Month: December 2023

ଅମଳ ହେବାକୁ ଥିବା ଧାନରେ ବର୍ଷାର ପ୍ରଭାବ; ଚିନ୍ତାରେ ଚାଷୀ

କଲମପୁର: ବର୍ଷା ଅଭାବ, ଜଳସେଚନରେ ଅନିୟମିତତା, ରୋଗ ପୋକର ପ୍ରଭାବ, ସାର ଏବଂ କୀଟନାଶକର ଆକାଶ ଛୁଆଁ ଦରଦାମ ଏବଂ ଶ୍ରମିକ ସମସ୍ୟା ଭଳି ପ୍ରତିକୂଳ ପରିସ୍ଥିତିରେ ଚାଷୀ କରିଥିଲା ଚାଷ। ଏବେ ଚାଷ ଅମଳର ସମୟ। ଚାଷ ଜମିରେ ଧାନ…

ମହୋଦଧି ଦିବସ ଆଜି: ପ୍ଲାଷ୍ଟିକ୍‌ ବର୍ଜ୍ୟରେ ସମୁଦ୍ର ବିଷାକ୍ତ

ପୁରୀ: ପ୍ଲାଷ୍ଟିକ୍‌ ବର୍ଜ୍ୟ ସମୁଦ୍ର ପାଇଁ ଅଭିଶାପ ପାଲଟିଛି। ପ୍ଲାଷ୍ଟିକ୍‌ର ମାତ୍ରାଧିକ ବ୍ୟବହାର ଯୋଗୁ ଏହା ନଦୀ ମୁହାଣ ଦେଇ ସମୁଦ୍ର ମଧ୍ୟକୁ ଯାଉଛି। ଏହା ଦ୍ବାରା ମାଛ ଓ ସାମୁଦ୍ରିକ ଜୀବମାନେ ପ୍ରଭାବିତ ହେଉଛନ୍ତି। ଏପରିକି କିଛି ମାଛ ପଲିଥିନ…

ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଅଟକି ରହିଛି ଯାନବାହନ

କୋରାପୁଟ : ଲଗାଣ ବର୍ଷା ଯୋଗୁଁ ମାଟି ଅତଡ଼ା ଧସି ରାସ୍ତା ଅବରୋଧ। କୋରାପୁଟ ଜିଲ୍ଲା ନାରାୟଣପାଟଣା ତଳଗୁମାଣ୍ଡି ପଞ୍ଚାୟତ ବରିପୁଟରେ ବର୍ଷା ଯୋଗୁ ପାହାଡ଼ରୁ ମାଟି ଅତଡା ଓ ପଥର ଧସିଛି। ଗତକାଲି ମଧ୍ୟ ରାତ୍ରୀରୁ ପଥର ଧସିଥିବାରୁ ରାସ୍ତା…

ଶାନ୍ତ ଓ ସୁଖୀ ଦିଶିବା ପାଇଁ ମୁକ୍ତ ପଣବନ୍ଦୀଙ୍କୁ ‘ଡ୍ରଗ୍‌’ ଦେଇଥିଲା ହମାସ୍‌: ଇସ୍ରାଏଲ୍‌

ଜେରୁଜେଲମ୍‌: ଶାନ୍ତ ଓ ସୁଖୀ ଦିଶିବା ପାଇଁ ଗାଜାରୁ ମୁକ୍ତ ପଣବନ୍ଦୀମାନଙ୍କୁ ହମାସ୍‌ ‘ଡ୍ରଗ୍‌’ ଦେଇଥିବା କଥା ମଙ୍ଗଳବାର ଦିନ ଜଣେ ଇସ୍ରାଏଲୀୟ ସରକାରୀ ଅଧିକାରୀ କହିଛନ୍ତି। ଇସ୍ରାଏଲୀୟ ଅଧିକାରୀଜଣକ କହିଛନ୍ତି, ହମାସ ଆତଙ୍କବାଦୀମାନେ ଧରି ନେଇଥିବା ପ୍ରାୟ ୨୪୦ଜଣ ପଣବନ୍ଦୀଙ୍କ…

ସୁଖଦେବ ସିଂହ ଗୋଗାମେଡି ହତ୍ୟା ଘଟଣା; ଗୁଳି ମାଡ଼ କରିଥିବା ଦୁଇ ଯୁବକ ଚିହ୍ନଟ

କର୍ଣ୍ଣି ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡିଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ ଅଶାନ୍ତ ହୋଇ ଉଠିଛି ରାଜସ୍ଥାନ । ଏହା ପ୍ରତିବାଦରେ ଆଜି ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ଏହି ହତ୍ୟାକାଣ୍ଡ ପଛରେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ…

