Month: February 2024

ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା ଦାବି; ରାଜ୍ୟସଭାରେ ପ୍ରସଂଗ ଉଠାଇଲେ ବିଜେଡି ସାଂସଦ

ନୂଆଦିଲ୍ଲୀ/ଭୁବନେଶ୍ବର: ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିବାକୁ ସଂସଦରେ ଦାବି ଉଠିଛି। ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ରାଜ୍ୟସଭାରେ ମଙ୍ଗଳବାର ଏହି ଦାବି ଉଠାଇଛନ୍ତି। ବଜ୍ରପାତ ଯୋଗୁଁ କେମିତି ଲୋକଙ୍କ ଜୀବନ ଯାଉଛି, ଆଇଏମଡିର ତଥ୍ୟକୁ ଉପସ୍ଥାପନ କରି ଏହାକୁ ପ୍ରାକୃତିକ…

ଦୁଇ ମହିଳା ନକ୍ସଲଙ୍କ ଆତ୍ମସମର୍ପଣ, ସଙ୍ଗଠନ ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ

ବୌଦ୍ଧ : ୨ ଜଣ ହାର୍ଡକୋର ମହିଳା ନକ୍ସଲ ଦକ୍ଷିଣ ରେଞ୍ଜ IG ଜୟନାରାୟଣ ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆଜି ବୌଦ୍ଧ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ସେମାନେ IGଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କୁ ଆଇଜି ସ୍ୱାଗତ କରିବା ସହ…

ଅସଦାଚରଣ କରି ବନ୍ଧା ହେଲେ ପଦାର୍ଥ ବିଜ୍ଞାନ ଅଧ୍ୟାପକ

ରେଢାଖୋଲ : ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବନ୍ଧା ହେଲେ ପଦାର୍ଥ ବିଜ୍ଞାନ ଅଧ୍ୟାପକ। ଏପରି ଅଭିଯୋଗ ଆସିଛି ସମ୍ୱଲପୁର ଜିଲ୍ଲାରୁ। ସେପଟେ ଗିରଫ ଅଭିଯୁକ୍ତ କହୁଛନ୍ତି, କ’ଣ ହୋଇଛି ମୁଁ ଘଟଣା କିଛି ଜାଣିନାହିଁ। ନାକଟିଦେଉଳ ଥାନା ଅଞ୍ଚଳରେ ରହିଛି…

ଓଡ଼ିଶାରେ ପହଞ୍ଚିଲା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା

ଭୁବନେଶ୍ବର : ଝାଡ଼ଖଣ୍ଡରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଶେଷ କରି ଓଡ଼ିଶାରେ ପହଞ୍ଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଆଜି ଅପରାହ୍ନରେ ସେ ବୀରମିତ୍ରପୁରରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ରାଜ୍ୟ କଂଗ୍ରେସ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ରାଜ୍ୟ କଂଗ୍ରେସ…

ପ୍ରଚାର ପ୍ରସାର ଓ ବିଜ୍ଞାପନ ବାବଦରେ ଚଳିତ ଆର୍ଥିକ ବର୍ଷରେ ୧୯ କୋଟି ୭୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି: ମନ୍ତ୍ରୀ

ଭୁବନେଶ୍ବର: ପ୍ରଚାର ପ୍ରସାରରେ କେତେ ଖର୍ଚ୍ଚ କରିଛନ୍ତି ସରକାର। ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ। ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ୨୦୨୩-୨୪ ଆର୍ଥିକ ବର୍ଷରେ…

ଓଁ ଶୈଳୀରେ ମନ୍ଦିର, ୧୯ରେ ପ୍ରତିଷ୍ଠା ଉତ୍ସବ

ଜୟପୁର : ନିର୍ମାଣ ହୋଇଛି ଦେଶର ପ୍ରଥମ ଓଁ ଶୈଳୀର ମନ୍ଦିର। ରାଜସ୍ଥାନର ପାଲି ଜିଲ୍ଲା ଜାଡାନ ଗାଁରେ ତିଆରି ହୋଇଛିଏହି ମନ୍ଦିର। ପ୍ରାୟ ୨୫୦ ଏକର ଜମିରେ ନିର୍ମିତ ହୋଇଥିବା ଏହି ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆସନ୍ତା ୧୯…

