Month: March 2025

ଗୋରଖନାଥ ମନ୍ଦିରରେ ରଙ୍ଗ ଖେଳ ସହ ପକ୍ଷୀଙ୍କୁ ଖୁଆଇଲେ ଯୋଗୀ

ଲକ୍ଷ୍ନୌ: ପକ୍ଷୀ ପ୍ରେମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପବିତ୍ର ହୋଲି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଗୋରଖନାଥ ମନ୍ଦିର ଯାଇଥିବା ବେଳେ ସେଠାରେ ସେ ବତକମାନଙ୍କୁ ଖାଦ୍ୟ ଖୁଆଇଥିଲେ । ଖାଲି ବତକ ନୁହଁନ୍ତି ମୟୂରକୁ ନିଜ ହାତରେ ଖାଦ୍ୟ ଖୁଆଉଥିବାର…

ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଦୁର୍ନୀତି ମାମଲା: ଜେଲ୍ ଗଲେ ରାଜା ଚକ୍ର

ବାଲେଶ୍ବର: ଜେଲ୍ ଗଲେ ରାଜା ଚକ୍ର । ବାଲେଶ୍ବର OPID କୋର୍ଟରେ ହାଜର ହୋଇଥିଲେ ସୌମ୍ୟ ଶଙ୍କର ଚକ୍ର ଓରଫ ରାଜା ଚକ୍ର । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆର୍ଥିକ ଅନିୟମିତତା ଅଭିଯୋଗରେ ସୌମ୍ୟ ଶଙ୍କର ଚକ୍ର ଓରଫ୍ ରାଜା ଚକ୍ରକୁ…

ରାଜଧାନୀର ସାଲିଆସାହିରେ ବିପୁଳ ପରିମାଣର ଦେଶୀ ମଦ ଏବଂ ପୋଚ ଜବତ

ଭୁବନେଶ୍ୱର: ରାଜଧାନୀର ସାଲିଆସାହିରେ ରେଡ୍। ବେଆଇନ ଦେଶୀ ମଦ ଭାଟି ଉପରେ ଅବକାରୀ ବିଭାଗର ଚଢ଼ାଉ। ଏହି ଚଢ଼ାଉ ବେଳେ ବିପୁଳ ପରିମାଣର ଦେଶୀ ମଦ, ପୋଚ ଜବତ ହୋଇଛି। ଅବକାରୀ ବିଭାଗ ଜବତ ଦେଶୀ ମଦ, ପୋଚକୁ ନଷ୍ଟ କରିଛି।…

ଶାରୀରିକ ଦଣ୍ଡ ପାଇଁ ୧ ଲକ୍ଷ ଟଙ୍କା ଜରିମାନା ଦେବେ ଶିକ୍ଷକ, ନିର୍ଦ୍ଦେଶ ଦେଲେ ଓଡ଼ିଶା ହାଇକୋର୍ଟ

କଟକ: ଓଡ଼ିଶା ହାଇକୋର୍ଟ ଜଣେ ସ୍କୁଲ ଶିକ୍ଷକଙ୍କୁ ଶାରୀରିକ ଦଣ୍ଡ ପାଇଁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ସର୍ବୋଚ୍ଚ ଅଦାଲତ ପୁନର୍ବାର କହିଛନ୍ତି ଯେ ଶୃଙ୍ଖଳାଗତ ଭାବରେ ଛାତ୍ରଙ୍କୁ ‘ଶାରୀରିକ ଦଣ୍ଡ’ କିଶୋର ନ୍ୟାୟ (ଯତ୍ନ ଏବଂ ସୁରକ୍ଷା) ଆଇନ, ୨୦୧୫ର…

ପ୍ରକାଶ ପାଇଲା OJS ରେଜଲ୍ଟ: ସୋମେଶ ରଣବିଜୁଳି ଟପ୍ପର

ଭୁବନେଶ୍ବର: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଗୁରୁବାର ଓଡ଼ିଶା ନ୍ୟାୟିକ ସେବା (ଓଜେଏସ)-୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଛି। ସିଭିଲ୍ ଜଜ୍ ପଦବୀରେ ନିଯୁକ୍ତି ପାଇଁ ୨୪ ମହିଳା ପ୍ରାର୍ଥୀଙ୍କ ସମେତ ୩୩ ଜଣ ପ୍ରାର୍ଥୀଙ୍କ ନାମ ସୁପାରିଶ କରାଯାଇଛି।…

