Month: December 2023

୨୦ ଲକ୍ଷ ଟଙ୍କା ‘ଲାଞ୍ଚ’ ନେଉଥିବା ବେଳେ ଧରାପଡ଼ିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ

ଚେନ୍ନାଇ/ ନୂଆଦିଲ୍ଲୀ: ତାମିଲନାଡୁର ଦିଣ୍ଡିଗୁଲରେ ଜଣେ ସରକାରୀ କର୍ମଚାରୀଙ୍କଠାରୁ ନଗଦ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଜଣେ ଅଧିକାରୀଙ୍କୁ ଗିରଫ କରାଯାଇଛି। ତାଙ୍କୁ ରାଜ୍ୟ ଭିଜିଲାନ୍‌ସ ଓ ଦୁର୍ନୀତି ନିବାରଣ ବିଭାଗ…

ଆପ୍‌ ସାଂସଦ ସଞ୍ଜୟ ସିଂହଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀର ନୂତନ ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଆମ୍‌ ଆଦମୀ ପାର୍ଟି (ଆପ୍‌) ସାଂସଦ ସଞ୍ଜୟ ସିଂହଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ଚାର୍ଜସିଟ୍‌ ଦାଖଲ କରିଛି। ପ୍ରିଭେନସନ୍‌ ଅଫ୍‌ ମନି ଲଣ୍ଡରିଂ ଆକ୍ଟ…

ମହିଳାଙ୍କୁ ‘ଡିଜିଟାଲ ଗିରଫ’ କରି ନେଇଗଲେ ଲକ୍ଷାଧିକ ଟଙ୍କା

ନୂଆଦିଲ୍ଲୀ : ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ଜଣେ ମହିଳାଙ୍କୁ ସାଇବର ଠକମାନେ ଡିଜିଟାଲ ଉପାୟରେ ଗିରଫ କରି ତାଙ୍କ ଠାରୁ ନେଇ ଯାଇଛନ୍ତି ଲକ୍ଷାଧିକ ଟଙ୍କା। ନୋଏଡାରେ ରହୁଥିବା ଜଣେ ମହିଳାଙ୍କ ସହ ଏପରି ଘଟଣା ଘଟିଛି।…

ତିହାର ଜେଲରେ ନକଲି କର୍ମଚାରୀ! ବରଖାସ୍ତ ହେଲେ ୫୦

ନୂଆଦିଲ୍ଲୀ : ଦିଲ୍ଲୀର ତିହାର ଜେଲରେ ନକଲି କର୍ମଚାରୀ। ଦୀର୍ଘଦିନରୁ ନକଲି କର୍ମଚାରୀମାନେ କାମ କରୁଥିଲେ ହେଁ କାହା ପାଖରେ ଖବର ନଥିଲେ। କିନ୍ତୁ ନିକଟରେ ହୋଇଥିବା ଭେରିଫିକେସନ ଡ୍ରାଇଭ ସମୟରେ ୫୦ ଜଣ କର୍ମଚାରୀଙ୍କ ବାୟୋମେଟ୍ରିକ ପୂର୍ବରୁ ପଞ୍ଜିକୃତ ତଥ୍ୟ…

ମହାରାଷ୍ଟ୍ର କୃଷକଙ୍କ ଅଜବ ଦାବି, ଗଞ୍ଜେଇ ଚାଷକୁ ଦିଅନ୍ତୁ ଅନୁମତି

ନୂଆଦିଲ୍ଲୀ : କପାଚାଷ କ୍ଷେତ୍ରରେ ମହାରାଷ୍ଟ୍ରରର ୟବତମାଳ ବେଶ୍ ଜଣାଶୁଣା। ଏହି ଅଞ୍ଚଳ କୃଷି ଆତ୍ମହତ୍ୟାକୁ ନେଇ ମଧ୍ୟ କୁଖ୍ୟାତି ଅର୍ଜନ କରିଛି। ବର୍ତ୍ତମାନ ୟବତମାଳର ଚାଷୀମାନେ ପ୍ରଶାସନ ନିକଟରେ ଏକ ଅଜବ ଦାବି ଉପସ୍ଥାପନ କରିଛନ୍ତି, ଯାହାକୁ ନେଇ ବେଶ୍…

