Month: December 2023

ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅ କହିବା ପରେ ହୃଦଘାତରେ ଟଳିପଡ଼ିଲେ ଆଇଆଇଟି ପ୍ରଫେସର

ଆଇଆଇଟି କାନପୁରରେ ଏକ ଆଲୁମିନି ମିଟ୍ କାର୍ଯ୍ୟକ୍ରମରେ ଭାଷଣ ଦେଉଥିବା ବେଳେ ହୃଦଘାତରେ ଜଣେ ସିନିୟର ପ୍ରଫେସରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସମୀର ଖାଣ୍ଡେକର। ତାଙ୍କୁ ୫୫ ବର୍ଷ ହୋଇଥିଲା। ସେ ଆଇଆଇଟି କାନପୁରରେ ମେକାନିକାଲ ଇଞ୍ଜିନିୟରିଂ ବିଭାଗର ସିନିୟର…

ବାକିରେ ବୁଡ଼ିଛନ୍ତି ସରକାର, ନିର୍ବାଚନ ପ୍ରତିଶ୍ରୁତି ପୂରଣ ପାଇଁ ଋଣ ମାଗିଲେ ମୁଖ୍ୟମନ୍ତ୍ରୀ

ଦାୟିତ୍ୱ ଗ୍ରହଣ କରିବାର ମାତ୍ର ଦୁଇ ସପ୍ତାହ ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ରୁ ୨,୦୦୦ କୋଟି ଟଙ୍କାର ଋଣ ପାଇଁ ଅନୁରୋଧ କରିଛନ୍ତି। ପାଖାପାଖି ୪ ଲକ୍ଷ କୋଟି ଟଙ୍କାର ଋଣ ବୋଝରେ ବୁଡ଼ି…

ଓଡ଼ିଶାରେ ଆଉ ଜଣେ କୋଭିଡ୍ ପଜିଟିଭ୍ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୨ରେ ପହଞ୍ଚିଲା

ଭୁବନେଶ୍ୱର : ଓଡ଼ିଶାରେ ଆଉ ଜଣେ କୋଭିଡ୍ ପଜିଟିଭ୍ ଚିହ୍ନଟ । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ରେ ପହଞ୍ଚିଛି । କୋଭିଡର ନୂଆ ଭାରିଆଣ୍ଟ JN.1ରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି…

ଦେବଗଡ଼ରୁ ୬ ବର୍ଷର ଶିଶୁ କନ୍ୟାକୁ ଅପହରଣ ଘଟଣାରେ ୪ ଗିରଫ

ଦେବଗଡ଼ରୁ ୬ ବର୍ଷର ଶିଶୁ କନ୍ୟା ପିହୁ ଅଗ୍ରୱାଲ ଅପହରଣ ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କଠାରୁ ଅପହରଣରେ ବ୍ୟବହାର ହୋଇଥିବା ୨ଟି ବାଇକ୍ ଓ ଗୋଟିଏ କାର୍ ମଧ୍ୟ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି…

ଜେଲ୍‌ ଗଲା ବୁଖାରୀ, ରବିବାର ଓଡ଼ିଶା ଆସିବ କଶ୍ମୀର ପୁଲିସ୍‌!

ଭୁବନେଶ୍ବର : ସରିଲା ରିମାଣ୍ଡ ଅବଧି। ଜେଲକୁ ଗଲା ସୟିଦ ଈଶାନ୍ ବୁଖାରୀ। ୫ ଦିନିଆ ରିମାଣ୍ଡ ଅବଧି ପରେ ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କୀ ସୟିଦ ଈଶାନ୍ ବୁଖାରୀକୁ ଜେଲ୍ ପଠାଇଛନ୍ତି ଚଣ୍ଡିଖୋଲ କୋର୍ଟ। ବୁଖାରୀକୁ ୫ ଦିନିଆ ରିମାଣ୍ଡରେ ନେଇ…

ପୂର୍ବତନ ରାଜ୍ୟପାଳଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩ା୧୨: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍‌ଏମ୍‌ ରାଜେନ୍ଦ୍ରନ୍‌ଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ‘ଏକ୍ସ’ରେ କହିଛନ୍ତି, ଅମଲା କର୍ମଚାରୀ ଭାବରେ ତାଙ୍କର ଦୀର୍ଘବର୍ଷର ଅଭିଜ୍ଞତା ତାଙ୍କୁ ଜଣେ ଭଲ ପ୍ରଶାସକ କରିପାରିଥିଲା। ଜନସାଧାରଣଙ୍କ ପ୍ରତି ତାଙ୍କର…

‘ଛାତ୍ରୀଛାତ୍ର କଠିନ ପରିଶ୍ରମ କରିବା ଉଚିତ’

କୋରାପୁଟ : ଶନିବାର କୋରାପୁଟ ଗସ୍ତରେ ରାଜ୍ୟ ଯୁବ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆସିଛନ୍ତି। କୋରାପୁଟସ୍ଥିତ ସରକାରୀ ମହାବିଦ୍ୟାଳୟ ପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ଯୁବ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ତଥା ଯୁବ ଉତ୍ସବରେ…

ଅସମ୍ଭାଳ ହେଉଛି କରୋନା, ଜିରୋ ନାଇଟ ସେଲିବ୍ରେସନକୁ ନେଇ ଦ୍ୱନ୍ଦ୍ବ

ଭୁବନେଶ୍ବର : ପୁଣି କରୋନା ଦେଖାଇଛି ତାର ପୁରୁଣା ରୂପ। ଦେଶରେ ଦିନକୁ ଦିନ ବଢି ଚାଲିଛି କୋଭିଡର ଏହି ନୂଆ ଭାରିଆଣ୍ଟ ସଂକ୍ରମଣ। ଆଉ ଏଥିପାଇଁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାରି ଭିତରେ…

ଜାନୁୟାରୀ ୧୫ ସୁଦ୍ଧା ଦାବି ପୂରଣ ନ ହେଲେ ଆୟୁଷ ଡାକ୍ତର ସମୂହ ଛୁଟିରେ ଯିବେ

ଭୁବନେଶ୍ୱର,୨୩।୧୨: ରାଜ୍ୟରେ କାର୍ଯ୍ୟ କରୁଥିବା ୧୨୭୨ ଆରବିଏସ୍‌କେ ଆୟୁଷ ଡାକ୍ତର ଜାନୁୟାରୀ ୧୫ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ସମୂହ ଛୁଟିରେ ଯିବେ। ଆରବିଏସ୍‌କେ ଆୟୁଷ ଡାକ୍ତର ସଂଘ ଏହି ନିଷ୍ପତ୍ତି ନେଇଛି। ସଂଘର ସଭାପତି ପ୍ରଭାତ ମହାନ୍ତି…

ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ହେଉଛି ବିକାଶର କ୍ରାନ୍ତି: ଅର୍ଜୁନ ମୁଣ୍ଡା

କେନ୍ଦୁଝର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୫ ତାରିଖରୁ ବିକଶିତ ଭାରତର ଯେଉଁ ଅଭିଯାନ ଆରମ୍ଭ କରିଛନ୍ତି ତାହା ହେଉଛି ବିକାଶର ଏକ କ୍ରାନ୍ତି । ବିପୁଳ ଜନଭାଗିଦାରୀ ସହ ଏହି ଯାତ୍ରା ଦେଶବ୍ୟାପୀ ଆଗେଇ ଚାଲିଛି। ଏହା ଦେଶକୁ ବିକାଶ…