Month: December 2023

ସ୍ୱାସ୍ଥ୍ୟସେବାରେ ଯୋଗଦେଲେ ଆଉ ୨୪୭୩ ନୂଆ ଡାକ୍ତର

ଭୁବନେଶ୍ବର : ରାଜ୍ୟ ସ୍ୱାସ୍ଥ୍ୟସେବାରେ ଆଜି ଆଉ ୨୪୭୩ଜଣ ନୂଆ ଡାକ୍ତର ଯୋଗ ଦେଇଛନ୍ତି। ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଏହି ୨୪୭୩ଜଣ ଡାକ୍ତରଙ୍କୁ ଆଜି ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଏହି ସମସ୍ତ ଡାକ୍ତର…

ପାତାଳୀ ନଦୀରେ ବୁଡ଼ିଲା ଡଙ୍ଗା , ୧ ମୃତ ୪ ନିଖୋଜ

କୋରାପୁଟ : ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନଦୀ ପାର ହୋଇ ଯାଉଥିଲେ। ହେଲେ ନଦୀ ମଝିରେ ବୁଡ଼ିଗଲା ଡଙ୍ଗା। ଆଉ ଚାଲିଗଲା ଜଣଙ୍କ ଜୀବନ। ଅନ୍ୟ ୪ ଜଣ ନିଖୋଚ ଅଛନ୍ତି। ଆଜି ଅପରାହ୍ନରେ ଏପରି ହୃଦୟବିଦାରକ ଘଟଣା କୋରାପୁଟ…

ଅଂଶୁପା ଡାକବଙ୍ଗଳାରେ ରାଜ୍ୟପାଳ ରଘୁବର ଦାସଙ୍କ ଦରବାର

ବାଙ୍କୀ : ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ବାଙ୍କୀ ବ୍ଲକ ଅନ୍ତର୍ଗତ ସରଣ୍ଡା ଅଂଶୁପା ପୂର୍ତ୍ତ ଡାକବଙ୍ଗଳାରେ ଗୁରୁବାର ଏକ ବୈଠକ କରିଛନ୍ତି। ଏହି ବୈଠକରେ ରାଜ୍ୟପାଳ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କ ସହିତ ଆଲୋଚନା କରି ସେମାନଙ୍କର ସମସ୍ୟା ବୁଝିବା…

ନକଲି ସାର୍ଟିଫିକେଟ ଦେଇ ବନ୍ଧା ହେଲେ ଡାକ୍ତର

ବ୍ରହ୍ମପୁର : କେତେବେଳେ ଯାନୀ ତ କେତେବେଳେ ଶାସନୀ। ମାଟ୍ରିକ ସାର୍ଟିଫିକେଟରେ ଯାନୀ ତ ବ୍ୟାଙ୍କ ପାସବୁକ୍‌ରେ ରହିଛି ଶାସନୀ ସଂଜ୍ଞା । ଜାଲ ଆଦିବାସୀ ସାର୍ଟିଫିକେଟ ବଳରେ ଡାକ୍ତରୀ ଚାକିରି କରିଥିବା ଏପରି ଜଣେ ଡାକ୍ତରଙ୍କୁ ବାନ୍ଧିଛି କୋରାପୁଟ ଜିଲ୍ଲା…

ପୁଲିସ୍‌ ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ଆହତ

ପୁରୀ: କୁଖ୍ୟାତ ଅପରାଧୀ କାଳୁ ଭୋଳକୁ ପୁରୀ ପୁଲିସ୍‌ ଏନ୍‌କାଉଣ୍ଟର କରିଛି। ଗୁଳିମାଡ଼ରେ କାଳୁ ଆହତ ହୋଇଛି। ତାକୁ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ କହିଛି ଯେ, ଆଜି ସତ୍ୟବାଦୀ ଥାନା ଅଧୀନ ସୁଆଣ୍ଡୋ ଗ୍ରାମ ନିକଟ ସାଗର…

ଭୀମଭୋଇ ମେଡିକାଲ କଲେଜରେ ଉତ୍ତେଜନା, ହାଉସ ସର୍ଜନଙ୍କୁ ଆକ୍ରମଣ

ବଲାଙ୍ଗୀର : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଛି। ହାଉସ ସର୍ଜନ ଛାତ୍ରଙ୍କୁ ଜଣେ ଦୁର୍ବୃତ୍ତର ଆକ୍ରମଣ ପରେ ଉତ୍ତେଜନା ପ୍ରକାଶ ପାଇଛି। କଲେଜ ନିକଟରେ କେହି ଜଣେ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।…

ଓଡ଼ିଶାରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୮କୁ ବଢ଼ିଲା

ଭୁବନେଶ୍ବର : ଓଡ଼ିଶାରେ ଗୁରୁବାର ସୁଦ୍ଧା କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୮ରେ ପହଂଚିଛି । ୨୪ଘଣ୍ଟା ମଧ୍ୟରେ ଆଉ ୩ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । କୋଭିଡର ନୂଆ ଭାରିଏଂଟ ‘ଜେଏନ ୧’ ସଂକ୍ରମଣ ମାମଲାରେ ଦିନକୁ…

ତେଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

ଭୁବନେଶ୍ବର : ଖୋର୍ଦ୍ଧାସ୍ଥିତ ଏକ ରିଫାଇନ୍ ତେଲ ଫ୍ୟାକ୍ଟ୍ରିରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟି ଯାଇଛି। ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇ ଯାଇଛି। ରିଫାଇନ୍ ତେଲ ଫ୍ୟାକ୍ଟ୍ରିଟି ବାଘମାରୀ…

ରାୟଗଡ଼ା ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକଙ୍କୁ ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ ଲୋକାର୍ପଣ ପାଇଁ ନିମନ୍ତ୍ରଣ

ରାୟଗଡ଼ା: ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଲୋକାର୍ପଣ ପାଇଁ ଆଜି ରାୟଗଡ଼ାରେ ପହଞ୍ଚିଥିଲା ଏକ ପ୍ରତିନିଧି ଦଳ।ତିନି ଜଣିଆ ପ୍ରତିନିଧି ଦଳ ଆଜି ସକାଳେ ପହଞ୍ଚିବା ପରେ ରାୟଗଡ଼ା ଜଗନ୍ନାଥ ମନ୍ଦିର ନିକଟରେ ଆଦିବାସୀ ନୃତ୍ୟ, ଓଡ଼ିଶୀ ନୃତ୍ୟୁ ଏବଂ ଢେମସା…

କମିଛି ଶୀତ,ବଢିଛି କୁହୁଡ଼ି; ୧୦ ଡିଗ୍ରୀ ତଳେ ୪ ସହର

ଭୁବନେଶ୍ବର : ରାଜ୍ୟରେ କମିଛି ଶୀତ କିନ୍ତୁ ବଢିଛି କୁହୁଡ଼ି। ୧୦ ଡିଗ୍ରୀ ତଳେ ରହିଛି ୪ ସହର। ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ସାମାନ୍ୟ ବଢିଥିଲେ ମଧ୍ୟ ଜାରି ରହିଛି ଶୀତ ଲହରୀ। ୭.୧ ଡିଗ୍ରୀ ସହ କୋରାପୁଟ ପାଲଟିଛି…