Month: August 2024

ଏଏମ୍ ପ୍ରସାଦ ସିଆରପିଏଫ ସ୍ୱତନ୍ତ୍ର ଡିଜି, ଅରୁଣ ଷଡ଼ଙ୍ଗୀଙ୍କୁ ସ୍ଥାୟୀ ଡିଜି ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର : ରାଜ୍ୟ ଜେଲ୍ ବିଭାଗ ଡିଜି ୧୯୮୯ ବ୍ୟାଚ୍ ଆଇପିଏସ୍ ଅମ୍ରିତ ମୋହନ ପ୍ରସାଦଙ୍କୁ ସିଆରପିଏଫ ସ୍ପେଶାଲ ଡିଜି ଭାବେ ନିଯୁକ୍ତି ମିଳିଛି। ଏପଟେ ରାଜ୍ୟ ସରକାର ୧୯୯୦ ବ୍ୟାଚ୍ ଆଇପିଏସ୍ ଅରୁଣ ଷଡ଼ଙ୍ଗୀଙ୍କୁ ସ୍ଥାୟୀ ପୁଲିସ ଡିଜି(ପୁଲିସ ଫୋର୍ସ…

ପ୍ରଭୁ ରାମଙ୍କର କୌଣସି ଅସ୍ତିତ୍ବ ନଥିଲା: ଷ୍ଟାଲିନଙ୍କ ମନ୍ତ୍ରୀ

ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ମନ୍ତ୍ରୀ ଏସ.ଏସ୍ ଶିବଶଙ୍କର ପ୍ରଭୁ ରାମଙ୍କୁ ନେଇ ଦେଇଥିବା ବୟାନକୁ ନେଇ ବିବାଦ ଦେଖାଦେଇଛି | ସେ କହିଥିଲେ ଯେ ରାମଙ୍କ ଅସ୍ତିତ୍ୱର କୌଣସି ଐତିହାସିକ ପ୍ରମାଣ ନାହିଁ | ଏନେଇ ତାମିଲନାଡୁ ବିଜେପି…

ଦିଲ୍ଲୀ କୋଚିଂ ସେଣ୍ଟର ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ

ନୂଆଦିଲ୍ଲୀ: ପୁରୁଣା ରାଜେନ୍ଦ୍ର ନଗର ଦୁର୍ଘଟଣା ମାମଲାର ଶୁଣାଣି ଶୁକ୍ରବାର ଦିଲ୍ଲୀ ହାଇକୋର୍ଟରେ ହୋଇଛି। ଦିଲ୍ଲୀ ଏମସିଡି କମିଶନର ଏବଂ ଡିସିପି ଦିଲ୍ଲୀ ଶୁକ୍ରବାର ହାଇକୋର୍ଟରେ ହାଜର ହୋଇଥିଲେ । ଏମସିଡି କହିଛି ଯେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ଆମେ…

ରାଜ୍ୟରେ ଆଳୁ ସମସ୍ୟା ନେଇ ବ୍ୟବସାୟୀ ସଙ୍ଘ ମାନଙ୍କ ସହ ଆଲୋଚନା କଲେ ଯୋଗାଣ ମନ୍ତ୍ରୀ

ଭଦ୍ରକ: ରାଜ୍ୟ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଭଦ୍ରକରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଆଜି ମନ୍ତ୍ରୀ ଶ୍ରୀ ପାତ୍ର ବାରିପଦା ଯାଉଥିବା ଅବସରରେ ଭଦ୍ରକ ସର୍କିଟହାଉସ ଠାରେ ତାଙ୍କୁ ଭଦ୍ରକ ଜିଲ୍ଲା ବିଜେପି…

ଦିଲ୍ଲୀରେ ଭୁଶୁଡ଼ିଲା ୨ ମହଲା କୋଠା, ଏକାଧିକ ଲୋକ ଫସି ରହିଥିବା ଆଶଙ୍କା

ଦିଲ୍ଲୀର ଏକ ଦୁଇ ମହଲା କୋଠା ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି। ଉତ୍ତର-ପଶ୍ଚିମ ଦିଲ୍ଲୀର ଜାହାଙ୍ଗିରପୁରରେ ଏହି ଅଘଟଣ ଘଟିଛି। ଭଗ୍ନାବଶେଷ ତଳେ ଏକାଧିକ ଲୋକ ଚାପି ରହିଥିବା ଆଶଙ୍କା କରାଯାଉଛି। ଖବର ପାଇ ଅଗ୍ନିଶମ ବାହିନୀ ଓ ଅନ୍ୟାନ୍ୟ ଉଦ୍ଧାରକାରୀ…

