Month: November 2023

ପଞ୍ଚାୟତିରାଜ ବିଭାଗରେ ଚାକିରି ଦେବାକୁ କହି ଠକିନେଲେ ୧୫ କୋଟି

ସୁନ୍ଦରଗଡ଼: ଚାକିରି ନାଁରେ ସାଂଘାତିକ ଠକେଇ। ପଞ୍ଚାୟତିରାଜ ବିଭାଗରେ ଚାକିରି ଦେବାକୁ କହି ରାଜ୍ୟର ପ୍ରାୟ ୧୨ ଶହ ଯୁଵକଯୁବତୀଙ୍କ ଠାରୁ ଠକି ନେଲେ ପ୍ରାୟ ୧୫ କୋଟି ଟଙ୍କା। ସେଥିମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ବି ଅନେକ ଯୁବକଯୁବତୀ ରହିଛନ୍ତି। ସେମାନଙ୍କୁ…

ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ଗିରଫ

ଭୁବନେଶ୍ବର: ଓଡ଼ିଆ ଟିଭି ଚ୍ୟାନେଲ୍‌ର ଜଣେ କାର୍ଯ୍ୟରତ ସାମ୍ବାଦିକା ଦେବସ୍ମିତାଙ୍କୁ ଶୁକ୍ରବାର ଦିନ ମାଡ଼ମାରିବା ମାମଲାରେ ଶନିବାର କମିସନରେଟ୍‌ ପୁଲିସ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ (ଟୁଟୁ)ଙ୍କୁ ଗିରଫ କରିଛି। ଗିରଫ ପୂର୍ବରୁ ଖାରବେଳ ନଗର ଥାନା ପୁଲିସ ଟୁଟୁ ନାୟକଙ୍କୁ…

କ୍ଲାସ୍‌ରେ ଚିତ୍କାର କରୁଛନ୍ତି ଛାତ୍ରୀ; ଦାନ୍ତ କଡ଼ମଡ଼ କରି ଘୁଷୁରି ଘୁଷୁରି ବୁଢ଼ା ବର ଗଛ ମୂଳକୁ ଯାଉଛନ୍ତି

ଭଦ୍ରକ : କ୍ଲାସ୍‌ରେ ଚିତ୍କାର କରୁଛନ୍ତି ଛାତ୍ରୀ। ଜଣେ କି ଦୁଇ ଜଣ ନୁହେଁ, ଏକାଧିକ ଛାତ୍ରୀ ଚିତ୍କାର କରୁଛନ୍ତି। ଦାନ୍ତ କଡ଼ମଡ଼ କରି ଘୁଷୁରି ଘୁଷୁରି ସ୍କୁଲ କ୍ୟାମ୍ପସରେ ଥିବା ବୁଢା ବର ଗଛ ମୂଳକୁ ଯାଉଛନ୍ତି। ଗତ ଅକ୍ଟୋବର…

ରକ୍ତମୁଖା କଲରାପତରିଆ ବାଘ; ନାବାଳକଙ୍କ ପରେ ମହିଳାଙ୍କୁ ମାରି ଖାଇଲା

ସୁନାବେଡା : ମାତ୍ର ୫ ଦିନ ବ୍ୟବଧାନରେ ପୁଣି ଥରେ ମାତିଲା କଲରାପତରିଆ ବାଘ। ଜଣେ ନାବାଳକଙ୍କୁ ଝାମ୍ପି ଖାଇବା ପରେ ଆଜି ଜଣେ ମହିଳାଙ୍କୁ ମାରି ଖାଇଛି କଲରାପତରିଆ ବାଘ। ନୂଆପଡ଼ା ସଦର ରେଞ୍ଜ ଧରମବନ୍ଧା ସେକ୍ସନରେ ଏକ କଲରାପତରିଆ…

‘ପୃଥକ ଅଳିଆ ଦିଅନ୍ତୁ, ନ ହେଲେ ନିଆଯିବ ଆକ୍ସନ’

ଭୁବନେଶ୍ବର : ‘ପୃଥକ ପୃଥକ ଅଳିଆ ଦିଅନ୍ତୁ , ନ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ।’ ଆଜି କିଛି ଏଭଳି ଭାବେ ରାଜଧାନୀବାସୀଙ୍କୁ ଚେତାଇଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତା କୁଲାଙ୍ଗେ । ସୈନକ ସ୍କୁଲ ପାଖ ଅଳିଆ…

