Month: November 2023

ଟିମ୍‌ ଇଣ୍ଡିଆକୁ ବାଲୁକା କଳାରେ ଶୁଭେଚ୍ଛା ବାର୍ତ୍ତା ଦେଲେ ସୁଦର୍ଶନ ପଟ୍ଟନାୟକ, ବେଳାଭୂମିରେ ଆଙ୍କିଲେ ୫୬ ଫୁଟର ବିଶ୍ୱକପ୍‌

ପୁରୀ, ୧୮।୧୧: ଆସନ୍ତା ନଭେମ୍ବର ୧୯ ଅର୍ଥାତ ରବିବାର ଦିନ ଅନୁଷ୍ଠିତ ହେବ ବହୁ ପ୍ରତିକ୍ଷୀତ ବିଶ୍ୱକପ୍‌ ୨୦୨୩। ଏହି ରୋମାଞ୍ଚକର ମୁକାବିଲାରେ ମୁହାଁମୁହିଁ ହେବେ ଭାରତ ଏବଂ ଅଷ୍ଟ୍ରେଲିଆ। ତେବେ ଖ୍ୟାତନାମା ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ…

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ରାଜ୍ୟରେ ୩୪୯ଟି ନୂଆ ଆମ୍ବୁଲାନ୍ସ ଲୋକାର୍ପିତ, ୪୮.୪୫ କୋଟି ବିନିଯୋଗ

ଭୁବନେଶ୍ଵର: ତ୍ଵରିତ ସ୍ୱାସ୍ଥ୍ୟ ସେବା ଦିଗରେ ଅନ୍ୟ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୩୪୯ଟି ନୂଆ ଆମ୍ବୁଲାନ୍ସ ଓଡିଶାବାସୀଙ୍କ ନିମନ୍ତେ ଲୋକାର୍ପଣ କରିଛନ୍ତି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ପ୍ରଥମ…

ଓଡ଼ିଶାର ଲୋକ ଚାହୁଁଥିବାରୁ ରତ୍ନଭଣ୍ଡାର ଖୋଲାଯାଉ: ବିଜୟ ମହାପାତ୍ର

ଭୁବନେଶ୍ବର: ରତ୍ନଭଣ୍ଡାର ଖୋଲିବା ନେଇ କମିଟି ଗଠନ ହେବା ଦରକାର ରତ୍ନଭଣ୍ଡାର ବି ଖୋଲାଯିବା ଦରକାର। ଏଭଳି ଟିପ୍ପଣୀ ଦେଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ବିଜୟ ମହାପାତ୍ର କହିଛନ୍ତି, ରତ୍ନ ଭଣ୍ଡାର ଖୋଲିବା ନେଇ ପରିଚାଳନା କମିଟି ଯେଉଁ…

‘ପୂର୍ବୋଦୟ କଳ୍ପନା’ରେ କେନ୍ଦ୍ର ସରକାର ଓଡ଼ିଶାରେ ନୂଆ ଡାକ କାର୍ଯ୍ୟାଳୟ ଖୋଲିବାର ଦାୟିତ୍ୱ ନେଇଛନ୍ତି: ‌ଧର୍ମେନ୍ଦ୍ର

ପିପିଲି: ଡାକ ଘର ଆପଣଙ୍କ ସେବା ଘର। ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ଦୁର୍ଗାଦାସପୁର ଗ୍ରାମକୁ ଦେଶ ଦୁନିଆ ସହ ଯୋଡାଯିବାର ଏକ ନୂଆ ଝରକାଟିଏ ତିଆରି ହେଲା ବୋଲି ଶନିବାର ପିପିଲିର ଦୁର୍ଗାଦାସପୁରରେ ‘ନୂଆ ଡାକ ଶାଖା କାର୍ଯ୍ୟାଳୟ’ର ଉଦଘାଟନ…

ସମ୍ବଲପୁର ବ୍ୟତୀତ ଅନ୍ୟ ୧୦ ଜିଲ୍ଲାରେ ପ୍ରଭାବ ପରିଲକ୍ଷିତ

ବଲାଙ୍ଗୀର: ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର ବ୍ୟତୀତ ପଶ୍ଚିମ ଓଡ଼ିଶାର ଅନ୍ୟ ସବୁ ଜିଲ୍ଲାରେ ଏହାର…

