୀକରଣ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୩…

ଉପମୁଖ୍ୟମନ୍ତ୍ରୀଙ୍କ ଚେତାବନୀ, ମାସେ ଭିତରେ ସବୁ କଲେଜରେ ଆଇସିସି କମିଟି ଗଠନ ନକଲେ ଆକ୍ସନ

ଭୁବନେଶ୍ୱର ୩୧।୦୭ : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଚେତାବନୀ । କଲେଜ କର୍ତ୍ତୃପକ୍ଷଙ୍କ ଦରମା ବନ୍ଦର ଚେତାବନୀ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ମାସେ ଭିତରେ ସବୁ କଲେଜରେ…