Month: February 2024

ଘରୋଇ କଳିର କରୁଣ ପରିଣତି; ଶାଶୁଙ୍କୁ ପାୱାର ଚ୍ୟାନେଲ ଭିତରକୁ ଠେଲିଦେଲା ବୋହୂ

ସମ୍ବଲପୁର : ଘରୋଇ କଳିର କରୁଣ ପରିଣତି। ସାମାନ୍ୟ କଳିକୁ ନେଇ ଶାଶୁଙ୍କୁ ପାୱାର ଚେନାଲ ଭିତରକୁ ଠେଲିଦେଲା ବୋହୂ। ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ମାଝିପାଲି ଟେମ୍ପରାରୀ କଲୋନୀରେ। ପୁଲିସ ବୋହୂ ସବିତା…

ମୋଦୀଙ୍କ ପାଖରେ କୁହୁକ ପ୍ରଦୀପ ଅଛି କି ? ବିଜେପିକୁ ୩୭୦ ଆସନ ମିଳିବା ପ୍ରସଙ୍ଗରେ କହିଲେ ଫାରୁକ୍ ଅବଦୁଲ୍ଲା

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ୩୭୦ ଆସନ ଜିତିବ ଓ ଏନଡିଏ ୪୦୦ରୁ ଅଧିକ ଆସନ ଜିତିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଥିବା ଦାବି ବିରୋଧୀ ଶିବିରରେ ହଇଚଇ ସୃଷ୍ଟି କରିଛି। କିଛି ବିରୋଧୀ ଦଳ ନେତା ଏହାକୁ…

ମୋଦୀଙ୍କ ଭାଷଣ ଇସାରା କରୁଛି କି ଇଭିଏମ ସେଟ ହୋଇଯାଇଛି: ଆରଜେଡି

ନୂଆଦିଲ୍ଲୀ: ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନାର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଦେଇଥିବା ବୟାନକୁ ନେଇ ଆରଜେଡି ପ୍ରଶ୍ନ ଉଠାଇଛି | ଆରଜେଡି ନେତା ତଥା ରାଜ୍ୟସଭା ସାଂସଦ ମନୋଜ ଝା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ…

ମୋଦୀଙ୍କୁ ପ୍ରଶଂସାରେ ପୋତିଲେ କୁମାର ବିଶ୍ୱାସ

ନୂଆଦିଲ୍ଲୀ: ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଭାଗ ନେଇ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଦେଶର ଲୋକମାନଙ୍କ ଯେଉଁ ମିଜାଜ ଦେଖୁଛି ସେଥିରୁ ଲାଗୁଛି ଯେ ଏନଡିଏ ୪୦୦ରୁ ଅଧିକ ଆସନ ପାଇବ ଓ…

ପ୍ରଶ୍ନପତ୍ର ଲିକ କଲେ ୧୦ ବର୍ଷ ଜେଲ, ଲୋକସଭାରେ ବିଲ ପାସ୍‌

ନୂଆଦିଲ୍ଲୀ: ବିଭିନ୍ନ ସରକାରୀ ପ୍ରବେଶିକା ପରୀକ୍ଷା ପୂର୍ବରୁ ହେଉଥିବା ପ୍ରଶ୍ନପତ୍ର ଲିକ ଉପରେ ଲାଗିବ ରୋକ। କାରଣ ପ୍ରଶ୍ନପତ୍ର ଲିକ ରୋକିବାକୁ ସରକାର ଆଣିଥିବା ବିଲ ଆଜି ଲୋକସଭାରେ ପାସ ହୋଇଛି। ଆସନ୍ତାକାଲି Public Examinations (Prevention of Unfair Means)…

ହକି ଖେଳାଳି ବରୁଣ କୁମାରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ, ମାମଲା ରୁଜୁ

ନୂଆଦିଲ୍ଲୀ : ଭାରତୀୟ ହକି ଖେଳାଳି ବରୁଣ କୁମାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ। ବେଙ୍ଗାଲୁରୁର ଜଣେ ୨୨ ବର୍ଷୀୟ ଯୁବତୀ ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ପୁଲିସ ସୂଚନା ଅନୁସାରେ, ବରୁଣ କୁମାର ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଗତ…

ଗୋଟିଏ ଦିନ ବଢିପାରେ ବଜେଟ୍ ଅଧିବେଶନ, ଆସିବ ୟୁପିଏ ସରକାରଙ୍କ ଆର୍ଥିକ ନୀତି ଉପରେ ଶ୍ବେତପତ୍ର !

ନୂଆଦିଲ୍ଲୀ: ସଂସଦର ଚଳିତ ବଜେଟ୍ ଅଧିବେଶନକୁ ଗୋଟିଏ ଦିନ ବୃଦ୍ଧି କରାଯାଇପାରେ। ପୂର୍ବ ମିଳିତ ପ୍ରଗତିଶୀଳ ମେଣ୍ଟ (ୟୁପିଏ) ସରକାରଙ୍କ ଅର୍ଥନୈତିକ ନୀତି ବିରୋଧରେ କେନ୍ଦ୍ର ସରକାର ଶ୍ୱେତପତ୍ର ଆଣିବେ ବୋଲି କୁହାଯାଉଛି। ସୂତ୍ରରୁ ପ୍ରକାଶ ଯେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ…

ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ଼ ପାଇଁ ନୀତି ନିର୍ଘଣ୍ଟ

କୋଣାର୍କ : ଆସନ୍ତା ୧୬ ତାରିଖରେ ପଡୁଛି ପବିତ୍ର ମାଘ ସପ୍ତମୀ। ସେହିଦିନ ପ୍ରତ୍ୟୁଷରେ ହେବାକୁ ଥିବା ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ ପାଇଁ ଆଜି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ଵିତୀୟ ସମନ୍ୱୟ ବୈଠକ। ଏଥିରେ ତିନି ଠାକୁରଙ୍କ…

ଛେଳି ପାଇଁ ଗଛରେ ଡାଳ କାଟିବା କାଳ ହେଲା; ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମହିଳା ମୃତ

ଘୁ. ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଅଞ୍ଚଳରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ବ୍ଲକ ରଟିଙ୍ଗିଆ ପଞ୍ଚାୟତ ଡକେଡ଼ି ଗ୍ରାମର ଷ୍ଟିଫେନ ନାୟକଙ୍କ ସ୍ତ୍ରୀ ନିର୍ମଳା ନାୟକ ବୟସ(୬୨) ଅସାବଧନତା କାରଣରୁ ୧୧ କେଭି ବିଦ୍ୟୁତ୍ ତାର…

୧୦ ବର୍ଷରେ ୩ ଗୁଣରୁ ଅଧିକ ବଢ଼ିଛି ମଦ ରାଜସ୍ବ

ଭୁବନେଶ୍ବର: ମଦ ବିକ୍ରି ଓ କାରବାର ବଢୁଥିବା ବେଳେ ଅନ୍ୟପଟେ ଲମ୍ବି ଚାଲିଛି ଚୋରା ନିଶା ଦ୍ରବ୍ୟ କାରବାରର ସାମ୍ରାଜ୍ୟର ଚେର । ବିଧାନସଭାରେ ଅବକାରୀ ମନ୍ତ୍ରୀ ରଖିଥିବା ଉତ୍ତରରୁ ଆସିଛି ଆଖିତରାଟି ଦେଲା ଭଳି ତଥ୍ୟ । ଗତ ୧୦…