Month: December 2023

ଅର୍ଚ୍ଚନା ନାଗଙ୍କୁ ସତର୍କତା ଅବଲମ୍ବନ ପାଳନ କରିବାକୁ ପଡ଼ିବ: ଓକିଲ

ଭୁବନେଶ୍ବର: ଦୀର୍ଘ ୧୪ ମାସ ପରେ ଅର୍ଚ୍ଚନା ନାଗ ଆଜି ସକାଳେ ସେ ଝାରପଡ଼ା ଜେଲରୁ ମୁକୁଳିଛନ୍ତି। କିନ୍ତୁ ଗଣମାଧ୍ୟମ ଆଗରେ ବୟାନ ଦେବା ପୂର୍ବରୁ ଅର୍ଚ୍ଚନା ନାଗଙ୍କୁ ସତର୍କତା ଅବଲମ୍ବନ ପାଳନ କରିବାକୁ ପଡ଼ିବ ବୋଲି ତାଙ୍କ ଓକିଲ ଜୟଦୀପ…

ଜେଲ୍‌ରୁ ମୁକୁଳି ‘ଲ’ ପରୀକ୍ଷା ଦେଲେ ଅର୍ଚ୍ଚନା

ଭୁବନେଶ୍ୱର,୧୨।୧୨: ଦୀର୍ଘ ୧୪ ମାସ ପରେ ଅର୍ଚ୍ଚନା ନାଗ ମଙ୍ଗଳବାର ଜେଲ୍‌ରୁ ମୁକୁଳିଛନ୍ତି । ସକାଳେ ଅର୍ଚ୍ଚନା ଝାରପଡ଼ା ଜେଲ୍‌ରୁ ବାହାରିଥିଲେ। ତାଙ୍କ ସହିତ ତାଙ୍କ ସ୍ବାମୀ ଜଗବନ୍ଧୁ ମଧ୍ୟ ଥିଲେ । ପରେ ସେଠାରୁ ସେ ଘରକୁ ଯାଇ ପରେ…

୩ ସଂସ୍ଥା ଗଣିଲେ ୫୦ ହଜାର ଲେଖାଏ ଜରିମାନା

ଭୁବନେଶ୍ୱର,୧୨।୧୨:ଭୁବନେଶ୍ୱରରେ ଟୁ-ଲେଟ୍‌ ଲଗାଉଥିଲେ ସାବଧାନ। କାନ୍ଥ କିମ୍ବା ବିଦ୍ୟୁତ୍‌ ଖୁଣ୍ଟରେ ମଧ୍ୟ ଟୁଲେଟ୍‌ ଲଗାଇ ପାରିବେ ନାହିଁ। କାରଣ ଏହି ଟୁ-ଲେଟ୍‌ ବିଜ୍ଞାପନ ଲଗାଇ ୩ ସଂସ୍ଥା ୫୦ ହଜାରଟଙ୍କା ଲେଖାଏ ଜରିମାନା ଦେଇଛନ୍ତି। ବିଏମ୍‌ସି ଏହି ଟଙ୍କା ନୟାପଲ୍ଲୀ ଅଞ୍ଚଳର…

କାଶତଣ୍ଡି ଜଙ୍ଗଲରେ ପୋତି ହୋଇଗଲାଣି ଶଯ୍ୟା

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ଜୀବନରେଖା ଲୋହରାଖଣ୍ଡି ନଦୀ ନିଜ ସତ୍ତା ହରାଇବାକୁ ଯାଉଛି। ପରିବେଶବିତ୍‌ମାନେ ଏହି ଆଶଙ୍କା ପ୍ରକଟ କରିଛନ୍ତି। କାରଣ ନଦୀରେ ପାଣି ନାହିଁ କି ନଦୀପଠାରେ ବାଲି ବି ଦେଖାଯାଉନି। ଦିନେ ପାଣିର ଧାର ବହିଯାଉଥିବା…

