Month: January 2024

ଜୋମାଟୋ ବୟଙ୍କ ଅଭିବନ ତରିକା; ବାଇକ୍‌ ବଦଳରେ ଘୋଡ଼ାରେ କଲେ ଖାଦ୍ୟ ଡେଲିଭରି

ହାଇଦ୍ରାବାଦ : ଗତ ୩ ଦିନ ଧରି ଲାଗି ରହିଥିବା ଟ୍ରକ୍‌ ଚାଳକଙ୍କ ଆନ୍ଦୋଳନ ହେତୁ ଦେଶର ବିଭିନ୍ନ ସ୍ଥାନରେ ତେଲ ଟାଙ୍କି ସମ୍ମୁଖରେ ଲାଗି ରହିଥିଲା ଅସମ୍ଭବ ଭିଡ଼ । ଏପରିକି ବହୁ ସ୍ଥାନରେ ଘଣ୍ଟା ଘଣ୍ଟା ଛିଡ଼ା ହେବା…

ଗାଜାରେ ବିମାନ ଓ କମାଣ ଆକ୍ରମଣ ବୃଦ୍ଧି କଲା ଇସ୍ରାଏଲ: ସେନା ପ୍ରତ୍ୟାହାର ଯୋଜନା

ଗାଜା: ଗାଜାରୁ କିଛି ସୈନ୍ୟ ପ୍ରତ୍ୟାହାର କରିବା ପାଇଁ ଇସ୍ରାଏଲ ଘୋଷଣା କରିବା ପରେ ଗତକାଲି ରାତି ସାରା ଦକ୍ଷିଣ ଗାଜାରେ ବିମାନ ଓ କମାଣ ଆକ୍ରମଣ ବୃଦ୍ଧି କରିଥିବା ଜଣାପଡ଼ିଛି। କିଛି ସୈନ୍ୟ ପ୍ରତ୍ୟାହାର କରିବାକୁ ଇସ୍ରାଏଲ ଘୋଷଣା କରିଥିଲେ…

ହିଣ୍ଡେନବର୍ଗ ମାମଲାରେ ଆଦାନୀ ଗ୍ରୁପକୁ କ୍ଲିନ୍‌ ଚିଟ୍‌, SIT ତଦନ୍ତକୁ ନା’

ନୂଆଦିଲ୍ଲୀ : ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟଙ୍କ ଆସିଲା ବଡ଼ ରାୟ। ଆଦାନୀ ଗ୍ରୁପକୁ ସେବି ତଦନ୍ତରେ ମିଳିଛି କ୍ଲିନ୍‌ ଚିଟ୍‌। ସେବି(SEBI)ର ତଦନ୍ତ ରିପୋର୍ଟରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସେବିର ତଦନ୍ତରେ କୌଣସି ତ୍ରୁଟି ନାହିଁ ବୋଲି…

ବଢ଼ିଲା ମହୁଆଙ୍କ ଅଡୁଆ, ଆସିଲା ଆଉ ଏକ ଅଭିଯୋଗ

ନୂଆଦିଲ୍ଲୀ :ବଢ଼ିଲା ତୃଣମୂଳ ସାଂସଦ ମହୁଆ ମୋଇତ୍ରାଙ୍କ ଅଡୁଆ। ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ଲୋକସଭାରୁ ନିଲମ୍ବିତ ହୋଇଥିବା ମହୁଆ ମୋଇତ୍ରାଙ୍କ ବିରୋଧରେ ରୁଜୁ ହେଲା ଆଉ ଏକ ମାମଲା। ଆଇନଜୀବୀ ଅନନ୍ତ ଦେହାଦ୍ରଇ ଏଥର ସିବିଆଇକୁ ଚିଠି…

ପିକ୍‌ନିକ୍‌ ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ୧୪ ଜୀବନ

ଗୌହାଟୀ : ଆସାମ ଜୋରହାଟ ଜିଲ୍ଲା ଦେରଗାଓଁ ନିକଟରେ ଆଜି ଭୋରରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପିକ୍‌ନିକ୍‌ ବସ୍‌ ସହ ଏକ ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ଏହି…