ରିଲ୍ସ ନିଶା ପଡିଲା ଭାରି; ଭାସିଗଲେ ୨ଯୁବତୀ

ମାଲକାନଗିରି : ସୋଶାଲ ମିଡିଆରେ ଆଜିକାଲି ରିଲ୍ସର କ୍ରେଜ କାହିଁରେ କେତେ। ଯୁବବର୍ଗ ବି ଦିନରାତି ଏଥିରେ ମାତୁଛନ୍ତି। ଲାଇକ୍‌, କମେଣ୍ଟ, ଶେଆର ମାୟାରେ ବାୟା ଯୁବପୀଢ଼ି ବହୁ ସମୟରେ ଏଥିପାଇଁ ଅକାଳରେ ଜୀବନ ହାରୁଛନ୍ତି। ଏପରି ସମାନ ଘଟଣା ଘଟିଛି…

୨୦୨୪ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଗାଁକୁ ପାଇପ ଯୋଗେ ପିଇବା ପାଣି ଯୋଗାଇବାକୁ ଲକ୍ଷ୍ୟ ରହିଛି: ମନ୍ତ୍ରୀ

ଭୁବନେଶ୍ବର: ବଜେଟ ଅଧିବେଶନର ଦ୍ୱିତୀୟ ଦିନ ଆରମ୍ଭ ହୋଇଛି। ଗୃହକାର୍ଯ୍ୟ ଆରମ୍ଭ ସହ ସୁରୁଖୁରରେ ଚାଲିଛି ପ୍ରଶ୍ନକାଳ। ଗୃହରେ ସରଗରମ ଆଲୋଚନା ଚାଲିଛି । ବିଭିନ୍ନ ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ବିଧାନସଭାର ଦ୍ୱିତୀୟ ଦିନରେ ଗୃହର ସଦସ୍ୟଙ୍କ…

ବିଧାନସଭା ଶୂନ୍ୟକାଳରେ ଉଠିଲା ଗାଁ ସାଥୀ ପ୍ରସଙ୍ଗ

ଭୁବନେଶ୍ବର: ବିଧାନସଭା ଚାଲିବା ସମୟରେ ରାଜ୍ୟ ସରକାର ଅନେକ ଲୋକଙ୍କ ସମସ୍ୟା ସମାଧାନ ନ କରି ଥିବାରୁ ସେମାନେ ଲୋୟର ପିଏମଜିରେ ଧାରଣା ଦେଇଥାନ୍ତି। ଦିନେ ନୁହେଁ ଦୁଇ ଦିନ ନୁହେଁ ଦିନ ପରେ ଦିନ ଖରା, କାକର, ଭୋକ ଉପାସରେ…

ଟଙ୍କା ପାଇଁ ତେଲେଙ୍ଗାନାରେ ବନ୍ଧକ ଥିଲା ନାବାଳିକା; ଉଦ୍ଧାର କଲା ପୁଲିସ

ବଲାଙ୍ଗିର : କିଛିଟା ଟଙ୍କା ପାଇଁ ଆନ୍ଧ୍ରପ୍ରଦେଶର ଏକ ଇଟାଭାଟି ମାଲିକ ନିକଟରେ ବନ୍ଧକ ଥିବା ନାବାଳିକାକୁ ଉଦ୍ଧାର କରିଛି ପୁଲିସ। ବେଲପଡ଼ା ଥାନା ପୁଲିସ ଆଜି ନାବାଳିକାକୁ ଉଦ୍ଧାର କରିଛି। ନାବାଳିକାର ବୟାନ ରେକର୍ଡ ପରେ ପରିବାର ଲୋକଙ୍କୁ ତାକୁ…