Month: January 2024

ଏଟିଏମ ଲୁଟ୍ ଉଦ୍ୟମ ପଣ୍ଡ, ଧରାପଡିଲେ ଦୁଇ ଲୁଟେରା

କନ୍ଧମାଳ : ଏଟିଏମ (ATM) ଲୁଟ୍ ଉଦ୍ୟମ ପଣ୍ଡ । ଧରାପଡିଲେ ଦୁଇ ଲୁଟେରା । ଫୁଲବାଣୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଥିବା ଏଟିଏମ୍ ଭାଙ୍ଗି ଲୁଟ ଉଦ୍ୟମ ବେଳେ ଦୁଇ ଲୁଟେରାଙ୍କୁ ଧରିଛି ପୋଲିସ୍ । ଉଭୟଙ୍କୁ ଅଟକ ରଖି…

ୱେବ୍ ସାମ୍ବାଦିକ ସୁରଜିତ ଧଳଙ୍କୁ ୩ ଦିନିଆ ରିମାଣ୍ଡରେ ନେବ EOW

ଭୁବନେଶ୍ଵର: ବିଲଡରଙ୍କୁ ଏକ କୋଟି ଟଙ୍କା ଠକେଇ ଅଭିଯୋଗରେ ଗତକାଲି ଗିରଫ ହୋଇଥିବା ୱେବ୍ ପୋର୍ଟାଲ୍ ସାମ୍ବାଦିକ ସୁରଜିତ ଧଳଙ୍କୁ ରିମାଣ୍ଡରେ ନେବ EOW । EOW ସୁରଜିତଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା । କିନ୍ତୁ…

ଟିଏମ୍‌ସି ନେତାଙ୍କୁ ଦିନ ଦ୍ୱିପହରେ ଗୁଳି କରି ହତ୍ୟା

ବିଚ୍‌ ରାସ୍ତାରେ ତୃଣମୂଳ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା। ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲା ବହରାମପୁରରେ ରବିବାର ଦିନ ଦ୍ୱିପହରେ ଏହି ଗୁଳିକାଣ୍ଡ ଘଟିଛି। ଏହାକୁ ନେଇ ଚାରିଆଡେ ହଇଚଇ ସୃଷ୍ଟି ହୋଇଯାଇଛି। ଲୋକସଭା ନିର୍ବାଚନ ପୂର୍ବରୁ ଜଣେ ସକ୍ରିୟ ଟିଏମ୍‌ସି…

ହାତୀ ଉଦ୍ଧାର କେନ୍ଦ୍ରରେ ଦନ୍ତା ହାତୀର ମୃତ୍ୟୁ

ଢେଙ୍କାନାଳ: ହାତୀ ଉଦ୍ଧାର କେନ୍ଦ୍ରରେ ଦନ୍ତା ହାତୀର ମୃତ୍ୟୁ । ଢେଙ୍କାନାଳ କପିଳାସ ପ୍ରାଣୀ ଉଦ୍ୟାନରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ଗତକାଲି ବୌଦ୍ଧରୁ ଆସିଥିଲା ଅସୁସ୍ଥ ଦନ୍ତା ହାତୀ । ମୃତ ହାତୀଟିର ବୟସ ୩୦ରୁ ୩୫…

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ବଣ୍ଟାଯିବ ୧ ଲକ୍ଷ ତିରୁପତି ଲଡ଼ୁ

ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାକୁ ଥିବା ଅତିଥି ଓ ଶ୍ରଦ୍ଧାଳୁମାନଙ୍କୁ ବଣ୍ଟାଯିବ ତିରୁପତିର ପ୍ରସିଦ୍ଧ ‘ଶ୍ରୀବରୀ ଲଡୁ’। ତିରୁପତି ସ୍ଥିତ ବିଶ୍ୱ ପ୍ରସିଦ୍ଧ ଭେଙ୍କଟେଶ୍ୱର ମନ୍ଦିରକୁ ପରିଚାଳନା କରୁଥିବା ତିରୁମାଲା ତିରୁପତି ଦେବସ୍ଥାନମ…