ସିବିଏସଇର ଘୋଷଣା – ହୋଲି ଯୋଗୁ ପରୀକ୍ଷା ଦେଇ ନପାରିଲେ ଆଉଥରେ ସୁଯୋଗ ମିଳିବ

ନୂଆଦିଲ୍ଲୀ: ହୋଲି ଯୋଗୁଁ ମାର୍ଚ୍ଚ ୧୫ରେ ସିବିଏସଇ ବୋର୍ଡ ପରୀକ୍ଷା ଦେଇ ନପାରିବା ନେଇ ଚିନ୍ତିତ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକଙ୍କୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଏକ ଉପହାର ଦେଇଛି। ପରୀକ୍ଷା ଦେଇ ପାରୁନଥିବା ଛାତ୍ରଛାତ୍ରୀଙ୍କ ପାଇଁ ସିବିଏସଇ…

ଆଇଆରବି କନଷ୍ଟେବଳ ନିଯୁକ୍ତିରେ ରୋକ ​​ଲଗାଇଲେ ଓଡ଼ିଶା ହାଇକୋର୍ଟ

କଟକ: ବୟସ ଯୋଗ୍ୟତା ଦୃଷ୍ଟିରୁ ଓଡିଶାରେ ଇଣ୍ଡିଆ ରିଜର୍ଭ ବାଟାଲିୟନ (ଆଇଆରବି) କନଷ୍ଟେବଳ ନିଯୁକ୍ତି ଉପରେ ଓଡ଼ିଶା ହାଇକୋର୍ଟ ରୋକ ଲଗାଇଛନ୍ତି। ଯେଉଁ ଆବେଦନକାରୀମାନଙ୍କୁ ପୂର୍ବରୁ ‘ବୟସ୍କ’ ବୋଲି ବିବେଚନା କରାଯାଉଥିଲା, ସେମାନେ ଦାବି କରିଥିଲେ ଯେ, ସେମାନଙ୍କୁ ଅନ୍ୟାୟ ଭାବରେ…

୩୦ ମାର୍ଚ୍ଚରେ ଓଡ଼ିଶାରେ ଅନ୍ତ୍ୟୋଦୟ ଆବାସ ଯୋଜନା ଆରମ୍ଭ ହେବ

ଭୁବନେଶ୍ବର: ଗୁରୁବାର ଦିନ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାର୍ଚ୍ଚ ୩୦ ତାରିଖରେ କଳାହାଣ୍ଡି ଜିଲ୍ଲାରେ ଓଡ଼ିଶା ଅନ୍ତ୍ୟୋଦୟ ଗୃହ ଯୋଜନା ୨୦୨୫ (ଏକ ମହତ୍ୱାକାଂକ୍ଷୀ ଗୃହ ଯୋଜନା) ଆରମ୍ଭ କରିବାକୁ ଯାଉଛନ୍ତି। ଏହି…

ମାର୍ଚ୍ଚ ୧୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

ଭୁବନେଶ୍ୱର,୧୩ା୩: ଆଗାମୀ ମାର୍ଚ୍ଚ୧୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ବଳବତ୍ତର ଥିବା ହେତୁ ଆସନ୍ତା ସୋମବାର ମାର୍ଚ୍ଚ ୧୭ ତାରିଖ ଦିନ ଭୁବନେଶ୍ଵର, ୟୁନିଟ-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନ…

ମୁଁ କାହାକୁ ଡରିନାହିଁ, ମତେ ଫାଶୀ ଦେଇଦେଲେ ବି ମୁଁ ପ୍ରସ୍ତୁତ ଅଛି – ତାରା

ଭୁବନେଶ୍ୱର,୧୩।୩: ବିଧାନସଭାରେ ଶାସକ ବିରୋଧୀ ମୁହାଁମୁହିଁକୁ ନେଇ ରାଜନୀତି ତେଜିଛି। ପୋଲାଭରମ ପ୍ରସଙ୍ଗ ଆଲୋଚନା କରିବାକୁ ବିଜେଡି ଦାବି କରୁଥିବାବେଳେ ନାରୀ ନିର୍ଯାତନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କରିଥିଲା କଂଗ୍ରେସ। ଯାହାୁ ନେଇ ଗୃହରେ ହଟ୍ଟଗୋଳ ହୋଇଥିଲା। ଅନ୍ୟପଟେ ଭାଜପା…