ଆମ ସେନା ଜିତିଥିଲେ ବି ନେହରୁଙ୍କ ଭୁଲରୁ ପିଓକେ ସୃଷ୍ଟି ହେଲା : ଅମିତ ଶାହା

ନୂଆଦିଲ୍ଲୀ: ଲୋକସଭାରେ ବୁଧବାର ଜମ୍ମୁ-କଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ୍ ୨୦୨୩ ଏବଂ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍ ୨୦୨୩ ଉପରେ ଆଲୋଚନା ବେଳେ କଂଗ୍ରେସ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଜଓ୍ବାହରଲାଲ ନେହରୁଙ୍କୁ ଟାର୍ଗେଟ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ନେହରୁଙ୍କ ଭୁଲ…

‘ଗୋମୂତ୍ର’ ବୟାନକୁ ନେଇ ବଢ଼ିଲା ବିବାଦ, କ୍ଷମା ମାଗିଲେ ଡିଏମ୍‌କେ ସାଂସଦ

ହିନ୍ଦୀ ହାର୍ଟ ଲ୍ୟାଣ୍ଡ ରାଜ୍ୟକୁ ଗୋମୂତ୍ର ରାଜ୍ୟ କହି ପରିହାସ କଲେ। ବିବାଦ ବଢ଼ିବା ପରେ ଏବେ କ୍ଷମା ମାଗିଲେ। ବୁଧବାର ସଂସଦରେ ଡିଏମ୍‌କେ ସାଂସଦ ସେନ୍ଥିଲକୁମାର ନିଜ ଦେଇଥିବା ବୟାନକୁ ଫେରାଇ ନେଇଛନ୍ତି। ଏଥିସହ ସମସ୍ତଙ୍କ ସାମ୍ନାରେ ସେ କ୍ଷମା…

ଲସ୍କର୍‌ ଆତଙ୍କବାଦୀ ହଞ୍ଜ୍‌ଲା ଆଦ୍‌ନାନ୍‌ କୁ ପାକିସ୍ତାନରେ ଗୁଳି କରି ହତ୍ୟା

ଟଳିଲା ଉଧମପୁର ଆତଙ୍କବାଦର ଆକ୍ରମଣର ମାଷ୍ଟର ମାଇଣ୍ଡ। ‘ଲସ୍କର୍‌-ଏ-ତୋଇବା’ର ଆତଙ୍କବାଦୀ ଆଦ୍‌ନାନା ଅହମ୍ମଦ ହଞ୍ଜଲାକୁ ପାକିସ୍ତାନର କରାଚୀରେ ଅଜ୍ଞାତ ବନ୍ଧୁକଧାରୀମାନେ ଗୁଳି ମାରି ହତ୍ୟା କରିଥିବା ଜଣାପଡିଛି। ୨୦୧୫ରେ ଜମ୍ମୁ କଶ୍ମୀର ଉଧମପୁରରେ ସେନା ଗାଡ଼ି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର…

ମି‌ଜୋରାମ୍‌ର ସର୍ବକନିଷ୍ଠା ବିଧାୟିକା ‘ଟିଭି ଆଙ୍କର୍‌’ ବେରିଲ୍‌ ବନ୍ନେଇସାଙ୍ଗୀ

ଆଇଜୋଲ୍‌: ଚଳିତ ମିଜୋରାମ୍‌ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବା ବିଧାୟକ/ବିଧାୟିକାମାନଙ୍କ ମଧ୍ୟରେ ଉଲ୍ଲେଖଯୋଗ୍ୟସଂଖ୍ୟକ ‘ଇନ୍‌ଷ୍ଟାଗ୍ରାମ୍‌’ ଫଲୋୟର୍ସ ଥିବା ‘ଟିଭି ଆଙ୍କର୍‌’ ବେରିଲ୍‌ ବନ୍ନେଇସାଙ୍ଗୀ ରାଜ୍ୟର ସର୍ବକିନିଷ୍ଠ ବିଧାୟିକା ହେବାର ଗୌରବ ଅର୍ଜନ କରିଛନ୍ତି। ‘ଜୋରାମ୍‌ ପିପୁଲ୍‌ସ୍‌ ମୋଭ୍‌ମେଣ୍ଟ୍‌’ (ଜେଡ୍‌ପିଏମ୍‌) ଟିକେଟ୍‌ରେ ଦକ୍ଷିଣ…

୨୦ ଗ୍ରାମ ବ୍ରାଉନସୁଗାର ସହ ବନ୍ଧୁକ ଓ ଗୁଳି ଜବତ, ୪ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡିରୁ ଥାନା ଉନ୍ନୀତ ହେବା ପରେ ପ୍ରଥମ ଥର ପାଇଁ ଏକ ଉଲ୍ଲେଖନୀୟ ଘଟଣାକ୍ରମେ ବରୁଣେଇ ଅଞ୍ଚଳରୁ ୨୦ ଗ୍ରାମ ବ୍ରାଉନସୁଗାର ସହ ଗୋଟିଏ ବନ୍ଧୁକ, ଗୁଳି ଜବତ କରିଛି। ଏହି ଘଟଣାରେ ବିଭିନ୍ନ ପଡ଼ୋଶୀ ଜିଲ୍ଲାର…