ଆଇସିସି ରାଙ୍କିଙ୍ଗ: ଟପ୍‌ ୧୦କୁ ଫେରିଲେ ବିରାଟ, ୫ମରେ ପହଞ୍ଚିଲେ ବୁମ୍‌ରା

ନୂଆଦିଲ୍ଲୀ : ନୂଆ ବର୍ଷ ୨୦୨୪ ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ପାଇଁ ଭଲ ଖବର ନେଇ ଆସିଛି। ୨୦୨୪ ବର୍ଷର ପ୍ରଥମ ଆଇସିସି ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗରେ ବିରାଟଙ୍କୁ ପ୍ରମୋସନ ମିଳିଛି। ସେ ଦୀର୍ଘ ମାସ ପରେ ବ୍ୟାଟିଂ…

ଇରାନ କବରସ୍ଥାନରେ ବିସ୍ଫୋରଣ, ୭୩ ମୃତ, ୧୭୦ ଆହତ

ତେହେରାନ: ଇରାନର କେରମାନ ସହରର ଏକ କବରସ୍ଥାନ ନିକଟରେ ବିସ୍ଫୋରଣ ଘଟି ୭୩ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୭୦ ଆହତ ହୋଇଛନ୍ତି । ସରକାରୀ ଟିଭି ଅଲ୍ ଆରବିଆର ରିପୋର୍ଟ ଅନୁଯାୟୀ, ଇରାନର ପୂର୍ବତନ କମାଣ୍ଡର କାସିମ ସୁଲେମାନୀଙ୍କୁ ଏହି…

୩୩ବର୍ଷ ପୂର୍ବେ ରାମ ମନ୍ଦିର ନିର୍ମାଣର ଭବିଷ୍ୟବାଣୀ କରିଥିଲେ ଏହି ବାବା

ନୂଆଦିଲ୍ଲୀ: ଅଯୋଧ୍ୟାରେ ଶ୍ରୀ ରାମମନ୍ଦିରରେ ରାମଲଲାଙ୍କ ପ୍ର‌ାଣପ୍ରତିଷ୍ଠା ପାଇଁ ଜୋରସୋର ପ୍ରସ୍ତୁତି ଚାଲିଛି। ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରାଣପ୍ରତିଷ୍ଠା ସମାରୋହରେ ସାମିଲ ହେବା ପାଇଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ ପଠାଯାଇଛି। ଏହି କ୍ରମରେ ଉତ୍ତରପ୍ରଦେଶର ଦେବରିଆ ଜିଲ୍ଲାର ମଇଲସ୍ଥିତ ବ୍ରହ୍ମାଋଷି…

ଆଲୋଚନା ସଫଳ, ଆନ୍ଦୋଳନ ପ୍ରତ୍ୟାହାର କରିବ ଡ୍ରାଇଭର ସଂଘ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଓ ଆନ୍ଦୋଳନକାରୀ ଡ୍ରାଇଭରଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ସଫଳ ହୋଇଛି। ନୂଆ ହିଟ୍‌ ଆଣ୍ଡ ରନ ଆଇନକୁ ବିରୋଧ କରି ଡ୍ରାଇଭରମାନେ ଦେଶବ୍ୟାପୀ କରୁଥିବା ଆନ୍ଦୋଳନ ପ୍ରତ୍ୟାହାର କରିବେ। ଏ ସମ୍ପର୍କରେ ସର୍ବଭାରତୀୟ ମୋଟର ପରିବହନ…

ସିଇସି ନିଯୁକ୍ତିରେ ସ୍ୱଚ୍ଛତା ଆଣିବାକୁ ଦାବି: ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ : ନିକଟରେ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ କମିଶନରଙ୍କ ନିଯୁକ୍ତିକୁ ନେଇ ସଂସଦରେ ପାରିତ ବିଲ୍‌କୁ ବିରୋଧ ଆରମ୍ଭ ହୋଇଛି। ଶୀତ ଅଧିବେଶନ ସମୟରେ କେନ୍ଦ୍ର ସରକାର ଉଭୟ ଲୋକସଭା ଓ ରାଜ୍ୟସଭାରେ ନୂଆ ସିଇସି ବିଲ୍‌କୁ ପାରିତ…