Month: August 2024

ସୁଭଦ୍ରା ଯୋଜନାରେ ପଞ୍ଜିକରଣ କରୁଥିବା ମହିଳାମାନଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

କଟକ : ସ୍ୱାୟତ୍ତ ଶାସନ ଦିବସ ଅବସରରେ ଶନିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକ ଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ଅବସରରେ ସୁଭଦ୍ରା ଯୋଜନାରେ…

ରାଜ୍ୟରେ ଆହୁରି ୨୫ଟି ନୂଆ ଅବକାରୀ ଥାନା ଖୋଲିବ

ଭୁବନେଶ୍ବର: ରାଜ୍ୟରେ ଆହୁରି ୨୫ଟି ନୂଆ ଅବକାରୀ ଥାନା ଖୋଲିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାର ୧୬ଟି ସ୍ଥାନରେ…

ରେଭେନ୍ସା ନାଁ ବଦଳିବା ଦରକାର: ଧର୍ମେନ୍ଦ୍ର

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନର ଆବଶ୍ୟକତା ରହିଛି। ଆଜି କଟକରେ ସ୍ୱାୟତ୍ତ ଶାସନ ଦିବସ ଉତ୍ସବରେ ଯୋଗ ଦେବା ଅବସରରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ…

ବଡ଼ଠାକୁରଙ୍କ ଆଡ଼ପ ପହଣ୍ଡି ଅଘଟଣର ପ୍ରତିକାର ପୂଜା କରିବେ ସରକାର

ପୁରୀ : ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ଆଡ଼ପ ପହଣ୍ଡି ଅଘଟଣର ପ୍ରତିକାର ପୂଜା କରିବେ ରାଜ୍ୟ ସରକାର। ଏଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ…

କନଷ୍ଟେବଳ ନିଯୁକ୍ତି ପରୀକ୍ଷା ବେଳେ ୨୫ ବେହୋସ, ୩ ମୃତ

ରାଞ୍ଚି : ଝାଡ଼ଖଣ୍ଡର ପଲାମୁରେ କନଷ୍ଟେବଳ ନିଯୁକ୍ତି ପାଇଁ ଫିଜିକାଲ ଟେଷ୍ଟ ବେଳେ ଘଟିଛି ଅଘଟଣ। ପରୀକ୍ଷା ବେଳେ ଅତ୍ୟଧିକ ଶାରୀରିକ ପରିଏଶ୍ରମ ଯୋଗୁ ପ୍ରାୟ ୨୫…

ଜମ୍ମୁ-କଶ୍ମୀର ନିର୍ବାଚନ ପୂର୍ବରୁ ବିଜେପିକୁ ଝଟ୍‌କା, ଦଳ ଛାଡ଼ିଲେ ନେତା

ଶ୍ରୀନଗର : ପାଖେଇ ଆସିଲାଣି ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ। ଏଥିପାଇଁ ସବୁ ଦଳ ଜୋରସୋର୍‌ରେ ପ୍ରସ୍ତୁତି ଚଳାଇଛନ୍ତି। ଏହାରି ଭିତରେ ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ବଡ଼…

ଭାରତକୁ ଧମକ ଦେଲେ ବାଂଲାଦେଶୀ ନେତା

ଢାକା : ବାଂଲାଦେଶରେ ଆୱାମୀ ଲିଗ୍ ସରକାର ଭାଙ୍ଗିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଭାରତରେ ଆଶ୍ରୟ ନେଇଛନ୍ତି। ବାଂଲାଦେଶରେ ନୋବେଲ ବିଜେତା ଶେଖ୍ ୟୁନୁସଙ୍କ…

ଚାଷୀ ଆନ୍ଦୋଳନରେ ଯୋଗ ଦେଲେ ଭିନେଶ ଫୋଗାଟ, କହିଲେ- ସଙ୍ଘର୍ଷ କେବେ ବେକାର ହୁଏନି

ନୂଆଦିଲ୍ଲୀ : ଶମ୍ଭୁ ସୀମାରେ ଆନ୍ଦୋଳନରତ ହଜାର ହଜାର କୃଷକଙ୍କ ସହ ସାମିଲ ହୋଇଛନ୍ତି ଅଲିମ୍ପିଆନ ଭିନେଶ ଫୋଗାଟ। ଚାଷୀ ଆନ୍ଦୋଳନକୁ 200 ଦିନ ପୂର୍ତ୍ତି ଅବସରରେ…

ପତଞ୍ଜଳି ଟୁଥ୍‌ପେଷ୍ଟରେ ଆମିଷ ? ଆକ୍ସନ୍‌ ମୁଡ୍‌ରେ ହାଇକୋର୍ଟ

ନୂଆଦିଲ୍ଲୀ : ପୁଣି ଅଡୁଆରେ ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି। ନିରାମିଶ ପ୍ରଡକ୍ଟରେ ବିକ୍ରି ହେଉଛି ଆମିଷ। ପତଞ୍ଜଳିର ଟୁଥପେଷ୍ଟ ତଥା ଦିବ୍ୟ ଦନ୍ତ ମଞ୍ଜନରେ…

‘ତୁରନ୍ତ ନ୍ୟାୟ ମହିଳାଙ୍କ ସୁରକ୍ଷାକୁ ନିଶ୍ଚିତ କରିବ’

ନୂଆଦିଲ୍ଲୀ : ମହିଳାଙ୍କ ବିରୋଧରେ ହେଉଥିବା ଅପରାଧର ତୁରନ୍ତ ନ୍ୟାୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜିଲ୍ଲା ନ୍ୟାୟପାଳିକାର ରାଷ୍ଟ୍ରୀୟ ସମ୍ମିଳନୀର ଉଦଘାଟନୀ…