Month: January 2024

ଭୁବନେଶ୍ୱରରୁ ଅନ୍ତଃରାଜ୍ୟ ଠକଙ୍କୁ ଗିରଫ କଲା EOW

ଭୁବନେଶ୍ୱର : ଚାକିରି ନାଁରେ ଠକେଇ। ୩ ଜଣ ଅନ୍ତଃରାଜ୍ୟ ଠକଙ୍କୁ ଗିରଫ କଳା EOW। ଭୁବନେଶ୍ୱରରୁ ୩ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ EOW। ହାଇଦ୍ରାବାଦର ୨ ଜଣ ଓ ବାଲେଶ୍ୱରର ଜଣେ ଗିରଫ। ଏମାନଙ୍କ ପାଖରୁ ଲ୍ୟାପଟପ୍, ୮ଟି…

ମାରୁତି ଦ୍ୱିତୀୟ ଉତ୍ପାଦନ କାରଖାନା ଗୁଜରାଟରେ ସ୍ଥାପନ କରିବ

ନୂଆଦିଲ୍ଲୀ: ମାରୁତି ସୁଜୁକି ଇଣ୍ଡିଆ ଗୁଜୁରାଟରେ ଏହାର ଦ୍ୱିତୀୟ ଉତ୍ପାଦନ କାରଖାନା ସ୍ଥାପନ ପାଇଁ ୩୫,୦୦୦ କୋଟି ଟଙ୍କା ନିବେଶ କରିବ ବୋଲି ସୁଜୁକି ମୋଟର କର୍ପୋରେସନର ସଭାପତି ତୋଶିହିରୋ ସୁଜୁକି ବୁଧବାର କହିଛନ୍ତି। ଗାନ୍ଧିନଗରରେ ଆୟୋଜିତ ଦଶମ ଭାଇବ୍ରେଣ୍ଟ ଗୁଜରାଟ…

ବାଣପୁରକୁ ୩୩କୋଟି, ଫ୍ରେବୃଆରି ଶେଷରେ ଚିଲିକାକୁ ଗଡ଼ିବ ଲକ୍ଷ୍ମୀ ବସ୍ : କାର୍ତ୍ତିକ ପାଣ୍ଡିଆନ

ଖୋର୍ଦ୍ଧା: ବାଣପୁରକୁ ୩୩କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମଞ୍ଜୁର ପାଇଁ ପ୍ରତିଶ୍ରୁତି । ଚିଲିକା ନିର୍ବାଚନୀମଣ୍ଡଳୀରେ ଲକ୍ଷ୍ମୀ ଯୋଜନାରେ ପଞ୍ଚାୟତରୁ ବ୍ଲକକୁ ବସ୍ ଗଡିବ । ଆସନ୍ତା ପ୍ରେବୃଆରି ଶେଷ ଆଡକୁ ଏହାର ଶୁଭାରମ୍ଭ ହେବ ବୋଲି କହିଛନ୍ତି 5T ଓ ନବୀନ…

ଶ୍ରୀଜଗନ୍ନାଥ ବସର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପୁରୀ ଗଡ଼ିବ ସ୍ୱତନ୍ତ୍ର ବସ୍। ଶ୍ରୀଜଗନ୍ନାଥ ବସରେ ପୁରୀ ଆସିବେ ଶ୍ରଦ୍ଧାଳୁ। ୬୦ଟି ବସରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ପୁରୀକୁ ଆସିବେ। ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ଶ୍ରୀଜଗନ୍ନାଥ ବସର ଶୁଭାରମ୍ଭ କରିବେ। ଏନେଇ…

ରାଜଧାନୀରେ ଚୋରକୁ ଧରିବ Google ମ୍ୟାପ୍

ଭୁବନେଶ୍ୱର : ରାଜଧାନୀରେ ଦିନକୁ ଦିନ ବଢ଼ି ଚାଲିଛି ଚୋରି ଡ଼କାୟତି । ଗତ କିଛି ଦିନ ହେବ ଘରେ ପଶି କଳା କନା ବୁଲାଇବା ଠାରୁ ଆରମ୍ଭ କରି ରାସ୍ତାରେ ଚେନ୍ ଲୁଟେରାଙ୍କ ପ୍ରାଦୁର୍ଭାବ ବଢୁଛି । ଏଭଳି ଘଟଣା…

