ଦିଲ୍ଲୀ ମନ୍ତ୍ରୀ ଆଣିଲେ ସାଂଘାତିକ ଅଭିଯୋଗ, ନାଲି ଆଖି ଦେଖାଇଲା ଇଡି
ନୂଆଦିଲ୍ଲୀ : ଆପ୍ ନେତ୍ରୀ ତଥା ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଆତିଶି ଆଜି ତଦନ୍ତକାରୀ ସଂସ୍ଥା ଇଡି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଇଡି ସମସ୍ତଙ୍କ ଉପରେ ଚାପ ପକାଇବା ସହ ପ୍ରମାଣରେ ହେରଫେର କରୁଥିବା ଆତିଶି ଅଭିଯୋଗ କରିଛନ୍ତି।…