Month: September 2024

ଦଖଲକାରୀଙ୍କ କବଜାରେ ରାଜଧାନୀର ୩୦ ଏକର ଜମି

ଭୁବନେଶ୍ବର: ମାଡ଼ିବସିଛନ୍ତି ରାଜଧାନୀର ୩୦ ଏକର ମୂଲ୍ୟବାନ ଜମି । ରାଜଧାନୀରେ ଜବରଦଖଲ ପ୍ରସଙ୍ଗ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି । ଏନେଇ ମନ୍ତ୍ରୀ କହିଛନ୍ତି, ଜବରଦଖଲକାରୀମାନେ ଭୁବନେଶ୍ବରରେ ୩୦…

ବିଜେପି କାର୍ଯ୍ୟାଳୟରେ ସୁନୀତି ମୁଣ୍ଡ ହଟହଟା

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଜି ହଟହଟା ହୋଇଛନ୍ତି ଗତ ଭୁବନେଶ୍ୱର ମହାନଗର ନିଗମ (BMC) ନିର୍ବାଚନରେ ଦଳ ତରଫରୁ ମେୟର ପ୍ରାର୍ଥୀ ହୋଇଥିବା ସୁନୀତି ମୁଣ୍ଡ। ଦଳ ବିରୋଧୀ କାର୍ଯ୍ୟ ଯୋଗୁ ତିନି ଦିନ ତଳେ ନିଲମ୍ବିତ ହୋଇଥିବା ସତ୍ତ୍ୱେ ସେ…

୫ ବର୍ଷରେ ଉଦ୍ଧାର ହେଲେଣି ୨ଶହରୁ ଅଧିକ ଶିଶୁ ଶ୍ରମିକ

ଭୁବନେଶ୍ବର: ଦେଶ ତଥା ରାଜ୍ୟରେ ଶିଶୁ ଶ୍ରମିକ ଉପରେ ସମ୍ପୂର୍ଣ୍ଣ ରୋକ ଲାଗିଥିଲେ ମଧ୍ୟ ଏବେ ବି ଅନେକ ସ୍ଥାନରେ ଶିଶୁ ଶ୍ରମିକ ଦେଖିବାକୁ ମିଳୁଛି । ଯାହାକୁ ନେଇ ଆଜି ବିଧାନସଭାରେ ଉତ୍ତର ରଖଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ…

ବେଙ୍ଗଲରେ ଦୁଷ୍କର୍ମ ବିରୋଧୀ ‘ଅପରାଜିତା’ ବିଲ୍ ପାରିତ

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଚାଲିଥିବା ବ୍ୟାପକ ଆନ୍ଦୋଳନ ମଧ୍ୟରେ ‘ଅପରାଜିତା’ ବିଲ୍ ପାରିତ କରିଛନ୍ତି ପଶ୍ଚିମବଙ୍ଗ ସରକାର। ଆଜି ବେଙ୍ଗଲର ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସରକାର ଦୁଷ୍କର୍ମ ବିରୋଧୀ ଅପରାଜିତା ବିଲ୍ ପାରିତ କରିଛନ୍ତି।…

ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ସାକ୍ଷୀ ଦେଲେ ଅରୁଣ ବୋଥ୍ରା

ପାଟଣାଗଡ଼: ପାଟଣାଗଡ଼ କୋର୍ଟରେ ଅରୁଣ ବୋଥ୍ରା । ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣାରେ ସାକ୍ଷ୍ୟ ଦେବାପାଇଁ କୋର୍ଟରେ ପହଞ୍ଚିଛନ୍ତି ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା । ଘଟଣାର ୬୦ ନମ୍ବର ସାକ୍ଷୀ ହେଉଛନ୍ତି ଅରୁଣ ବୋଥ୍ରା । ପୁଞ୍ଜିଲାଲଙ୍କ…

ଟିକେଟ୍‌ ଦିଅ ନ ହେଲେ କଂଗ୍ରେସରେ ମିଶିବି: ବିଜେପି ନେତାଙ୍କ ଧମକ

ପାଖେଇ ଆସିଲାଣି ହରିଆଣା ବିଧାନସଭା ନିର୍ବାଚନ। ଦିନ ଯେତେ ଗଡୁଛି ରାଜନୈତିକ ଉଷ୍ମତା ସେତେ ବଢ଼ି ଚାଲିଛି। କିଏ କେଉଁଠୁ ନିର୍ବାଚନ ଲଢ଼ିବ, କାହାକୁ ମିଳିବ ଟିକେଟ୍‌, କାହାର ହେବ ପତ୍ତା ସାଫ। ତାକୁ ନେଇ ସବୁ ଦଳରେ କସରତ ଚାଲିଛି।…

ପୋଲିସ ସହ ଗୁଳିବିନିମୟ, ୯ ହାର୍ଡକୋର ମାଓବାଦୀ ମୃତ

ମାଲକାନଗିରି : ଟଳିପଡିଲେ ୯ ହାର୍ଡକୋର ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାରେ ପୋଲିସ- ମାଓବାଦୀ ଗୁଳିବିନିମୟ । ପୋଲିସ ଏନକାଉଣ୍ଟରରେ ୯ରୁ ଅଧିକ ହାର୍ଡକୋର ମାଓବାଦୀ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏବେବି ସର୍ଚ୍ଚ…

ଚାଲୁ ହେବ ‘ଆମ ଓଡିଶା ନବୀନ ଓଡିଶା’ କାମ

ଭୁବନେଶ୍ବର: ପୁଣି ଆରମ୍ଭ ହେବ ଆମ ଓଡ଼ିଶା ନବୀନ ଓଡ଼ିଶା କାମ । ଆଜି ଗୃହରେ ଏହି ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ । ତେବେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପ୍ରସଙ୍ଗରେ ଗୃହରେ କଂଗ୍ରେସ…

ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନରେ ବନ୍ୟା ବିଭୀଷିକା, ୩୧ ମୃତ

ଆନ୍ଧ୍ରପ୍ରଦେଶରେ ବନ୍ୟା ବିଭୀଷିକା। ବୁଡ଼ିଲା ରେଳ ଷ୍ଟେସନ୍। ଧୋଇଗଲା ରେଳ ଟ୍ରାକ୍। ଭାସିଗଲା ଟ୍ରକ୍ ଓ କାର୍‌। ରାସ୍ତାରେ ସୁଅ କାଟୁଛି ୫ ଫୁଟରୁ ଅଧିକ ପାଣି। ଛାତିକୁ ଥରାଇ ଦେଲା ଭଳି ଏଭଳି କିଛି ଦୃଶ୍ୟ ଏବେ ଆନ୍ଧ୍ରପ୍ରଦେଶ ଓ…

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ, ଏହି ମାମଲା ବିଚାରାଧୀନ ଅଛି

ଭୁବନେଶ୍ୱର : ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ବିଧାନସଭାରେ ସ୍ପଷ୍ଟୀକରଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆମ ସରକାରଙ୍କ ବିଚାରଧୀନ ଅଛି । ହାଇକୋର୍ଟ ବେଞ୍ଚ ସମ୍ପର୍କରେ ଗତକାଲି ଗୃହରେ…