ଟନେଲ ତଳେ ୪୦ ଜୀବନ, ରେସ୍କ୍ୟୁ ପାଇଁ ଆମେରିକାରୁ ଆସିଲା ଡ୍ରିଲ ମେସିନ୍
ବାଜିରେ ଲାଗିଛି ଜୀବନ। ଉତ୍ତରାଖଣ୍ଡର ଉତ୍ତରକାଶୀର ଟନେଲ ତଳେ ୪ ଦିନ ହେବ ଫଶିଛନ୍ତି ୪୦ ଶ୍ରମିକ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଲଗାତର ପ୍ରୟାସ ଜାରି ରହିଛି। ଏମାନଙ୍କ ରେସ୍କ୍ୟୁ ପାଇଁ ଆମେରିକାରୁ ଅଣାଯାଇଛି ଡ୍ରିଲ୍ ମେସିନ୍। ବାୟୁସେନା ବିମାନ…