ରାୟଗଡ଼ାର ଦୁର୍ଗମ ଅଞ୍ଚଳରେ ଔଷଧ ପହଞ୍ଚାଇଲା ଡ୍ରୋନ, ଦୂର ହେବ ଲୋକଙ୍କ ଦୁଃଖ

ରାୟଗଡ଼ା : ଦୁର୍ଗମ ଅଞ୍ଚଳରେ ଡ୍ରୋନରେ ପହଞ୍ଚିବ ଔଷଧ। କନ୍ଧମାଳ ପରେ ଦ୍ୱିତୀୟ ଜିଲ୍ଲା ଭାବେ ରାୟଗଡାରେ ପରୀକ୍ଷାମୂଳକ ଭାବେ ଏହି ଯୋଜନାର ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ USAID ଏବଂ ରେଡୱିଙ୍ଗ ସଂସ୍ଥାର ସହଯୋଗରେ ଏହି ସେବା…

‘ଡିପ୍‌ଫେକ୍‌’ ଭିଡିଓକୁ ନେଇ କେନ୍ଦ୍ର ସରକାରଙ୍କ ତତ୍ପରତା

ନୂଆଦିଲ୍ଳୀ: ସାଉଥ୍‌ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ ପରେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌, କାଜୋଲଙ୍କର ‘ଡିପ୍‌ଫେକ୍‌’ ଭିଡିଓ ‌ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ଭାଇରାଲ୍‌ ହେବା ପରେ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଏହି ପ୍ରସଂଗକୁ ନେଇ ଏବେ…

ଇଣ୍ଡିଆ ମେଣ୍ଟର ଏହି ନିଷ୍ପତ୍ତିକୁ ମାନିବ ନାହିଁ ସମାଜବାଦୀ ପାର୍ଟି

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ବଡ ଏବଂ ଛୋଟ ବିରୋଧୀ ଦଳ ଏକାଠି ହୋଇ ଏନଡିଏ ସହଯୋଗୀ ଦଳକୁ ପରାସ୍ତ କରିବାକୁ ଇଣ୍ଡିଆ ମେଣ୍ଟ ଗଠନ କରିଥିଲେ। ବର୍ତ୍ତମାନ ଲୋକସଭା ନିର୍ବାଚନର ମାତ୍ର ୬ ମାସ ପୂର୍ବରୁ ଏକଜୁଟ…

ଆଣ୍ଟାର୍କଟିକାର ବରଫ ରନ୍‌ୱେ ଉପରେ ଓହ୍ଲାଇଲା ବୋଇଙ୍ଗ୍‌ ୭୮୭ ବିମାନ

ଆଣ୍ଟାର୍କଟିକା: ବୁଧବାର ଅପରାହ୍ଣ ୨ଟାରେ ଆଣ୍ଟାର୍କଟିକାର ବରଫ ରନ୍‌ୱେ ଉପରେ ଏକ ବୋଇଙ୍ଗ୍‌ ୭୮୭ ବିମାନ ସ୍ମରଣୀୟ ଅବତରଣ କରିଥିବା କଥା ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି। ଏହି ତୁଷାରାଚ୍ଛନ୍ନ ମହାଦେଶରେ ବୋଇଙ୍ଗ୍‌ ଯାତ୍ରୀବାହୀ ବିମାନ ଅବତରଣ କରାଇବାରେ ପ୍ରଥମ ହୋଇଥିବାର ମାନ୍ୟତା…

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ବିନା ବିଚାରରେ ହତ୍ୟା କରାଯାଉ, କଂଗ୍ରେସ ସାଂସଦଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ପାଲେଷ୍ଟାଇନ ପ୍ରତି ନିଜ ସମର୍ଥନ ଜଣାଇବାକୁ ଯାଇ ଇସ୍ରାଏଲ ବିରୋଧରେ ବିବାଦୀୟ ବୟାନ ଦେଇଛନ୍ତି କେରଳର କଂଗ୍ରେସ ସାଂସଦ ରାଜମୋହନ ଉନ୍ନୀଥନ । କେରଳର କାସରାଗୋଡଠାରେ ଏକ ରାଲିକୁ ସମ୍ବୋଧନ କରିବା ବେଳେ ସେ କହିଛନ୍ତି ଯେ ଇସ୍ରାଏଲର ପ୍ରଧାନମନ୍ତ୍ରୀ…