Month: December 2023

ଘର କାନ୍ଥ ପଡି ଦୁଇ ମୃତ

କୁଚିଣ୍ଡା : ଘର କାନ୍ଥ ପଡି ଦୁଇ ମୃତ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ବିଜାଡିହି ଗାଁରେ ଘର କାନ୍ଥ ମରାମତି ପାଇଁ ପୁରୁଣା କାନ୍ଥ ଭାଙ୍ଗୁଥିବା ବେଳେ ଉପରେ ପଡ଼ି ଯାଇଥିଲା କାନ୍ଥ। ଫଳରେ ଜଣେ ମହିଳା ଓ ଜଣେ…

୮ମ ବେତନ କମିସନ୍‌ ଗଠନ ପାଇଁ ଯୋଜନା ହୋଇନାହିଁ: ଅର୍ଥ ସଚିବ

ନୂଆଦିଲ୍ଲୀ: ଆସନ୍ତାବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରାୟ ୫.୪ ନିୟୁତ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କ ନିମନ୍ତେ ଅଷ୍ଟମ ବେତନ କମିସନ ଗଠନ କରିବାକୁ ସରକାର ଯୋଜନା କରି ନ ଥିବା କଥା ଗୁରୁବାର ଦିନ ଅର୍ଥ ସଚିବ ଟି.…

ଟ୍ରକକୁ ପିଟିଲା ଭ୍ୟାନ୍, ୮ଜଣଙ୍କ ମୃତ୍ୟୁ, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଟଗାଁରେ ଦୁର୍ଘଟଣା ଘଟି ୮ଜଣଙ୍କ ମୃତ୍ୟୁ ଘଟଣା । ମୃତକଙ୍କ ପରିବାରକୁ ୩ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଏବଂ…

୯୭% ୨୦୦୦ ଟଙ୍କିଆ ନୋଟ ଫେରିଆସିଲାଣି : ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଶୁକ୍ରବାର କହିଛି ଯେ, ୨୦୨୩ ମେ’ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ଇତି ମଧ୍ୟରେ ଫେରସ୍ତ ଆସିଯାଇଛି । ଏହା ସହିତ ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଦେଇଛନ୍ତି…

ବିଚ୍‌ ରାସ୍ତାରୁ ଶିକ୍ଷୟିତ୍ରୀ ଅପହୃତ

ସ୍କୁଲରୁ ଖୁସି ମନରେ ଘରକୁ ଫେରୁଥିଲେ ଶିକ୍ଷୟିତ୍ରୀ। ମାତ୍ର ବାଟରେ ଘଟିଗଲା ଅଘଟଣ। କିଛି ଅଜଣା ବ୍ୟକ୍ତି ହଠାତ୍‌ ଏକ କାର୍‌ରେ ତାଙ୍କୁ ଜୋର ଜବରଦସ୍ତ ଅପହରଣ କରି ନେଇଗଲେ। ଅପହରଣର ସମସ୍ତ ଘଟଣା ସିସିଟିଭିରେ ରେକର୍ଡ ହୋଇ ଯାଇଛି। ଏହି…