Month: October 2023

ମହୁଆ ମୋଇତ୍ରାଙ୍କୁ ବିଜେପିର ଟାର୍ଗେଟ୍‌

ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଫସିଥିବା ଟିଏମ୍‌ସି ସାଂସଦ ମହୁଆ ମୋଇତ୍ରାଙ୍କୁ ନେଇ ଥମୁନି ବିବାଦ। ବିରୋଧୀ ଦଳ ତାଙ୍କୁ ଚାରିପଟୁ ଘେରୁଛନ୍ତି। ଏହାରି ଭିତରେ ବିଜେପି ମଧ୍ୟ ବାରମ୍ବାର ଏହି ଟିଏମ୍‌ସି ନେତ୍ରୀଙ୍କୁ ଟାର୍ଗେଟ୍‌ କରିଚାଲିଛି। ସାଂସଦ ନିଶିକାନ୍ତ ଦୁବେଙ୍କ…

ଇଜିପ୍ଟ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ଇସ୍ରାଏଲ ଓ ହମାସ ମଧ୍ୟ ଦୀର୍ଘ ଦିନ ହେବ ଲାଗି ରହିଛି ଯୁଦ୍ଧ। ଏଥିଯୋଗୁ ଅନେକ ଲୋକେ ଉଭୟ ପକ୍ଷରୁ ପ୍ରାଣ ହରାଇସାରିଲେଣି। ଏବେ ଏହି ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତେହ…

ଅକ୍ଟୋବର ୩୧ରେ ସ୍ଥାପନା ହେବ ‘ମୋ ଯୁବା ଭାରତ’ ସଙ୍ଗଠନ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଉ ମାତ୍ର ଦୁଇ ଦିନ ପରେ ଅର୍ଥାତ୍‌ ଅକ୍ଟୋବର ୩୧ ତାରିଖରେ ଜାତୀୟସ୍ତରୀୟ ସଙ୍ଗଠନ ‘ମୋ ଯୁବା ଭାରତ’ ବା ‘ମାଇଁ ଭାରତ’ ସ୍ଥାପନା କରାଯିବ ବୋଲି ଆଜି ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ର ୧୦୬ତମ ସଂସ୍କରଣରେ…

ନୂଆବର୍ଷରେ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ: ଭି.କେ ପାଣ୍ଡିଆନ୍

ଭୁବନେଶ୍ବର: ଆଜି ମେଟ୍ରୋ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି ଭି.କେ ପାଣ୍ଡିଆନ୍ । ଗତକାଲି ପୁରୀ ଯାଇ ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିଥିବାବେଳେ ଆଜି ଭୋରରୁ ତ୍ରିଶୁଳିଆରେ ପହଞ୍ଚି ଭୁବନେଶ୍ବର-କଟକ ମେଟ୍ରୋ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ…

ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ ଜ୍ୟୋତିରାଦିତ୍ୟ ସିନ୍ଧିଆ

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଏବେ ରାଜନୀତି ପାଣିପାଗ ସରଗରମ ରହିଛି | ଏହି ବିଧାନସଭା ନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ଲଢେଇ ହେବାକୁ ଥିବାବେଳେ ନିର୍ବାଚନରେ ​​କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଲଢ଼ିପାରନ୍ତି ବୋଲି…

ଜାମିନ ନ ଦେବାରୁ ରାଗିଯାଇ ବିଚାରପତିଙ୍କ ଗଳା ଚିପିଲେ ଓକିଲ

ହମିରପୁର: ଉତ୍ତରପ୍ରଦେଶର ହମିରପୁରରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ହମିରପୁର ଜିଲ୍ଲା କୋର୍ଟରେ ଜଣେ ଓକିଲ ବିଚାରପତିଙ୍କ ଉପରେ ଆକ୍ରମଣ କରିଥିବାର ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ଓକିଲ ଲଢ଼ୁଥିବା ଏକ ମାମଲାରେ ଅଭିଯୁକ୍ତ ଜାମିନ ପାଇପାରିନଥିଲେ।…

ବିଜୟନଙ୍କ ସହ କଥା ହେଲେ ଅମିତ ଶାହା, ଇହୁଦୀ ଧର୍ମସ୍ଥଳୀର ସୁରକ୍ଷା ବଢିଲା

ନୂଆଦିଲ୍ଲୀ: କୋଚିର କନଭେନସନ୍ ସେଣ୍ଟରରେ ଚାଲିଥିବା ଏକ ଖ୍ରୀଷ୍ଟିଆନ ସମାବେଶରେ ବିସ୍ଫୋରଣ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସହ କଥା ହୋଇଛନ୍ତି । କେନ୍ଦ୍ର ସରକାର ସମସ୍ତ ସମ୍ଭବ ସହାୟତା ଯୋଗାଇ ଦେବାକୁ ଶାହା…

ପବିତ୍ର କୋରାନର ଅନୁବାଦକ ଅବଦୁଲ କାଦର ଖାଁ ଆଉ ନାହାନ୍ତି

ଭୁବନେଶ୍ବର : ପବିତ୍ର ଧର୍ମଗ୍ରନ୍ଥ କୋରାନର ଅନ୍ୟତମ ଅନୁବାଦକ ଜନାବ ଅବଦୁଲ କାଦର ଖାଁ ଆଉ ନାହାନ୍ତି । ଗତ ଅକ୍ଟୋବର ୨୫ ତାରିଖ ରେ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲ ରେ ତାଙ୍କର ୮୫ ବର୍ଷ ବୟସରେ ତାଙ୍କର ଦେହାନ୍ତ…

ଢେଙ୍କାନାଳରେ ମା’ ଲକ୍ଷ୍ମୀଙ୍କ ଧରାବତରଣ

ଢେଙ୍କାନାଳ : ଢେଙ୍କାନାଳରେ ଧରାବତରଣ କରିବେ ମା’ ଲକ୍ଷ୍ମୀ। ଶନିବାରଠାରୁ ସହରରେ ଆରମ୍ଭ ହେବ ମା’ଙ୍କ ଆରାଧନା। ଏଥିପାଇଁ ଉତ୍ସବମୁଖର ହୋଇପଡ଼ିଛି ସମଗ୍ର ଢେଙ୍କାନାଳ। ସହରରେ ଶେଷ ହୋଇଛି ସମସ୍ତ ସାଜସଜ୍ଜା। ଚଳିତବର୍ଷ ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉତ୍ସବ ୮୦ ବର୍ଷରେ ପଦାର୍ପଣ…

ଅମୃତ କଳସ ଯାତ୍ରାରେ ଦଳମତ ନିର୍ବିଶେଷରେ ସବୁ ବର୍ଗର ଲୋକେ ସାମିଲ ହେବା ସୌଭାଗ୍ୟର କଥା: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ‘ମୋର ମାଟି ମୋର ଦେଶ’ କାର୍ଯ୍ୟକ୍ରମରେ ଅମୃତ କଳସ ଯାତ୍ରା ଏବଂ ସ୍ୱତନ୍ତ୍ର ଟ୍ରେନ ଯୋଗେ ଦିଲ୍ଲୀକୁ କଳସ ଯାତ୍ରା ଯାଇଛି। ଏହା ସୌଭାଗ୍ୟର କଥା ଯେ, ଓଡ଼ିଶା ବି ଦଳମତ ନିର୍ବିଶେଷରେ ସମାଜର ସବୁ ବର୍ଗର ଲୋକମାନେ ଏଥିରେ…