କୋଇଲା ଜାଳି ଶୋଇଥିଲେ, ସକାଳୁ ବନ୍ଦ ଘରୁ ମିଳିଲା ୬ ମୃତଦେହ
ପୁଣି ଜୀବନ ନେଲା କୋଇଲା ଧୂଆଁ। ଶୀତରୁ ବଞ୍ଚିବା ପାଇଁ କୋଇଲା ଅଙ୍ଗାର ଜାଳି ଶୋଇଥିଲା ପୂରା ପରିବାର। ହେଲେ ସକାଳୁ ବନ୍ଦ ଘରୁ ମିଳିଲା ମୃତଦେହ। ଗୋଟିଏ ପରିବାରର ୪ ଜଣଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି। ରାଜଧାନୀ…
ପୁଣି ଜୀବନ ନେଲା କୋଇଲା ଧୂଆଁ। ଶୀତରୁ ବଞ୍ଚିବା ପାଇଁ କୋଇଲା ଅଙ୍ଗାର ଜାଳି ଶୋଇଥିଲା ପୂରା ପରିବାର। ହେଲେ ସକାଳୁ ବନ୍ଦ ଘରୁ ମିଳିଲା ମୃତଦେହ। ଗୋଟିଏ ପରିବାରର ୪ ଜଣଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି। ରାଜଧାନୀ…
ଭୁବନେଶ୍ୱର : ଚାରିଆଡ଼ ଫୁଲର ଭଣ୍ଡାର । ମନକୁ ଯେତିକି ମୋହିତ କରୁଛି ହୃଦୟକୁ ସେତିକି ଶାନ୍ତି ବିଦେଉଛି। ପ୍ରକୃତିର ଅବଦାନ ବି ବଡ ବିଚିତ୍ର । ବିଭିନ୍ନ ଫଳ ଫୁଲ ଗଛରେ ହସି ଉଠେ ଧରଣୀ ରାଣୀ । ଲୋକମାନେ…
ଦିଲ୍ଲୀରେ ରବିବାର ସକାଳେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏହା ସହିତ ଚଳିତ ଶୀତଋତୁରେ ଆଜିର ସକାଳଟି ଦିଲ୍ଲୀ ପାଇଁ ଥିଲା ସବୁଠୁ ଥଣ୍ଡା ସକାଳ। ଲୋଧି ରୋଡ୍ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୩.୪ ଡିଗ୍ରୀ ରେକର୍ଡ…
ଢେଙ୍କାନାଳ: ଭୁବନ ଥାନା କୃଷ୍ଣପୁର ଗାଁରେ ଅଭାବନୀୟ ଘଟଣା। ଦେଢ଼ ମାସର ଛୁଆକୁ ବଞ୍ଚାଇବାକୁ ଯାଇ ଜଳିଗଲେ ମାଆ। ଗୁରୁତର ମହିଳା ଜଣଙ୍କ ଭୁବନ ଥାନା ଯମୁନାକୋଟ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁର ଗାଁର ସୁନି ପାତ୍ର। ସୂଚନା ଅନୁସାରେ, ସୁନି ତାଙ୍କର…
ଭୁବନେଶ୍ବର : ଭୁବନେଶ୍ବର ଉପକଣ୍ଠ ବଡରଘୁନାଥପୁରଠାରେ ଥିବା ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତା ଏବଂ ନାଚଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ଛାତ୍ରଛାତ୍ରୀମାନେ ଦୌଡ଼, ଲଙ୍ଗଜମ୍ପ, ହାଇଜମ୍ପ…
ଭୁବନେଶ୍ବର : ‘ଆଜି ଦିଲ୍ଲୀ ଓ ମୁମ୍ବାଇ ପରି ମେଟ୍ରୋ ନଗରୀର ଯେତିକି ଉନ୍ନତି ହେଉଛି, ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବି ସେତିକି ଉନ୍ନତି ହେଉଛି। ଏବେ ନର୍ଥଇଷ୍ଟ ଭାରତର ନୂଆ ଇଞ୍ଜିନ ପାଲଟିଛି।’ ଆଜି ‘ଓଟିଭି’ର ବାର୍ଷିକ ଚିନ୍ତନ କାର୍ଯ୍ୟକ୍ରମ ‘ଫୋର୍ସାଇଟ୍-୨୦୨୪’ର…
ଭୁବନେଶ୍ବର : ଏଆଇସିସି ପକ୍ଷରୁ ଓଡ଼ିଶା ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ଘୋଷଣା କରାଯାଇଛି। କମିଟିରେ ଜଣେ ଅଧ୍ୟକ୍ଷଙ୍କ ସହ ୧୮ ସଦସ୍ୟ ସ୍ଥାନୀତ ହୋଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ ନିର୍ବାଚନ କମିଟିର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ଆସନ୍ତା…
ଭୁବନେଶ୍ବର: ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରି, ବାଲେଶ୍ବର, ଗଜପତି, ଢେଙ୍କାନାଳ, କେନ୍ଦୁଝର ଓ କଟକ ଆଦି ୬ଟି ଜିଲ୍ଲାର ୩୨୭ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି ।…
କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ପକ୍ଷରୁ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ଓଏସ୍ଏସ୍ଟିଇଟି) ଜାନୁଆରୀ ୧୯ରେ ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟରେ ୪୭,୭୪୪ ପରୀକ୍ଷାର୍ଥୀଙ୍କ ନିମନ୍ତେ ୧୬୫ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା ହୋଇଛି। ପୂର୍ବାହ୍ଣ ୯ଟାରୁ ୧୧ଟା…
ଭୁବନେଶ୍ବର: ଇନ୍ଦୋର ରଣଜୀରେ ଉଦୀୟମାନ କ୍ରିକେଟର ଶୁଭ୍ରାଂଶୁ ସେନାପତି ଅପରାଜିତ ଦ୍ବିଶତକ ହାସଲ କରିଛନ୍ତି। ମଧ୍ୟ ପ୍ରଦେଶ ବିପକ୍ଷ ରଣଜୀରେ ଅପରାଜିତ ୨୭୭ ରନ ସଂଗ୍ରହ ସହ ରେକର୍ଡ ସୃଷ୍ଟି କରିଛନ୍ତି। ୧୯ଟି ଚୌକା ଓ ୧୧ଟି ଛକା ଜରିଆରେ ଶୁଭ୍ରାଂଶୁଙ୍କ…