Month: November 2023

ସି ଫୁଡ୍ ଅଫିସରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ଵର: ସି ଫୁଡ୍ ଅଫିସରେ ଭୟାବହ ଅଗ୍ନିକାଣ୍ଡ । ପଟିଆ ସ୍ଥିତ ସାଇ ଆନନ୍ଦମ୍ କମ୍ପ୍ଲେକ୍ସରେ ଥିବା ଶ୍ରିରାଗମ୍ ଏକ୍ସପୋର୍ଟସ୍ ପ୍ରାଇଭେଟ ଲିମିଟେଡ୍ ନାଁରେ ଥିବା ସି ଫୁଡ୍ ଅଫିସରେ ହୋଇଛି ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ବାହିନୀ ପକ୍ଷରୁ ନିଆଁ…

ପଟିଆକୁ ସ୍ଥାନାନ୍ତର ହେବ କ୍ୟାପିଟାଲ ହସ୍ପିଟାଲ୍

ଭୁବନେଶ୍ଵର: ବଦଳିବ କ୍ୟାପିଟାଲ ହସ୍ପିଟାଲ ଠିକଣା । ବଢ଼ୁଥିବା ଲୋକସଂଖ୍ୟା ଓ ସଂପ୍ରସାରିତ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ସରକାର କ୍ୟାପିଟାଲ ହସ୍ପିଟାଲକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଯୋଜନା ହୋଇଛି । ଚନ୍ଦ୍ରଶେଖରପୁର-ପଟିଆ ଅଞ୍ଚଳରେ ଏହି କ୍ୟାପିଟାଲ ହସ୍ପିଟାଲକୁ ସ୍ଥାପନ କରାଯିବ…

TCS ଅଫିସକୁ ମିଳିଲା ବୋମା ଧମକ, ବନ୍ଧା ହେଲେ ପୂର୍ବତନ କର୍ମଚାରୀ

ନୂଆଦିଲ୍ଲୀ : କମ୍ପାନୀ ଚାକିରିରୁ ଛଟେଇ କରି ଦେଇଥିବା ବେଳେ ପୁଣି ଥରେସୁଯୋଗ ଦେବାକୁ ମନା କରିଦେଲା। ଏଥିରେ ଉତ୍ତ୍ୟକ୍ତ ହୋଇଗଲେ ମହିଳା କର୍ମଚାରୀ। ଆଉ ପାନେ ଦେବାକୁ ରଚିଲେ ପ୍ଲାନ୍‌। ଏପରିକି ଅନ୍ୟ ଏକ ନମ୍ବରରୁ ଫୋନ୍‌ କରି କମ୍ପାନୀରେ…

ଅ‍ବସର ନେବାକୁ ସୁନୀଲ ବଂଶଲଙ୍କୁ ଅନୁମତି, ନୂଆ ବର୍ଷରେ ନୂଆ ଡିଜିପି

ଭୁବନେଶ୍ବର : ନୂଆବର୍ଷରେ ଓଡ଼ିଶା ଦେଖିବ ନୂଆ ପୁଲିସ ଡିଜି ବା ଡିଜିପି। କାରଣ ପୁଲିସ ଡିଜି ସୁନୀଲ ବଂଶଲଙ୍କୁ ଅବସର ନେବାକୁ ଅନୁମତି ମିଳିଛି। ଆସନ୍ତା ଡିସେମ୍ବର ୩୧ ତାରିଖରେ ସରକାରୀ ଚାକିରିରୁ ଅବସର ନେବାକୁ ତାଙ୍କୁ ଅନୁମତି ଦେଇଛନ୍ତି…

ରତ୍ନଭଣ୍ଡାର ଓ ନାଟମଣ୍ଡପ ମରାମତି ପ୍ରସଙ୍ଗରେ ASIକୁ କାଠଗଡାକୁ ଅଣାନଯାଉ

ପୁରୀ : ରତ୍ନଭଣ୍ଡାର ଓ ନାଟମଣ୍ଡପ ମରାମତି ପ୍ରସଙ୍ଗରେ ASIକୁ କାଠଗଡାକୁ ଅଣାନଯାଉ। ASI ଓ ରାଜ୍ୟ ସରକାରଙ୍କ ମଧ୍ୟରେ ରହିଥିବା ଦ୍ୱନ୍ଦ୍ୱ ଦୂର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହେବି। ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାରିବ…

ବଡ଼ଦାଣ୍ଡରେ ଦୟନୀୟ ଅବସ୍ଥାରେ ରାତି କାଟୁଛନ୍ତି ଶ୍ରଦ୍ଧାଳୁ

ପୁରୀ : ମଠ ବାଡ଼ିର ସହର ହେଉଛି ଶ୍ରୀକ୍ଷେତ୍ର। କାହିଁ କେଉଁ କାଳରୁ ଏହି ସବୁ ମଠବାଡ଼ି ତିଆରି ହୋଇଥିଲା। ଖାସ୍‌ ଶ୍ରଦ୍ଧାଳୁଙ୍କ ପାଇଁ। ହେଲେ ପରିକ୍ରମା ପ୍ରକଳ୍ପ ନାଁରେ ସେସବୁ ମାଟିରେ ମିଶିଛି। ଧୂଳିସାତ୍ ହୋଇଯାଇଛି ଧର୍ମଶାଳା। ତା’ହେଲେ ଜଗା…

ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଲେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ) ଆଶୁତୋଷ ବିଶ୍ୱାସ ଶନିବାର ରାଜ ଭବନରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ରଘୁବର ଦାସଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ଅବସରରେ ଡ. ବିଶ୍ୱାସ ମାନ୍ୟବର ରାଜ୍ୟପାଳଙ୍କୁ ଏମ୍ସ ଭୁବନେଶ୍ୱରରେ ହେଉଥିବା…

ପଞ୍ଚୁପଲ୍ଲୀରେ ବୁଲୁଛି କଲରାପତରିଆ ବାଘ; ଲୋକେ ଭୟଭୀତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ପଞ୍ଚୁପଲ୍ଲୀରେ ବୁଲୁଛି କଲରାପତରିଆ ବାଘ। ଭିଡିଓ ଭାଇରାଲ ହେବା ପରେ ଏନେଇ ସ୍ପଷ୍ଟ କରିଛନ୍ତି ୱାଇଲ୍ଡ ଲାଇଫ ପିସିସିଏଫ। ସେ କହିଛନ୍ତି, ପଞ୍ଚୁପଲ୍ଲୀ ଅଞ୍ଚଳରେ ସାମ୍ନାକୁ ଆସିଥିବା ଭିଡିଓରେ ଥିବା ବାଘଟି କଲରାପତରିଆ ବୋଲି…

୨ଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ, ଉପକୃତ ହେବେ ୪ ବ୍ଲକ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହି ଦୁଇଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୯୬.୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସୁନଗଡ ନଦୀରେ ସିକୁଆଁ/ ସିଲେଟକଣି ଓ ଅଙ୍ଗ ନଦୀର…

ନଭେମ୍ବର ୨୦ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୧୮।୧୧: ନଭେମ୍ବର ୨୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ମୟୂରଭଞ୍ଜ ଜିଲାର ରାଇରଙ୍ଗପୁରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଷ୍ଟ୍ରପତି ରାଇରଙ୍ଗପୁରର ବାଦାମପାହାଡ଼ ଠାରେ ଟାଟା- ବାଦାମପାହାଡ ଟ୍ରେନର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି।…