କମେଣ୍ଟ ମରାକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ଭୁବନେଶ୍ବର : କମେଣ୍ଟ ମରାକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୩ ଜଣ ଛାତ୍ର ଆହତ ହୋଇଛନ୍ତି। ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ ଥିବା ରିଜିଓନାଲ ଇନଷ୍ଟିଚ୍ୟୁଟ ଅଫ୍ ଏଜୁକେସନ କଲେଜରେ। ଗତକାଲି କଲେଜର ଦୁଇ ଗୋଷ୍ଠୀର…

ସ୍କୁଲ ପରିସରରେ ସରକାରୀ କାର୍ଯ୍ୟକ୍ରମ, ବଦଳିଗଲା ପରୀକ୍ଷା ସମୟ

ସମ୍ବଲପୁର : ସରକାରୀ କାର୍ଯ୍ୟକ୍ରମ ପାଇଁ ବଦଳିଗଲା ସ୍କୁଲ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସମୟ। ସ୍କୁଲ ପରିସରରେ ସରକାରୀ କାର୍ଯ୍ୟକ୍ରମ ଆୟୋଜନ କରିବା ନିମନ୍ତେ ନିର୍ଦ୍ଧାରିତ ସମୟ ପୂର୍ବରୁ କରାଗଲା ପରୀକ୍ଷା। ଏଥିଯୋଗୁ ପ୍ରଶ୍ନପତ୍ର ଲିକ୍‌ ହେବାର ସମ୍ଭାବନା ଦେଖା ଦେଇଛି। ଏପରି…

ସାମ୍ବାଦିକାଙ୍କୁ ମାଡ଼ ମାମଲାରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଟୁଟୁ ନାୟକ

ଭୁବନେଶ୍ବର: ଏକ ଓଡ଼ିଆ ଖବର ଚ୍ୟାନେଲ୍‌ର ଜଣେ କାର୍ଯ୍ୟରତ ସାମ୍ବାଦିକା ଦେବସ୍ମିତାଙ୍କୁ ଶୁକ୍ରବାର ମାଡ଼ମାରିବା ମାମଲାରେ ଶନିବାର ଦିନ ଫିଲ୍ମ ପ୍ରଯୋଜକ ସଂଜୟ ନାୟକ (ଟୁଟୁ)ଙ୍କୁ ଜେଲ ଯିବାକୁ ପଡ଼ିଛି। ଭୁବନେଶ୍ବର ଏସ୍‌ଜିଏମ୍‌ କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ଟୁଟୁ…

କର୍ମଚାରୀଙ୍କୁ ରୋୟାଲ ଏନ୍‌ଫିଲ୍‌ଡ ବାଇକ୍‌ ବାଣ୍ଟିଲା ଚା’ କମ୍ପାନୀ

ନୂଆଦିଲ୍ଲୀ : ଆଉ ସପ୍ତାହେ ପରେ ପଡ଼ୁଛି ଆଲୋକର ପର୍ବ ଦୀପାବଳି। ସେଥିପାଇଁ ବିଭିନ୍ନ କଂପାନୀ ସେମାନଙ୍କ କର୍ମଚାରୀଙ୍କୁ ବୋନସ ଓ ଉପହାର ଆଦି ପ୍ରଦାନ କରୁଛନ୍ତି। ଉପହାରରେ କିଏ ଗିଫ୍ଟ ଭାଉଚର ଦେଉଛି ତ ଆଉ କିଏ ମିଠା ବା…

ମାଗଣା ରାସନ ଯୋଜନା ଆଉ ୫ ବର୍ଷ ବଢ଼ିବ: ଘୋଷଣା କଲେ ପ୍ରଧାନମନ୍ତ୍ରୀ

ରାୟପୁର : ପୁଣି ବଢ଼ିବ କେନ୍ଦ୍ରର ମାଗଣା ରାସନ ଯୋଜନା ଅବଧି। ଆହୁରି ପାଞ୍ଚ ବର୍ଷ ଯାଏଁ ମାଗଣାରେ ରାସନ ଯୋଗାଇବେ କେନ୍ଦ୍ର ସରକାର। ଏନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଯୋଜନାରେ ଦେଶର ୮୦ କୋଟି ଗରିବ…