ନୂଆ-ଓ କାର୍ଯ୍ୟକ୍ରମରେ ଅଘଟଣ: ୨ ଛାତ୍ରୀ ଗୁରୁତର

ରାୟଗଡ଼ାରେ ନୂଆ-ଓ କାର୍ଯ୍ୟକ୍ରମରେ ଅଘଟଣ। ଠେଲାପେଲାରେ ୨ଛାତ୍ରୀ ଗୁରୁତର। ଜିଆଇସିଆର କଲେଜ ଖେଳ ପଡ଼ିଆରେ କାର୍ଯ୍ୟକ୍ରମ ବେଳେ ଏହି ଅଘଟଣ ଘଟିଛି ହୋଇଥିବା ସୂଚନା ମିଳିଛି | ଜଣେ ଛାତ୍ରୀ ଖାଇବା ଆଣିବାକୁ ଗଲାବେଳେ ଗରମ ତେଲ କଡ଼େଇରେ ପଡ଼ି ଯାଇଥିଲେ।…

ଇତିହାସ ରଚିଲା ଏସସିବି, ପ୍ରଥମ ଥର ପାଇଁ ଅସ୍ଥିମଜ୍ଜା ଟ୍ରାନ୍ସପ୍ଲାଣ୍ଟ ସଫଳ

କଟକ : କଟକ ଏସସିବି ମେଡିକାଲ କଲେଜରେ ପ୍ରଥମ ହାପଲୋ ଅସ୍ଥିମଜ୍ଜା ପ୍ରତିରୋପଣ ସଫଳ । ସଂପୂର୍ଣ୍ଣ ମାଗଣାରେ ଏହି ଚିକିତ୍ସା କରାଯାଇଛି । ଜଣେ ରକ୍ତ କର୍କଟ ରୋଗୀଙ୍କ ଶରୀରରେ ହାପଲୋ ପଦ୍ଧତିରେ ଅସ୍ଥିମଜ୍ଜା ପ୍ରତିରୋପଣ ହୋଇଥିବା ବେଳେ ଉଭୟ…

ବାଲି ଉଠାଣ ଉପରେ ହାଇକୋର୍ଟଙ୍କ ରହିତାଦେଶ

କଟକ : ମେସିନ ଦ୍ଵାରା ବାଲି ଉଠାଣ ଉପରେ ପୁଣି ରୋକ ଲଗାଇଲେ ହାଇକୋର୍ଟ । ଖଣି ବିଭାଗ ବିଜ୍ଞପ୍ତି ଉପରେ ଅନ୍ତରୀଣ ସ୍ଥଗିତାଦେଶ ଜାରି କରାଯାଇଛି । ଗତ ଡିସେମ୍ବର ୨୧ରେ ଖଣି ବିଭାଗ ପକ୍ଷରୁ ଜାରି ହୋଇଥିଲା ବିଜ୍ଞପ୍ତି।…

ଅଭିଯୁକ୍ତ ପ୍ରେମିକକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

ଖୋର୍ଦ୍ଧା : ପ୍ରେମିକାକୁ ଛୁରାମାଡ଼ ଘଟଣାରେ ମାମଲା ରୁଜୁ। ଗୁରୁତର ପ୍ରେମିକାଙ୍କ ଭାଇଙ୍କ ଏତଲା ଆଧାରରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ପ୍ରେମିକକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। ଖୋର୍ଦ୍ଧା ବରୁଣେଇ ଶିଳ୍ପାଞ୍ଚଳରେ ପ୍ରେମିକାକୁ ୧୦…

ବ୍ଲାକ୍ ପଲସର ଲୁଟେରା ସମେତ ବେଆଇନ କଫ ସିରଫ ଚାଲାଣ କାରୀକୁ ଧରିଲା ପୋଲିସ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ପୋଲିସ କୁ ପୁଣି ମିଳିଛି ବଡ ସଫଳତା । କଳା ପଲସର ଲୁଟେରା ସମେତ ବେଆଇନ କଫ ସିରଫ ଚାଲାଣକାରୀକୁ ଧରିଲା ପୋଲିସ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ।…