ଡିସେମ୍ବର ୨୪ରେ ସମ୍ବଲପୁର ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସମ୍ବଲପୁର: ଡିସେମ୍ବର ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁର ଆସୁଥିବା ଜଣାଯାଇଛି। ଏନେଇ ପିଏମଓରୁ କୌଣସି ସୂଚନା ଦିଆଯାଇ ନଥିଲେ ବି ବିଶ୍ବସ୍ତ ସୂତ୍ରରୁ ଏନେଇ ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁରରେ ଆଇଆଇଏମର ନୂତନ କ୍ୟାମ୍ପସ୍ ଉଦଘାଟନ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚାରି ବର୍ଗର ଉତ୍ଥାନ ଫର୍ମୁଲା ଓଡ଼ିଶାରେ ଆପଣେଇବ ବିଜେପି: ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚାରି ବର୍ଗର ଉତ୍ଥାନ ଫର୍ମୁଲା ଓଡ଼ିଶାରେ ବିଜେପି ଆପଣେଇବ। ମୋଦୀଙ୍କ ଗଭର୍ନାନ୍ସ ମଡେଲ ଓଡ଼ିଶାରେ ଆଣିବାକୁ ପଡ଼ିବ। ଏଭଳି କହିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ସେବା ସୁଶାସନ…

ମଣ୍ଡି ଚାଲ ଅଭିଯାନ କରିବ କିସାନ କଂଗ୍ରେସ: ଶରତ ପଟ୍ଟନାୟକ

ଭୁବନେଶ୍ବର: କିସାନ କଂଗ୍ରେସ ମଣ୍ଡି ଚାଲ ଅଭିଯାନ କରିବ। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ସେ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ଡିସେମ୍ବର ୧୩ରୁ ଜାନୁୟାରି ୧୩ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ମଣ୍ଡି ଚାଲ ଅଭିଯାନ ହେବ।…

ଅରୁଣାଚଳରୁ ଆବିଷ୍କାର ହେଲା ବତକ ପରି ରାବୁଥିବା ବେଙ୍ଗ

ଇଟାନଗର: ଇଂଲାଣ୍ଡର ଉଲ୍‌ଭରହାମ୍ପଟନ୍‌ ବିଶ୍ବବିଦ୍ୟାଳୟର ଗବେଷକମାନେ ଅରୁଣାଚଳ ପ୍ରଦେଶର ନାମ୍‌ଦଫା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିକଟରେ ଏକ ନୂତନ ପ୍ରଜାତିର ବେଙ୍ଗ ଆବିଷ୍କାର କରିଛନ୍ତି, ଯାହାକୁ ସେମାନେ ‘ମ୍ୟୁଜିକ୍ ଫ୍ରଗ୍‌’ର ଆଖ୍ୟା ଦେଇଛନ୍ତି। ତାହାର ରଡ଼ିରେ ଦୁଇରୁ ତିନି ପ୍ରକାରର ସ୍ବର…

ପୁଣି ଖସିଲା ପାରଦ: ବଢ଼ିଲା ଶୀତ, ଜାଡ଼ରେ ଥରୁଛି ଘୁମୁସର ଉଦୟଗିରି

ଘୁ.ଉଦୟଗିରି: ଗତବର୍ଷ ଶୀତ ଋତୁରେ ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡା ସହର ଭାବେ ବେଶ ପରିଚିତ ହୋଇଥିବା କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସହର ଚଳିତ ବର୍ଷ ପୁଣି ସେଇ ଥଣ୍ଡା ପାଇଁ ଚର୍ଚ୍ଚାରେ ରହିଛି। ଲଗାତାର ତିନି ଦିନ…

ରାଜ୍ୟପାଳଙ୍କ ନିକଟରେ ପହଞ୍ଚିଲା ଅଯୋଧ୍ୟାରୁ ଅକ୍ଷତ କଳସ ସହ ନିମନ୍ତ୍ରଣ

ଭୁବନେଶ୍ବର: ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଅଯୋଧ୍ୟାରୁ ନିମନ୍ତ୍ରଣ ଅକ୍ଷତ କଳସ ଆସି ଭୁବନେଶ୍ୱରରେ ପହଞ୍ଚିଛି। ଆଜି ବିଶ୍ବ ହିନ୍ଦୁ ପରିଷଦର କର୍ମକର୍ତ୍ତାମାନେ ଏହି ଅକ୍ଷତ, ପୁଷ୍ପ ଓ ନିମନ୍ତ୍ରଣ ପତ୍ର ନେଇ ରାଜ୍ୟପାଳ ରଘୁବର ଦାସଙ୍କ ନିକଟରେ ପହଞ୍ଚିଛନ୍ତି। ରାଜ୍ୟର ସର୍ବୋଚ୍ଚ…