୫୨ ବର୍ଷ ପରେ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତୀୟ ହକି ଟିମ

ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଟିମ। ଦଳ ଆଜି ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ହରାଇ ଦେଇଛି। ଏଥିସହ ଦୀର୍ଘ ୫୨ ବର୍ଷ ପରେ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ ଅଷ୍ଟ୍ରେଲିଆକୁ ହରାଇବାର…

ବିଜେଡି ବସା ଖାଲି ହୋଇଯିବ : ଅରବିନ୍ଦ ଢାଲି

‘‘ବିଜେଡିର ବସା ଖାଲି ହୋଇଯିବ। ଭବିଷ୍ୟତରେ ବିଜେଡି ରହିବନି, ଚାହିଁଲେ ବି ରଖିପାରିବେନି। ଦଳରେ ଥିବା ନେତାଙ୍କ ମଧ୍ୟରେ ଯୁଦ୍ଧ ଚାଲିବ, ଦଳ ଖଣ୍ତବିଖଣ୍ଡ ହୋଇଯିବ।” ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିବା ମମତା ମହାନ୍ତ ବିଜେପିରେ ମିଶିବା ପରେ ଏପରି…

ଆସନ୍ତା ୭ରୁ ରାଜ୍ୟ ସରକାରଙ୍କ ନିବେଶକ ସମ୍ମିଳନୀ

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୭, ୮ ଓ ୯ ତାରିଖରେ ଅନୁଷ୍ଠିତ ହେବ ରାଜ୍ୟ ସରକାରଙ୍କ ନିବେଶକ ସମ୍ମିଳନୀ l ପୁଣେ ଓ ଅହମ୍ମଦାବାଦରେ ହେବ ଏହି ସମ୍ମିଳନୀ l ଏନେଇ ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ l…

ଖଟାଖଟ ନୁହେଁ, ୨୦୨୭ରେ ହେବ ସପାଚଟ୍‌ : ଯୋଗୀ ଆଦିତ୍ୟନାଥ

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିରୋଧୀଙ୍କୁ କଟାକ୍ଷ କରିଛନ୍ତି। ୨୦୨୭ ଉତ୍ତର ପ୍ରଦେଶ ନିର୍ବାଚନରେ ଖଟାଖଟ ନୁହେଁ, ବରଂ ସପାଚାଟ(ସମାଜବାଦୀ ପାର୍ଟିର ମୂଳପୋଛ) ହେବ। ଏଥିପାଇଁ ବିରୋଧୀ ପ୍ରସ୍ତୁତ ରହିଥାଆନ୍ତୁ ବୋଲି ଯୋଗୀ କହିଛନ୍ତି। ଉତ୍ତର ପ୍ରଦେଶ ବିଧାନସଭାକୁ ସମ୍ବୋଧନ…

କଟକ ତ୍ରିଶୁଳିଆ ବ୍ରିଜ୍‌ ରୁ ନଦୀକୁ ଡେଇଁ ପଡ଼ିଲେ ଯୁବକ

କଟକ: କଟକ ତ୍ରିଶୁଳିଆ ବ୍ରିଜ୍‌ ରୁ ପୁଣି ପାଣିକୁ ଡେଇଁ ନିଖୋଜ ହୋଇଯାଇଛନ୍ତି ଜଣେ ଯୁବକ । ଯୁବକ ଜଣକ ହେଲେ ତୁଷାର ଭଟ୍ଟ । ସେ ଗୁଜୁରାଟର ବୋଲି ଜଣାପଡିଛି । ତେବେ ବ୍ରିଜ୍ ଉପରେ ତାଙ୍କ କାର୍ ରହିଥିବାବେଳେ…