ଉତ୍ତର ଭାରତରେ ପ୍ରବଳ ଶୀତ ଜାରି

ଉତ୍ତର ଭାରତର ଅନେକ ସ୍ଥାନରେ ପ୍ରବଳ ଶୀତ ଜାରି ରହିଛି। ସେହିପରି କେନ୍ଦ୍ରୀୟ ଭାରତର କିଛି ସ୍ଥାନରେ ପ୍ରବଳ ଶୀତ ଜାରି ରହିଛି। ଦିଲ୍ଲୀ, ପଞ୍ଜାବ, ହରିୟାଣା, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ପ୍ରବଳ ଶୀତ ହେଉଥିବା ବେଳେ ଆହୁରି ଦୁଇ…

ସର୍ବସାଧାରଣଙ୍କ ପରିଦର୍ଶନ ଲାଗି ଖୋଲିଲା ରାଜଭବନ ଉଦ୍ୟାନ, ପ୍ରଥମ ଦିନ ବୁଲିଲେ ୨୫୦୦ ଲୋକ

ଭୁବନେଶ୍ବର: ସର୍ବସାଧାରଣଙ୍କ ପରିଦର୍ଶନ ଲାଗି ଶନିବାରଠାରୁ ରାଜଭବନ ଉଦ୍ୟାନ ଖୋଲିଥିବା ବେଳେ ଚଳିତ ମାସ ଛୁଟି ଦିନରେ ଲୋକସେବା ଭବନ ଉଦ୍ୟାନ ବୁଲିପାରିବେ ସାଧାରଣ ଜନତା। ଆସନ୍ତାକାଲି (ରବିବାର) ଠାରୁ ଲୋକସେବା ଭବନ ଉଦ୍ୟାନ ସାଧାରଣ ଜନତାଙ୍କ ପାଇଁ ଖୋଲା ରହିବ।…

ଜାନୁଆରି ୨୭ରେ ସମଲେଇ ପ୍ରକଳ୍ପର ଲୋକାର୍ପଣ, ମା’ଙ୍କ କାମରେ ସମସ୍ତଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ସମ୍ବଲପୁର: ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ପୀଠର ଚାଲିଛି ରୂପାନ୍ତରଣ। ଆଗାମୀ ୨୭ ତାରିଖରେ ହେବ ଏହି ପ୍ରକଳ୍ପର ଲୋକାର୍ପଣ। ଏହି ପରିପ୍ରେକ୍ଷୀରେ ଆଜି ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ, ସଭାପତି ଓ ପୂଜାରୀ ମାନେ ନବୀନ ନିବାସ…

ରାୟଗଡ଼ାରେ ଆଇନ୍‌ମନ୍ତ୍ରୀଙ୍କ ଗାଡ଼ିଧକ୍କାରେ ନାବାଳକର ଦୁଇଗୋଡ଼ ଭାଙ୍ଗିଲା, ଉତ୍ତେଜନା ପରେ ଡାକ୍ତରଖାନାରେ ଭର୍ତ୍ତି

ରାୟଗଡ଼ା: ଆଦିବାସୀ କଲ୍ୟାଣ ତଥା ଆଇନମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ି ଧକ୍କାରେ ଆଜି ଜଣେ ୪ ବର୍ଷ ବୟସର ଶିଶୁର ଦୁଇ ଗୋଡ଼ ଭାଙ୍ଗିଛି। ଗୁରୁତର ନାବାଳକ ହେଲା ନବୀନ ଗୁନୁଲୁ। ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶିଶୁ ଶରୀରର ବିଭିନ୍ନ…

୬ ମାସରେ ବାଲେଶ୍ଵର ଜିଲ୍ଲାକୁ ଆସିଛି ୧୦୩୮କୋଟି ଅନୁଦାନ: ୫ଟି ଅଧ୍ୟକ୍ଷ

ବାଲେଶ୍ଵର: ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆଜି ଦିନିକିଆ ବାଲେଶ୍ଵର ଗସ୍ତରେ ଆସି ଆମ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେବା ସହ ଜିଲ୍ଲାକୁ ୧ ନମ୍ବର କରିବାକୁ ଆହ୍ବାନ ଦେଇଛନ୍ତି। ସ୍ଥାନୀୟ ମିଶନ ପଡ଼ିଆରେ ବିଜେଡିର ‘ଆମ ଓଡ଼ିଶା ନବୀନ ଓଡ଼ିଶା’…