ନିର୍ବାଚନ ଫଳାଫଳ ପୂର୍ବରୁ ମୋଦିଙ୍କୁ ଚିଠି ଲେଖିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଆସନ୍ତାକାଲି ଘୋଷଣା ହେବ ନିର୍ବାଚନ ଫଳାଫଳ। ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ। ସେ ଚିଠି ମାଧ୍ୟମରେ ମହାଦେବ ଆପ୍‌ ସମେତ ଅନ୍‌ଲାଇନ୍‌ ବେଟିଂ ଆପ୍‌ ସହ ଜଡିତ…

ବିଚ୍‌ ରାସ୍ତାରେ ମଣିପୁର ଦମ୍ପତିଙ୍କୁ ନିର୍ଧୁମ ପିଟିଲେ, ଘୋଷାରି ନେଲେ

ଇମ୍ଫାଲ : ବିଚ୍‌ ରାସ୍ତାରେ ମଣିପୁର ଦମ୍ପତିଙ୍କ ଉପରେ ଆକ୍ରମଣ। ୮ରୁ ୯ ଦୁର୍ବୃତ୍ତ ଆସି ଦମ୍ପତିଙ୍କୁ କଲେ ମାର୍‌ପିଟ୍‌। ବର୍ଷାଇଲେ ଲାତ ଗୋଇଠା। କେବଳ ସେତିକି ନୁହେଁ ରାସ୍ତା ଉପରେ ତଳେ ପକାଇ ଘୋଷାରି ନେଲେ। ରାଜଧାନୀ ଦିଲ୍ଲୀରେ ଘଟିଛି…

ସୂର୍ଯ୍ୟଙ୍କୁ ଦେଖିଲା ଆଦିତ୍ୟ-ଏଲ୍‌୧, ଆକ୍ଟିଭ୍ ହେଲା ଦ୍ୱିତୀୟ ଉପକରଣ

ନୂଆଦିଲ୍ଲୀ : ସୂର୍ଯ୍ୟର ଅଧ୍ୟୟନ ସହ ଜଡିତ ଭାରତର ମହତ୍ୱାକାଂକ୍ଷି ମିଶନ ଆଦିତ୍ୟ- ଏଲ୧କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ସୂର୍ଯ୍ୟକୁ ଦେଖିଛି ଆଦିତ୍ୟ ଏଲ୍୧। ସେ ସୋଲାର ଓ୍ୱିଣ୍ଡକୁ ଅବଜରଭ କରିବା ଆରମ୍ଭ କରିଛି। ଏନେଇ…

୬୪,୦୦୦ ଡେଇଁଲା ସୁନା ଦର

ନୂଆଦିଲ୍ଲୀ : ଏବେ ଚାଲିଛି ବିବାହ ଋତୁ। ବିବାହ ସିଜନ ଚାଲିଥିବା ବେଳେ ଆକାଶ ଛୁଆଁ ହୋଇଛି ସୁନା ଦର। ହୁ ହୁ ହୋଇ ବଢ଼ି ଚାଲିଛି ସୁନାର ଦାମ। ୧୦ ଗ୍ରାମ ପିଛା ସୁନା ଦାର ୬୪,୦୦୦ ଡେଇଁ ଥିବା…

ଜୀବିତ ଫେରିଲେ ‘ମୃତ’ ବ୍ୟକ୍ତି, ପୁନଃ ନାମକରଣ ସାଙ୍ଗକୁ ହେଲା ପୁନର୍ବିବାହ

ନୂଆଦିଲ୍ଲୀ : ବର୍ଷେ ହେବ ମିଳୁନଥିଲା ପୁଅର ପତ୍ତା, ଗଲା ନଭେମ୍ବର ୨୫ରେ ମୃତ୍ୟୁ ଖବର ଶୁଣି ଅନ୍ତିମ ସତ୍କାର ମଧ୍ୟ କରି ଦେଇଥିଲେ ପରିବାର ଲୋକେ। ସ୍ତ୍ରୀ ବି ସ୍ୱାମୀ ବିୟୋଗର ସମସ୍ତ ରୀତି-ନୀତି ମାନିଥିଲେ। ହେଲେ ହଠାତ୍ ଏହି…